Advertisment

Congress Protest Live Updates: ଲୋୟର ପିଏମ୍‌ଜିରେ କଂଗ୍ରେସର ଗର୍ଜନ...

ଆଜି ବିଧାନସଭା ଘେରିବ କଂଗ୍ରେସ । ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର

ଅଦ୍ୟତନ ହୋଇଛି
Congress Protest Live Updates

Congress Protest Live Updates

Advertisment

ଆଜି ବିଧାନସଭା ଘେରିବ କଂଗ୍ରେସ । ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘେରାଉ କରିବାକୁ ଯୋଜନା କରିଛି ଦଳ। ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକ ସପ୍ତାହେ ଯାଏଁ ବିଧାନସଭାରୁ ସସପେଣ୍ଡ ହେବାପରେ ଦଳ ଗତକାଲି ହିଂସାତ୍ମକ ହୋଇପଡ଼ିଥିଲା। ବିଧାନସଭା ଆଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଓ ପୋଲିସ। ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ ଆଜି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Advertisment
  • Mar 27, 2025 13:29 IST

    ଲୋୟର ପିଏମ୍‌ଜି ରଣକ୍ଷେତ୍ର; ଟେକାପଥର ମାଡ଼

  • Mar 27, 2025 13:29 IST

    ଆରମ୍ଭ ହେଲା ପାଣି ମାଡ଼

  • Mar 27, 2025 13:28 IST

    ପାଣି ପରେ ଟିୟର ଗ୍ୟାସ୍‌ ପ୍ରୟୋଗ କଲା ପୋଲିସ

  • Mar 27, 2025 13:14 IST

    କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କଲା ପୋଲିସ

  • Mar 27, 2025 13:11 IST

    ଲୋୟର ପିଏମ୍‌ଜି ରଣକ୍ଷେତ୍ର; ଟେକାପଥର ମାଡ଼

  • Mar 27, 2025 13:03 IST

    ଭୁବନେଶ୍ବର ଲୋୟର ପିଏମ୍‌ଜିରେ କଂଗ୍ରେସର ଗର୍ଜନ

  • Mar 27, 2025 12:42 IST

    ‘ଗୃହ କମିଟି ଗଠନ ନ କରି ସରକାର ବହୁତ ବଡ଼ ଭୁଲ୍ କରୁଛନ୍ତି’

  • Mar 27, 2025 12:41 IST

    ଆଜି ଭଉଣୀ ପାଇଁ ଭାଇ, ସ୍ତ୍ରୀ ପାଇଁ ସ୍ୱାମୀ, ଝିଅ ପାଇଁ ବାପା ରାସ୍ତାକୁ ଓହ୍ଲାଇଛନ୍ତି

  • Mar 27, 2025 12:40 IST

    ଗୃହ ବାହାରେ ଏତେ ଲୋକଙ୍କ ସ୍ୱର କେମିତି ଚାପିବେ?

  • Mar 27, 2025 12:00 IST

    ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ

  • Mar 27, 2025 11:33 IST

    ବିଧାନସଭା ଘେରାଉ ପାଇଁ କଂଗ୍ରେସର ପଦଯାତ୍ରା

  • Mar 27, 2025 11:04 IST

    କଂଗ୍ରେସ ନେତା ମାନସ ଚୌଧୁରୀ ଅଟକ

  • Mar 27, 2025 11:04 IST

    ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ

  • Mar 27, 2025 10:23 IST

    ଆଜି ବିଧାନସଭା ଘେରିବ କଂଗ୍ରେସ

    ଆଜି ବିଧାନସଭା ଘେରିବ କଂଗ୍ରେସ । ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘରାଉ କରିବାକୁ ଯୋଜନା କରିଛି ଦଳ। ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ସପ୍ତାହେ ଯାଏଁ ବିଧାନସଭାରୁ ସସପେଣ୍ଡ ହେବାପରେ ଦଳ ଗତକାଲି ହିଂସାତ୍ମକ ହୋଇପଡ଼ିଥିଲା। ବିଧାନସଭା ଆଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଓ ପୋଲିସ। ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ ଆଜି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରସ ଚେତାବନୀ ଦେଇଛି। ଅଧିକ ପଢନ୍ତୁ...

  • Mar 27, 2025 10:22 IST

    କଂଗ୍ରେସର ବିଧାନସଭା ଘେରାଉ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା

  • Mar 27, 2025 10:21 IST

    ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବ କଂଗ୍ରେସ

  • Mar 27, 2025 10:19 IST

    ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ...

  • Mar 26, 2025 19:56 IST

    ସରକାରଙ୍କ ନିୟନ୍ତ୍ରଣରେ ପୋଲିସ ବି ନାହିଁ

  • Mar 26, 2025 19:27 IST

    ବାଚସ୍ପତିଙ୍କୁ କଲ୍ କରିଥିଲୁ, ରିସିଭ୍ କଲେନି

  • Mar 26, 2025 19:27 IST

    ଶାନ୍ତ ବାତାବରଣ ଆଣିବାକୁ ବ୍ୟବସ୍ଥା କରନ୍ତୁ

  • Mar 26, 2025 19:09 IST

    ବିନା ବିରୋଧୀରେ ଗୃହ ଚଲାଇବାକୁ ଭଲ ଲାଗୁନି

  • Mar 26, 2025 18:50 IST

    ’ହିଟଲର୍ ଶାସନ ଚଲାଉଛନ୍ତି‘

  • Mar 26, 2025 18:49 IST

    ବିଧାନସଭାରେ ଗତକାଲିର ଘଟଣା ଉପରେ ବାଚସ୍ପତିଙ୍କ ବିବୃତି

  • Mar 26, 2025 18:00 IST

    ‘ପ୍ରମୁଖ ବିରୋଧୀଦଳ ଆଜି କଂଗ୍ରେସ ସହ ଭାବଦୋସ୍ତିରେ ଅଛି’

  • Mar 26, 2025 17:58 IST

    ‘ବିଧାନସଭାକୁ ୱାସ୍‌ଆଉଟ୍‌ ପାଇଁ ଷଡ଼ଯନ୍ତ୍ର’

  • Mar 26, 2025 17:57 IST

    ‘ହାଉସ୍‌ କମିଟି ଗଠନ ଦାବି ଅବାସ୍ତବ’

  • Mar 26, 2025 17:40 IST

    ‘ବିଧାନସଭାକୁ ୱାସ୍‌ଆଉଟ୍‌ ପାଇଁ ଷଡ଼ଯନ୍ତ୍ର’

  • Mar 26, 2025 17:21 IST

    ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ

  • Mar 26, 2025 17:20 IST

    ଯଦି ଘଣ୍ଟ ବାଡେଇବାର ଅଛି, ତେବେ ମନ୍ଦିର ଯାଇ ଘଣ୍ଟ ବାଡ଼ାଅ

  • Mar 26, 2025 16:42 IST

    ’ସେ ଆମ କଥା ବୁଝିଲେନି କି ଆମେ ତାଙ୍କ କଥା ବୁଝିଲୁନି‘

  • Mar 26, 2025 16:40 IST

    ଅତିରିକ୍ତ ସିପିଙ୍କୁ ଆକ୍ରମଣ, ଅଜବ ଯୁକ୍ତି ରଖିଲା କଂଗ୍ରେସ

  • Mar 26, 2025 16:30 IST

    ମୋତେ ବିଧାନସଭା ଲବି ପର୍ଯ୍ୟନ୍ତ ଛାଡ଼ିଲେନି: ସପ୍ତଗିରି ଉଲ୍ଲାକା

  • Mar 26, 2025 16:14 IST

    କଂଗ୍ରେସ ପରେ ବିଜେଡିର ହାଇଡ୍ରାମା

  • Mar 26, 2025 16:11 IST

    ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ କଲର ଭିଡ଼ି ଧରି ମୁଣ୍ଡରୁ ଟୋପି ଖସାଇ ଦେଲେ କଂଗ୍ରେସ କର୍ମୀ ।

  • Mar 26, 2025 16:10 IST

    କାହାର ସାହସ ହେବ ତାରା ବାହିନୀପତିଙ୍କ ଚେନ୍‌ ଛିଡ଼େଇବାକୁ

  • Mar 26, 2025 16:04 IST

    ଚୋରି ହୋଇନି ତାରାଙ୍କ ଚେନ୍

  • Mar 26, 2025 15:57 IST

    ଆମେ ପଛଘୁଞ୍ଚା ଦେଲୁନି ସସପେଣ୍ଡ ହେଲୁ

  • Mar 26, 2025 15:51 IST

    ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲୁ, ଆମ ବିଧାୟକଙ୍କୁ ମାଡ଼ ମରାଗଲା…।

  • Mar 26, 2025 15:45 IST

    ଆମେ ପୋଲିସକୁ କରୁନା ଖାତିର, ଆମେ ସେହି ବିଜୁ ଜନତାଦଳର ଏମଏଲଏ

  • Mar 26, 2025 15:44 IST

    କଣ ପାଇଁ ଗେଟ୍ ବନ୍ଦ କଲ?

  • Mar 26, 2025 15:36 IST

    କଂଗ୍ରେସ ପାଇଁ କାନ୍ଦୁଛି ବିଜେଡି; ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ

    ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛି କଂଗ୍ରେସ। ରଣକ୍ଷେତ୍ର ପାଲଟିଛି ବିଧାସଭା ମୁଖ୍ୟଗେଟ୍‌। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୋଲିସ। କଂଗ୍ରେସର ଏହି ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। ଅଧିକ ପଢନ୍ତୁ...

  • Mar 26, 2025 15:34 IST

    ଅସୁସ୍ଥ ହୋଇପଡ଼ିଲେ ତାରା; ପହଞ୍ଚିଲେ ଡାକ୍ତର

    ସାରା ରାତି ଧାରଣା ଦେବା ପରେ ବିଗିଡ଼ି ଗଲା କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ସ୍ୱାସ୍ଥାବସ୍ଥା। ଅସୁସ୍ଥ ହୋଇପଡ଼ିଲେ ତାରା। ସକାଳୁ ସକାଳୁ କ୍ୟାପିଟାଲ ହପିଟାଲରୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଅଧିକ ପଢନ୍ତୁ....

  • Mar 26, 2025 14:58 IST

    ଆମକୁ ଟେକିକିରି ମାରିଲେ, ମୋର ଏପଟେ ଚିହ୍ନ, ସେପଟେ ଚିହ୍ନ ଅଛି । ବେହେରା ବାବୁ ମୋ ଚେନ୍ ଝିଙ୍କିକି ନେଇଗଲେ….ମୁଁ ଏଫଆଇଆର ଦେବି।

  • Mar 26, 2025 14:56 IST

    ବାଚସ୍ପତି ନେଲେ ପୁଣି ଆକ୍ସନ; ରମେଶ, ତାରା ସସପେଣ୍ଡ

    ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ବାଚସ୍ପତି ପୁଣି ନେଲେ ଆକ୍ସନ। ଗତକାଲି କଂଗ୍ରେସର ୧୨ ବିଧାୟକଙ୍କୁ ସସପେଣ୍ଡ କରିଥିବା ବେଳେ ଆଜି ୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ୭ ଦିନ ପାଇଁ ସସପେଣ୍ଡ କରିଛନ୍ତି ବାଚସ୍ପତି। 

    ଅଧିକ ପଢନ୍ତୁ...

  • Mar 26, 2025 14:47 IST

    କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ

    ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ।  ଅଧିକ ପଢ଼ନ୍ତୁ....

Bhubaneswar Congress Odisha Assembly Congress Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ