Odisha Municipality Elections
ଭୋଟ୍ ଦେଉଛି ସହର। ଆଜି ଓଡ଼ିଶାର ୩ଟି ମହାନଗର ନିଗମ (କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର) ସମେତ ୪୭ଟି ପୌରପାଳିକା ଏବଂ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ୍ ଗ୍ରହଣ ହେଉଛି। ମୋଟ୍ ୪୪୩୭ଟି ବୁଥରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି ରାଜ୍ୟର ପ୍ରାୟ ୪୦ ଲକ୍ଷରୁ ଅଧିକ ଭୋଟର୍। ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ। ଆଉ ସେହିଦିନ ହିଁ ଘୋଷଣା ହୋଇପାରେ ଫଳାଫଳ...
- Mar 24, 2022 17:25 IST
ପିପିଲିରେ ଏଜେଣ୍ଟଙ୍କ ଫାଟିଲା ମୁଣ୍ଡ
- Mar 24, 2022 17:24 IST
ପୌର ନିର୍ବାଚନ: ଅପରାହ୍ନ ୫ଟା ସୁଦ୍ଧା ପ୍ରାୟ ୫୦% ମତଦାନ
ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୫ଟା ସୁଦ୍ଧା ୫୦%ରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି।
- Mar 24, 2022 16:38 IST
ଭୋଟ୍ ବେଳେ ବଦଳାଇଦେଲେ ଇଭିଏମ୍ !
ପୌର ଭୋଟ ବେଳେ କେନ୍ଦୁଝରରେ ଇଭିଏମ୍ ଅଦଳ ବଦଳ ଅଭିଯୋଗ। ୧୦ ନମ୍ବର ଓ୍ୱାର୍ଡ ସରକାରୀ ମହିଳା ମହାବିଦ୍ୟାଳୟର ୨୪ ନମ୍ବର ବୁଥ୍ରେ ଇଭିଏମ୍ ଅଦଳ ବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ଚେୟାରମ୍ୟାନ ପ୍ରାର୍ଥୀ ନିକୁ ସାହୁ। ସେ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ବୁଥ୍ ବୁଲିବା ସମୟରେ ଦେଖିଥିଲେ ଯେ, ୨୪ ନମ୍ବର ବୁଥ୍ରେ ଚେୟାରମ୍ୟାନ ଓ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଥିବା ଇଭିଏମ୍ରେ ହଳଦିଆ ଓ ଗୋଲାପୀ ରଙ୍ଗର କାଗଜ ମରା ହୋଇନଥିଲା।
- Mar 24, 2022 15:51 IST
କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ
ପୌର ଭୋଟ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ । କଂଗ୍ରେସ କର୍ମୀଙ୍କ ମାଡ଼ରେ ବିଜେଡି କାଉନସିଲର ପିଙ୍କି ଖରସେଲ ଓ ଜିଲ୍ଲା ସଂପାଦକ ଫିରୋଜ ଖାଁ ଆହତ ହୋଇଥିବା ଅଭିଯୋଗ ହୋଇଛି ।
- Mar 24, 2022 15:41 IST
ପୌର ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୪୫% ମତଦାନ
ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୪୫% ମତଦାନ ହୋଇଥିବା ନେଇ ସୂଚନା ମିଳିଛି।
- Mar 24, 2022 14:09 IST
'ଏଠି ପାଣି, ରାସ୍ତା ଅନେକ ସମସ୍ୟା..ଭୋଟ୍ ପରେ ବିକାଶ ହେଉ'
- Mar 24, 2022 14:09 IST
ସହରରେ ଚାଲିଛି ଭୋଟିଂ... ଚାଲନ୍ତୁ ଯିବା କେନ୍ଦୁଝର ଜିଲ୍ଲା
- Mar 24, 2022 14:09 IST
ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରାମାଡ଼
- Mar 24, 2022 14:08 IST
ଭଦ୍ରକରେ ନିର୍ବାଚନ ବେଳେ ଗୋଷ୍ଠୀ ସଙ୍ଘର୍ଷ...
- Mar 24, 2022 14:08 IST
'ରାଜସ୍ଥାନରେ ରୁହେ, ବଲାଙ୍ଗିରରେ ଭୋଟ୍ ଦେବି'
- Mar 24, 2022 14:07 IST
ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରାମାଡ଼
- Mar 24, 2022 13:51 IST
ନିର୍ବାଚନ ବେଳେ ଛୁରାମାଡ଼
- Mar 24, 2022 13:47 IST
ପୌର ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ
ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି । ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଅଧିକ ଜାଣନ୍ତୁ..
- Mar 24, 2022 13:39 IST
ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରା ମାଡ଼
- Mar 24, 2022 13:37 IST
ଦିନ ୧୨ଟା ସୁଦ୍ଧା ୩ଟି ମହାନଗରରେ ହାରାହାରି ୨୧% ମତଦାନ ହୋଇଛି
- Mar 24, 2022 13:36 IST
ଫଟୋରେ ଖବର: ରାଜଧାନୀ ଭୁବନେଶ୍ୱରରେ ବହୁମାତ୍ରାରେ ଭୋଟର ମତଦାନ କରୁଥିବାର ଦୃଶ୍ୟ
- Mar 24, 2022 13:31 IST
ପହେଲା ଘରର୍ କାମ୍ କଲି, ତେହେରୁଁ ଭୋଟ୍ ଦେଇ ଆସିଛେଁ
- Mar 24, 2022 13:31 IST
ମତେ ବହୁତ୍ ନିର୍ଭସ୍ ଲାଗୁଛି...
- Mar 24, 2022 13:30 IST
କାର୍ ଭିତରେ EVM ହାଲା କରି ଭିଡିଓ କଲେ ଲୋକେ
- Mar 24, 2022 13:29 IST
EVM ଖରାପ, ଲୋକ ଘଣ୍ଟା ଘଣ୍ଟା ଠିଆ ହେଲେ
- Mar 24, 2022 13:28 IST
ପ୍ରଥର ଥର ଭୋଟ୍ ଦେବାର ଖୁସି ଅଲଗା ପ୍ରକାର..
- Mar 24, 2022 13:25 IST
ଇଭିଏମ୍ ମେଶିନ୍ ଅଚଳ
- Mar 24, 2022 13:25 IST
ଇଭିଏମ୍ ମେଶିନ୍ ଅଚଳ
- Mar 24, 2022 13:24 IST
ଏଠି ପିଙ୍କ୍ ବୁଥ୍
- Mar 24, 2022 13:24 IST
ସହର ଭିତରେ ହୋଇଛି ଆଦର୍ଶ ବୁଥ୍
- Mar 24, 2022 13:23 IST
ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ
- Mar 24, 2022 13:15 IST
କାର ଭିତରେ ଇଭିଏମ୍କୁ ଦେଖି ତାତିଲେ ଲୋକେ
କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି । ଅଧିକ ପଢ଼ନ୍ତୁ...
- Mar 24, 2022 13:14 IST
ନୟାପଲୀରେ ଭୋଟ୍ ଦେଲେ ସୁଲୋଚନା ଦାସ
- Mar 24, 2022 13:13 IST
'ଭୋଟ୍ ପ୍ରକ୍ରିୟା ସଠିକ୍ ହେଲେ, ୧୦୦% ପରିବର୍ତ୍ତନ ଆସିବ'
- Mar 24, 2022 12:13 IST
ହାତରେ ପଦ୍ମ ଧରି ଭୋଟ୍ ଦେଲେ ସୁନୀତି
- Mar 24, 2022 12:13 IST
ଭୋଟ୍ ଦେବାକୁ ଆସି ବିଜେଡିର ଗୁଣ ଗାଇଲେ
- Mar 24, 2022 11:57 IST
ପରିବାର ସହ ଭୋଟ୍ ଦେବାକୁ ଗଲେ ସାଂସଦ ସପ୍ତଗିରି ଉଲ୍ଲାକା
- Mar 24, 2022 11:56 IST
ଆମ କାମ କରିବ ଯିଏ, ଭୋଟ୍ ନେବ ସିଏ
- Mar 24, 2022 11:55 IST
'୧୧ ବର୍ଷ ପରେ ଭୋଟ୍, ବହୁତ ଖୁସି ଲାଗୁଛି'
- Mar 24, 2022 11:55 IST
ଧର୍ମଗଡ଼ରେ ଏକ ବୁଥରେ ତିଆରି ହୋଇଛି ସେଲ୍ଫି ପଏଣ୍ଟ୍...
- Mar 24, 2022 11:55 IST
ହ୍ୱିଲ୍ ଚେୟାରରେ ବସି ଆସିଲେ, ଭୋଟ୍ ଦେଲେ
- Mar 24, 2022 11:54 IST
ଅଧିକାର ସାବ୍ୟସ୍ତରେ ପ୍ରକୃତ ଖୁସି
- Mar 24, 2022 11:54 IST
କାର୍ ଭିତରେ ଇଭିଏମ, ଘେରିଲେ ଲୋକେ...
- Mar 24, 2022 11:54 IST
ସକାଳୁ ସକାଳୁ ଧାଡ଼ି ଲମ୍ବିଛି
- Mar 24, 2022 11:53 IST
ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ମତଦାନ ହୋଇଛି
- Mar 24, 2022 11:53 IST
ହୁଇଲ ଚେୟାରରେ ବୁଢ଼ୀ ମାଉସୀ ମୁଁ ଭୋଟ୍ ଦେବାକୁ ଆସିଛି
- Mar 24, 2022 11:52 IST
ମେଶିନ୍ ତ କାମ କରୁନି ପଳେଇବୁ ଆଉ...
- Mar 24, 2022 11:52 IST
ପିଙ୍କ୍ ବୁଥ୍ କରିଛ ପାଣି ମାଠିଏ ଟେ ଥୋଇଲନି?
- Mar 24, 2022 11:50 IST
୫୦୦ ଭୋଟର୍ ବସିଛନ୍ତି EVM କାମ କରୁନି
- Mar 24, 2022 11:49 IST
#ଭୋଟ୍_ଦେଲେ_ବଲାଙ୍ଗିର_ବିଧାୟକ
- Mar 24, 2022 11:48 IST
ଭବାନିପାଟଣାରେ ଚାଲିଛି ଭୋଟ୍
- Mar 24, 2022 11:46 IST
ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ
- Mar 24, 2022 11:46 IST
ପ୍ରତ୍ୟେକ ବ୍ୟକ୍ତି ଭୋଟ୍ ଦିଅନ୍ତୁ: ସୁଲୋଚନା ଦାସ
- Mar 24, 2022 11:43 IST
ମତଦାନ ଆରମ୍ଭରୁ ଉତ୍ତେଜନା; ହାତରେ ଭୋଟ୍ର ପରିଚୟ ପତ୍ର, ହେଲେ ତାଲିକାରେ ନାଁ ନାହିଁ
ବାଦ୍ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ । ଅଧିକ ପଢ଼ନ୍ତୁ..
- Mar 24, 2022 11:43 IST
୪୦ ନମ୍ବର ୱାର୍ଡର ୨୩୩ ନଂ ବୁଥ୍ ବାହାରେ ଇଭିଏମ୍କୁ ନେଇ ଉତ୍ତେଜନା
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/A_1648090152.jpg)