Karnataka Election Result
କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର ନା ପୁଣି ସରକାର ଗଢ଼ିବ ବିଜେପି ? ନା କଂଗ୍ରେସ ଆଡ଼କୁ ଢଳୁଛନ୍ତି ଜନତା ? କାହା ଭାଗ୍ୟରେ କେତେ ସିଟ୍ ? ଭଲ ରହିବ ତ ବିଜେପିର ସ୍ଥିତି ? ୨୦୨୪ ନିର୍ବାଚନ ପାଇଁ ଏଣ୍ଟ୍ରି ପଏଣ୍ଟ ହେବ କର୍ଣ୍ଣାଟକ ଫଳାଫଳ । କର୍ଣ୍ଣାଟକ ନିର୍ବାଚନର ଟିକିନିଖି ଖବର ପାଇଁ ଆମ ପେଜ୍ otvkhabar.in ସହ ଯୋଡ଼ି ହୋଇରୁହନ୍ତୁ ।
- May 14, 2023 00:29 IST
ଫଳାଫଳ ଦେଖି କାନ୍ଦି ପକାଇଲେ କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବକୁମାର
କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଭାବବିହ୍ୱଳ ହୋଇପଡ଼ିଲେ ପିସିସି ସଭାପତି ଡିକେ ଶିବକୁମାର । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ସେ କାନ୍ଦି ପକାଇଥିଲେ, ଅଧିକ ପଢନ୍ତୁ...
- May 13, 2023 16:55 IST
କର୍ଣ୍ଣାଟକରେ ଗରିବ ଲୋକଙ୍କ ଶକ୍ତି ହରାଇଲା ବିଜେପିକୁ: ରାହୁଲ ଗାନ୍ଧୀ
- May 13, 2023 16:19 IST
ବିଜୟ ପାଇଁ ଦଳର ନେତାଙ୍କୁ ଶ୍ରେୟ ଦେଲେ କର୍ଣ୍ଣାଟକ କଂଗ୍ରେସ ମୁଖପାତ୍ର ଲାବଣ୍ୟ
- May 13, 2023 16:05 IST
କର୍ଣ୍ଣାଟକ ପିସିସି ସଭାପତିଙ୍କ ଘର ଆଗରେ ସମର୍ଥକଙ୍କ ସେଲିବ୍ରେସନ
- May 13, 2023 15:59 IST
ଏହି ଜ୍ୟୋତିଷ କର୍ଣ୍ଣାଟକରେ କଂଗ୍ରେସ ଜିତିବାନେଇ କରିଥିଲେ ଭବିଷ୍ୟବାଣୀ, ଜାଣନ୍ତୁ ସେ କିଏ ?
ସତ ହେଲା ଜ୍ୟୋତିଷଙ୍କ ବାଣୀ । କର୍ଣ୍ଣାଟକରେ ବଡ଼ ବିଜୟ ମୁହାଁ କଂଗ୍ରେସ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ । ଯାହା ଆଜି ସତ ହେବାକୁ ଯାଉଛି । ବିଜେପି ଠାରୁ ବଡ଼ ବ୍ୟବଧାନରେ କଂଗ୍ରେସ ବାଜିମାତ କରିବ ବୋଲି କହିଥିଲେ ଏହି ଜ୍ୟୋତିଷ । ଅଧିକ ପଢନ୍ତୁ...
- May 13, 2023 15:55 IST
କର୍ଣ୍ଣାଟକରେ ବିଜେପିର ଏ ସ୍ଥିତି ପାଇଁ ଦାୟୀ କିଏ ?
- May 13, 2023 14:13 IST
କର୍ଣ୍ଣାଟକରେ ସରକାର ଗଢ଼ିବ କଂଗ୍ରେସ ! କର୍ମୀ କହିଲେ ସଦ୍ଧରମେୟା ହେବେ ମୁଖ୍ୟମନ୍ତ୍ରୀ
- May 13, 2023 14:13 IST
କର୍ଣ୍ଣାଟକରେ ସରକାର ଗଢ଼ିବ କଂଗ୍ରେସ ! କର୍ମୀ କହିଲେ ସଦ୍ଧରମେୟା ହେବେ ମୁଖ୍ୟ
- May 13, 2023 12:49 IST
ବିଜୟ ଅଭିମୁଖେ ଦଳ, କର୍ଣ୍ଣାଟକ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ
- May 13, 2023 12:39 IST
କର୍ଣ୍ଣାଟକ ବିଜୟ ପାଇଁ ଦିଲ୍ଲୀ କଂଗ୍ରେସ ଭବନରେ ଉତ୍ସବର ମାହୋଲ, ଜୋରଦାର ଫୁଟିଲାଣି ବାଣ
- May 13, 2023 12:35 IST
କର୍ଣ୍ଣାଟକରେ ବିଜୟ ମୁହାଁ କଂଗ୍ରେସ, ଦିଲ୍ଲୀ ଶିବିରରେ କର୍ମୀଙ୍କ ଉତ୍ସବ ପାଳନ, ନାଚ ଗୀତ
- May 13, 2023 12:33 IST
କଣ୍ଣାଟକରେ ବିଜୟ ଅଭିମୁଖେ କଂଗ୍ରେସ, ଘରୁ ବାହାରି କର୍ମୀଙ୍କ ଗହଣକୁ ଆସିଲେ ସିଦ୍ଧରମେୟା
- May 13, 2023 12:30 IST
କର୍ଣ୍ଣାଟକରେ କଂଗ୍ରେସ ନେତା ବାଣ୍ଟିଲେଣି ମିଠା
- May 13, 2023 11:31 IST
କର୍ଣ୍ଣାଟକ ନିର୍ବାଚନ ଫଳାଫଳ, ଏବେଠୁ ଉତ୍ସବ ମନାଇଲାଣି କଂଗ୍ରେସ
/odishatv-khabar/media/post_attachments/media/Fv_JMmcaMAItJQK.jpeg)
- May 13, 2023 11:29 IST
କର୍ଣ୍ଣାଟକ ଫଳାଫଳକୁ ନେଇ କ’ଣ କହୁଛନ୍ତି ବିଜେପି ନେତା ସୟୀଦ ଜାଫର ଇସ୍ଲାମ୍, ଶୁଣନ୍ତୁ
- May 13, 2023 11:27 IST
ପୂର୍ଣ୍ଣ ବହୁମତ ସହ ଜିତିବ କଂଗ୍ରେସ: ସଲିମ ଅହମ୍ମଦ
- May 13, 2023 10:57 IST
ବିଜେପି ନେତା ଚାଲାବାଦୀ ନାରାୟଣସ୍ୱାମୀଙ୍କ ଦାବି ଆମେ ଜିତିବୁ
- May 13, 2023 10:28 IST
ଏଥର କର୍ଣ୍ଣାଟକରେ ଚାଲିବ କି କଂଗ୍ରେସର ରାଜ୍ ?
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।
- May 13, 2023 10:20 IST
ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କିଛି ବି କରିବ: ସିଦ୍ଧରମେୟା
- May 13, 2023 10:15 IST
ଏପଟେ ଗଣତି ଚାଲିଛି, ସେପଟେ ନେତାଙ୍କ ପୂଜାପାଠ ! ହନୁମାନ ମନ୍ଦିରରେ ବୋମାଇ
- May 13, 2023 10:15 IST
କର୍ଣ୍ଣାଟକରେ କଂଗ୍ରେସର ଅଭୂତପୂର୍ବ ପ୍ରଦର୍ଶନ, ଉତ୍ସବ ମନାଇଲେଣି କର୍ମୀ
- May 13, 2023 09:53 IST
କର୍ଣ୍ଣାଟକ ବିଧାନସଭା ଭୋଟ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ସୁଦ୍ଧା କଂଗ୍ରେସ ଆଗୁଆ ।
- May 13, 2023 09:49 IST
ଗଣତି ପୂର୍ବରୁ ସୁରକ୍ଷା ବଳୟ ଭିତରେ ଖୋଲାଯାଇଥିଲା ଷ୍ଟ୍ରଙ୍ଗରୁମ୍
- May 13, 2023 09:28 IST
ପୁଣି କିଙ୍ଗ୍ ମେକର ହେବ କି JDS ! ସକାଳ ୯.୩୦ ସୁଦ୍ଧା ବିଜେଡି ୬୩, କଂଗ୍ରେସ ୬୨ ସିଟ୍ରେ ଆଗୁଆ
- May 13, 2023 08:43 IST
ସକାଳ ୮.୪୦ ସୁଦ୍ଧା ବିଜେପି ୮୯, କଂଗ୍ରେସ ୯୩, ଜେଡିଏସ୍ ୧୮ ସିଟ୍ରେ ଆଗୁଆ
ସତ ହେବ କି ଏକ୍ଜିଟ୍ ପୋଲ ଆକଳନ ? ଆରମ୍ଭରୁ ଜୋରଦାର ଟକ୍କର । ସକାଳ ୮.୪୦ ସୁଦ୍ଧା ବିଜେପି ୮୯, କଂଗ୍ରେସ ୯୩, ଜେଡିଏସ୍ ୧୮ ସିଟ୍ରେ ଆଗୁଆ ।
- May 13, 2023 08:38 IST
କିଏ ହେବ କର୍ଣ୍ଣାଟକ କିଙ୍ଗ୍ ? ଆରମ୍ଭରୁ ବିଜେପି-କଂଗ୍ରେସ କଡ଼ା ଟକ୍କର
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।
- May 13, 2023 08:37 IST
କର୍ଣ୍ଣାଟକ ବିଧାନସଭା ଭୋଟ ଗଣତି, ୫୧ ସିଟ୍ରେ ବିଜେପି ଆଗୁଆ, ୫୦ ସିଟ୍ରେ କଂଗ୍ରେସ ଆଗୁଆ
ସତ ହେବ କି ଏକ୍ଜିଟ୍ ପୋଲ ରିପୋର୍ଟ । ଆରମ୍ଭରୁ ବିଜେଡି ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି ଜବରଦସ୍ତ ଟକ୍କର । ସକାଳ ସାଢ଼େ ଆଠଟା ସୁଧା ୫୧ ସିଟ୍ରେ ବିଜେପି ଆଗୁଆ ରହିଥିବା ବେଳେ ୫୦ ସିଟ୍ରେ କଂଗ୍ରେସ ଆଗୁଆ ରହିଛି ।
- May 13, 2023 08:30 IST
କର୍ଣ୍ଣାଟକରେ ଏଥର ବି ହୋଇପାରେ ଝୁଲା ସରକାର, କିଙ୍ଗ୍ ମେକର ହେବ ଜେଡିୟୁ !
- May 13, 2023 08:22 IST
ସତ ହେବ କି ଏକ୍ଜିଟ୍ ପୋଲ୍ ?
କର୍ଣ୍ଣାଟକ ଉପରେ କାହାର ହେବ କବ୍ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।
- May 13, 2023 07:39 IST
Karnataka Result: କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ଜନତା ? କିଏ ବସିବ ଗାଦିରେ..?
ତେବେ କର୍ଣ୍ଣାଟକ ଉପରେ କାହାର ହେବ କବ୍ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683960020.jpg)