କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର ନା ପୁଣି ସରକାର ଗଢ଼ିବ ବିଜେପି ? ନା କଂଗ୍ରେସ ଆଡ଼କୁ ଢଳୁଛନ୍ତି ଜନତା ? କାହା ଭାଗ୍ୟରେ କେତେ ସିଟ୍ ? ଭଲ ରହିବ ତ ବିଜେପିର ସ୍ଥିତି ? ୨୦୨୪ ନିର୍ବାଚନ ପାଇଁ ଏଣ୍ଟ୍ରି ପଏଣ୍ଟ ହେବ କର୍ଣ୍ଣାଟକ ଫଳାଫଳ । କର୍ଣ୍ଣାଟକ ନିର୍ବାଚନର ଟିକିନିଖି ଖବର ପାଇଁ ଆମ ପେଜ୍ otvkhabar.in ସହ ଯୋଡ଼ି ହୋଇରୁହନ୍ତୁ ।
00:29 AM
କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଭାବବିହ୍ୱଳ ହୋଇପଡ଼ିଲେ ପିସିସି ସଭାପତି ଡିକେ ଶିବକୁମାର । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ସେ କାନ୍ଦି ପକାଇଥିଲେ, ଅଧିକ ପଢନ୍ତୁ...
16:55 PM
16:19 PM
16:05 PM
15:59 PM
ସତ ହେଲା ଜ୍ୟୋତିଷଙ୍କ ବାଣୀ । କର୍ଣ୍ଣାଟକରେ ବଡ଼ ବିଜୟ ମୁହାଁ କଂଗ୍ରେସ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ । ଯାହା ଆଜି ସତ ହେବାକୁ ଯାଉଛି । ବିଜେପି ଠାରୁ ବଡ଼ ବ୍ୟବଧାନରେ କଂଗ୍ରେସ ବାଜିମାତ କରିବ ବୋଲି କହିଥିଲେ ଏହି ଜ୍ୟୋତିଷ । ଅଧିକ ପଢନ୍ତୁ...
15:55 PM
14:13 PM
14:13 PM
12:49 PM
12:39 PM
12:35 PM
12:33 PM
12:30 PM
11:31 AM
11:28 AM
11:27 AM
10:57 AM
10:28 AM
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।
10:20 AM
09:53 AM
09:52 AM
09:50 AM
09:49 AM
09:28 AM
08:43 AM
ସତ ହେବ କି ଏକ୍ଜିଟ୍ ପୋଲ ଆକଳନ ? ଆରମ୍ଭରୁ ଜୋରଦାର ଟକ୍କର । ସକାଳ ୮.୪୦ ସୁଦ୍ଧା ବିଜେପି ୮୯, କଂଗ୍ରେସ ୯୩, ଜେଡିଏସ୍ ୧୮ ସିଟ୍ରେ ଆଗୁଆ ।
08:38 AM
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।
08:34 AM
ସତ ହେବ କି ଏକ୍ଜିଟ୍ ପୋଲ ରିପୋର୍ଟ । ଆରମ୍ଭରୁ ବିଜେଡି ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି ଜବରଦସ୍ତ ଟକ୍କର । ସକାଳ ସାଢ଼େ ଆଠଟା ସୁଧା ୫୧ ସିଟ୍ରେ ବିଜେପି ଆଗୁଆ ରହିଥିବା ବେଳେ ୫୦ ସିଟ୍ରେ କଂଗ୍ରେସ ଆଗୁଆ ରହିଛି ।
08:30 AM
08:22 AM
କର୍ଣ୍ଣାଟକ ଉପରେ କାହାର ହେବ କବ୍ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।
07:39 AM
ତେବେ କର୍ଣ୍ଣାଟକ ଉପରେ କାହାର ହେବ କବ୍ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।