/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685842456.jpeg)
Puri Lord Jagannath Snana Jatra
ସୁନାକୂଅର ସୁବାଷିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଗହଳି ଚହଳି। ସ୍ନାନବେଦୀରେ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର ହେବ ଚର୍ମଚକ୍ଷୁ। ହାତୀ ବେଶରେ ଝଲସିବେ ଦାରୁଦିଅଁ । ଏସବୁ ଦିବ୍ୟକଥାର ଟିକିନିଖି ଖବର ଜାଣିବା ପାଇଁ otvkhabar.in କୁ ଲଗ୍ଇନ୍ କରନ୍ତୁ।
- Jun 05, 2023 12:26 IST
ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ଅଘଟଣ ପରେ ଅଘଟଣ
ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା।....ଅଧିକ ପଢ଼ନ୍ତୁ...
- Jun 04, 2023 17:57 IST
ସ୍ନାନମଣ୍ଡପରେ ଛେରାପହଁରା ସାରି ବାହୁଡିଲେ ଗଜପତି
- Jun 04, 2023 16:51 IST
ଗଣେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ
ଗଣେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ #Snanapurnima#JayJagannath#Puripic.twitter.com/paB5WmYPAz
— ଓଟିଭି (@otvkhabar) June 4, 2023
- Jun 04, 2023 16:50 IST
ସ୍ନାନ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି
#ସ୍ନାନ_ମଣ୍ଡପରେ_ଚତୁର୍ଦ୍ଧାମୂର୍ତ୍ତି
ଆଜି ସ୍ନାନ ଯାତ୍ରା । ସ୍ନାନ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି । #SnanaPurnima2023#RathaJatra2023#Puri#Odisha#OTVpic.twitter.com/7JpKNmjblO— ଓଟିଭି (@otvkhabar) June 4, 2023
- Jun 04, 2023 15:04 IST
ସ୍ନାନ ମଣ୍ଡପରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ
ଶ୍ରୀଜିଉଙ୍କ ଦେବସ୍ନାନ ବେଳେ ବଡ଼ ଅଘଟଣ । ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏହାପରେ ତୁରନ୍ତ ପାଳିଆ ସେବକଙ୍କୁ ସୂଚନା ଦିଆଯାଇଥିଲା ।
- Jun 04, 2023 15:03 IST
ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ
-ଶ୍ରୀଜିଉଙ୍କ ଦେବସ୍ନାନ ବେଳେ ଅଘଟଣ
-ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିଲେ ଜେଟିପି
-ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ
-କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ସୂଚନା#SnanaPurnima2023#RathaJatra2023#Puri#Odisha#OTVpic.twitter.com/7vvDHD9GLS— ଓଟିଭି (@otvkhabar) June 4, 2023
- Jun 04, 2023 15:02 IST
ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଭକ୍ତଙ୍କ ମୃତ୍ୟୁ
#ଶ୍ରୀମନ୍ଦିରରେ_ଭକ୍ତଙ୍କ_ମୃତ୍ୟୁ
ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଭକ୍ତଙ୍କ ମୃତ୍ୟୁ..ଭକ୍ତ ଜଣକ ରାଜସ୍ଥାନର ହୋଇଥିବା ସୂଚନା#SnanaPurnima2023#RathaJatra2023#Puri#Odisha#OTVpic.twitter.com/ut2sfO4Gau— ଓଟିଭି (@otvkhabar) June 4, 2023
- Jun 04, 2023 14:42 IST
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସାମ୍ନାରେ ଚାଲିଗଲା ପ୍ରାଣ
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ।
- Jun 04, 2023 13:04 IST
ସୁନା କଳସରେ ସୁନା କୂଅର ଜଳ ସ୍ନାନ କରିବେ ମହାପ୍ରଭୁ
ସୁନା କଳସରେ ସୁନା କୂଅର ଜଳ ସ୍ନାନ କରିବେ ମହାପ୍ରଭୁ#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/rY9WOFxLeY
— ଓଟିଭି (@otvkhabar) June 4, 2023
- Jun 04, 2023 13:04 IST
ସ୍ନାନବେଦୀରେ ଶ୍ରୀଜିଉ, ଉଲ୍ଲାସିତ ଭକ୍ତବୃନ୍ଦ
ସ୍ନାନବେଦୀରେ ଶ୍ରୀଜିଉ, ଉଲ୍ଲାସିତ ଭକ୍ତବୃନ୍ଦ#snanapurnima#shreejagannath#puri#otvpic.twitter.com/fHAIZFLuWY
— ଓଟିଭି (@otvkhabar) June 4, 2023
- Jun 04, 2023 12:44 IST
ସ୍ନାନବେଦୀରେ ଶ୍ରୀଜିଉ, ଉଲ୍ଲାସିତ ଭକ୍ତବୃନ୍ଦ
ସ୍ନାନବେଦୀରେ ଶ୍ରୀଜିଉ, ଉଲ୍ଲାସିତ ଭକ୍ତବୃନ୍ଦ#snanapurnima#shreejagannath#puri#otvpic.twitter.com/fHAIZFLuWY
— ଓଟିଭି (@otvkhabar) June 4, 2023
- Jun 04, 2023 12:43 IST
ସୁନା କଳସରେ ସୁନା କୂଅର ଜଳ ସ୍ନାନ କରିବେ ମହାପ୍ରଭୁ
ସୁନା କଳସରେ ସୁନା କୂଅର ଜଳ ସ୍ନାନ କରିବେ ମହାପ୍ରଭୁ#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/rY9WOFxLeY
— ଓଟିଭି (@otvkhabar) June 4, 2023
- Jun 04, 2023 12:05 IST
ସ୍ନାନବେଦୀରେ ତିନିଠାକୁରଙ୍କ ଅବକାଶ ନୀତି । ଫୁଲ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ
/odishatv-khabar/media/post_attachments/media/FxwjORjagAAMeiT.jpeg)
- Jun 04, 2023 12:05 IST
ସ୍ନାନବେଦୀରେ ତିନିଠାକୁରଙ୍କ ଅବକାଶ ନୀତି । ଫୁଲ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ
/odishatv-khabar/media/post_attachments/media/FxwjORjaQAMKIOK.jpeg)
- Jun 04, 2023 12:05 IST
ଟାଇଁ ଟାଇଁ ଖରାରେ ବି ବଡ଼ ଦାଣ୍ଡରେ ବଢ଼ୁଛି ଭକ୍ତଙ୍କ ଭିଡ଼ । ତେଣୁ ଭକ୍ତଙ୍କ ଉପରେ ପ୍ରଶାସନ ପକ୍ଷରୁ ସଞ୍ଚନ କରାଯାଉଛି ପାଣି ।
ଟାଇଁ ଟାଇଁ ଖରାରେ ବି ବଡ଼ ଦାଣ୍ଡରେ ବଢ଼ୁଛି ଭକ୍ତଙ୍କ ଭିଡ଼ । #SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/sqf8CFTtAo
— ଓଟିଭି (@otvkhabar) June 4, 2023
- Jun 04, 2023 11:44 IST
ବଡ଼ ଦାଣ୍ଡରେ ବିଭୋର ଭକ୍ତ । ଗୀତ ଗୋବିନ୍ଦର ତାଳେ ତାଳେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ
ବଡ଼ ଦାଣ୍ଡରେ ବିଭୋର ଭକ୍ତ । ଗୀତ ଗୋବିନ୍ଦର ତାଳେ ତାଳେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ ।#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/QUkJH1l8lF
— ଓଟିଭି (@otvkhabar) June 4, 2023
- Jun 04, 2023 11:43 IST
କାଳିଆ ସାଆନ୍ତ ଯେତେବେଳେ ଆସନ୍ତି.. ଲାଗେ ସେ ହିଁ ଆମର ପରମପୁରୁଷ ଆଉ ଆମେ ସବୁ ତାଙ୍କ ଗୋପାଙ୍ଗନା..
କାଳିଆ ସାଆନ୍ତ ଯେତେବେଳେ ଆସନ୍ତି.. ଲାଗେ ସେ ହିଁ ଆମର ପରମପୁରୁଷ ଆଉ ଆମେ ସବୁ ତାଙ୍କ ଗୋପାଙ୍ଗନା.. #SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/0OoxQfxNCz
— ଓଟିଭି (@otvkhabar) June 4, 2023
- Jun 04, 2023 11:39 IST
ସ୍ନାନବେଦୀରେ ତିନିଠାକୁର । ଗୋଧୋଇବା ପାଇଁ ଚାଲିଛି ପ୍ରସ୍ତୁତି ।
ସ୍ନାନବେଦୀରେ ତିନିଠାକୁର । ଗୋଧୋଇବା ପାଇଁ ଚାଲିଛି ପ୍ରସ୍ତୁତି ।#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/fDTd8SYQyp
— ଓଟିଭି (@otvkhabar) June 4, 2023
- Jun 04, 2023 11:38 IST
ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ବଢ଼ୁଛି ଭିଡ଼ । ଯେତେ ଖରା ହେଉଛି ସେତେ ଲୋକଙ୍କ ଭିଡ଼ ବଢ଼ୁଛି
ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ବଢ଼ୁଛି ଭିଡ଼ । ଯେତେ ଖରା ହେଉଛି ସେତେ ଲୋକଙ୍କ ଭିଡ଼ ବଢ଼ୁଛି#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/OtLgOjQ6Lp
— ଓଟିଭି (@otvkhabar) June 4, 2023
- Jun 04, 2023 11:24 IST
ଘଣ୍ଟ ଘଣ୍ଟା ମୃଦଙ୍ଗ ବାଜା ଶବ୍ଦରେ ପ୍ରକମ୍ପିତ ହେଉଛି ବଡ଼ ଦାଣ୍ଡ । ଧ୍ୱନୀର ତାଳେ ତାଳେ ନାଚୁଛନ୍ତି ଭକ୍ତ
ଘଣ୍ଟ ଘଣ୍ଟା ମୃଦଙ୍ଗ ବାଜା ଶବ୍ଦରେ ପ୍ରକମ୍ପିତ ହେଉଛି ବଡ଼ ଦାଣ୍ଡ । ଧ୍ୱନୀର ତାଳେ ତାଳେ ନାଚୁଛନ୍ତି ଭକ୍ତ ।#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/jDe64FA60x
— ଓଟିଭି (@otvkhabar) June 4, 2023
- Jun 04, 2023 11:24 IST
ବଡ଼ ଦାଣ୍ଡରେ ବିଭୋର ଭକ୍ତ । ଗୀତ ଗୋବିନ୍ଦର ତାଳେ ତାଳେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ ।
ବଡ଼ ଦାଣ୍ଡରେ ବିଭୋର ଭକ୍ତ । ଗୀତ ଗୋବିନ୍ଦର ତାଳେ ତାଳେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ ।#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/QUkJH1l8lF
— ଓଟିଭି (@otvkhabar) June 4, 2023
- Jun 04, 2023 10:19 IST
ଜଗତର ନାଥ ଜଗନ୍ନାଥଙ୍କ ଆଜି ହେଉଛି ପବିତ୍ର ସ୍ନାନଯାତ୍ରା। ଆଜି ଭାଇ ଓ ଭଉଣୀଙ୍କ ସହ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ
#ପ୍ରଭୁଜଗନ୍ନାଥଙ୍କୁ_ଦର୍ଶନ_କଲେ_ପୂଣ୍ୟପ୍ରାପ୍ତି_ହୁଏ
ଜଗତର ନାଥ ଜଗନ୍ନାଥଙ୍କ ଆଜି ହେଉଛି ପବିତ୍ର ସ୍ନାନଯାତ୍ରା। ଆଜି ଭାଇ ଓ ଭଉଣୀଙ୍କ ସହ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/Sd8oEqvpWy— ଓଟିଭି (@otvkhabar) June 4, 2023
- Jun 04, 2023 10:18 IST
ସମସ୍ତେ ନିଜକୁ ଲୁଚାଇ ସ୍ନାନ କରୁଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଖୋଲାରେ ସ୍ନାନ କରନ୍ତି। ତେବେ ଏହି ସ୍ନାନ ପଛରେ କଣ ରହିଛି ରହସ୍ୟ ? ଏହି ସ୍ନାନ ଦର୍ଶନ କଲେ କଣ ମିଳେ ଲାଭ?
#କାହିଁକି_୧୦୮_ଗରା_ସୁବାସିତ_ଜଳରେ_ସ୍ନାନ_କରନ୍ତି_ଚତୁର୍ଦ୍ଧାମୂର୍ତ୍ତି?
ସମସ୍ତେ ନିଜକୁ ଲୁଚାଇ ସ୍ନାନ କରୁଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଖୋଲାରେ ସ୍ନାନ କରନ୍ତି। ତେବେ ଏହି ସ୍ନାନ ପଛରେ କଣ ରହିଛି ରହସ୍ୟ ? ଏହି ସ୍ନାନ ଦର୍ଶନ କଲେ କଣ ମିଳେ ଲାଭ?#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/WAkBEWIRMK— ଓଟିଭି (@otvkhabar) June 4, 2023
- Jun 04, 2023 10:17 IST
କାଳିଆ ଭକ୍ତର ଦୁଃଖ ନେଇପାରେ, ଭକ୍ତକୁ ଆନନ୍ଦ ବି ଦେଇପାରେ
#SnanaPurnima
କାଳିଆ ଭକ୍ତର ଦୁଃଖ ନେଇପାରେ, ଭକ୍ତକୁ ଆନନ୍ଦ ବି ଦେଇପାରେ#LordJagannath#RathaJatra2023#Puri#Odisha#OTVpic.twitter.com/jR6dWB3z1X— ଓଟିଭି (@otvkhabar) June 4, 2023
- Jun 04, 2023 10:17 IST
ଭାବ ବିନୋଦିଆଙ୍କ ପ୍ରେମରେ ନିମଗ୍ନ ଭକ୍ତ.. ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ଦାଣ୍ଡରେ ଭକ୍ତଙ୍କ ଭାବପୂର୍ଣ୍ଣ ନୃତ୍ୟ ପରିବେଷଣ
ଭାବ ବିନୋଦିଆଙ୍କ ପ୍ରେମରେ ନିମଗ୍ନ ଭକ୍ତ.. ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ଦାଣ୍ଡରେ ଭକ୍ତଙ୍କ ଭାବପୂର୍ଣ୍ଣ ନୃତ୍ୟ ପରିବେଷଣ#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/Le1KtpIiHi
— ଓଟିଭି (@otvkhabar) June 4, 2023
- Jun 04, 2023 09:51 IST
ଜଗତର ନାଥ ଜଗନ୍ନାଥଙ୍କ ଆଜି ହେଉଛି ପବିତ୍ର ସ୍ନାନଯାତ୍ରା। ଆଜି ଭାଇ ଓ ଭଉଣୀଙ୍କ ସହ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ
#ପ୍ରଭୁଜଗନ୍ନାଥଙ୍କୁ_ଦର୍ଶନ_କଲେ_ପୂଣ୍ୟପ୍ରାପ୍ତି_ହୁଏ
ଜଗତର ନାଥ ଜଗନ୍ନାଥଙ୍କ ଆଜି ହେଉଛି ପବିତ୍ର ସ୍ନାନଯାତ୍ରା। ଆଜି ଭାଇ ଓ ଭଉଣୀଙ୍କ ସହ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ#SnanaPurnima#LordJagannath#RathaJatra2023#Puri#Odisha#OTVpic.twitter.com/Sd8oEqvpWy— ଓଟିଭି (@otvkhabar) June 4, 2023
- Jun 04, 2023 09:02 IST
ଖୁସିରେ ବିଭୋର କିର୍ତ୍ତନିଆ, ମୁର୍ଦ୍ଦଙ୍ଗ ବଜାଇ ନାଚୁଛନ୍ତି
/odishatv-khabar/media/post_attachments/media/Fxv5KLYaEAEj0iD.jpeg)
- Jun 04, 2023 09:02 IST
ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ।
/odishatv-khabar/media/post_attachments/media/Fxv5KMdaAAYMQfB.jpeg)
- Jun 04, 2023 08:51 IST
ସ୍ନାନ ବେଦୀରେ ତିନି ଠାକୁର
/odishatv-khabar/media/post_attachments/media/Fxv2y7cakAEwKIz.jpeg)
- Jun 04, 2023 08:51 IST
ସ୍ନାନ ବେଦୀରେ ତିନି ଠାକୁର
/odishatv-khabar/media/post_attachments/media/Fxv2wrFaUAA9xqL.jpeg)
- Jun 04, 2023 08:29 IST
ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ
/odishatv-khabar/media/post_attachments/media/Fxvyt4DaIAAdlH6.jpeg)
- Jun 04, 2023 08:27 IST
ସ୍ନାନବେଦୀରେ ବଡ଼ ଠାକୁର ବଳଭଦ୍ର
/odishatv-khabar/media/post_attachments/media/FxvxsSXagAIAF1q.jpeg)
- Jun 04, 2023 08:23 IST
ସ୍ନାନ ପୂର୍ଣ୍ଣିମାର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ
#SnanaPurnima
ସ୍ନାନ ପୂର୍ଣ୍ଣିମାର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ #LordJagannath#RathaJatra2023#Puri#Odisha#OTVpic.twitter.com/WZuAXkz4nS— ଓଟିଭି (@otvkhabar) June 4, 2023
- Jun 04, 2023 07:56 IST
ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ: ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ
ଆଜି ଦେବସ୍ନାନ ପୂର୍ଣ୍ଣିମା। ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି।
ଏଥର ଭୋର ୪ଟାରୁ ପହଣ୍ଡି ହୋଇଥିବା ବେଳେ, ଦିନ ସାଢ଼େ ୧୧ଟାରେ ଜଳଲାଗି ପାଇଁ ନୀତି ସ୍ଥିର ହୋଇଛି । ଅପରାହ୍ନ ସାଢ଼େ ୨ଟାରୁ ହାତୀବେଶ ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ସୁରକ୍ଷାରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପାରମାଣିକ ଟିକେଟର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ।
- Jun 04, 2023 07:51 IST
ହଲି ହଲି ଝୁଲି ଝୁଲି ସ୍ନାନବେଦୀକୁ ଆସିଲେ ଜଗନ୍ନାଥ
- Jun 04, 2023 07:48 IST
ଆଜି ୧୦୮ ଗରା ସୁବସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଅପରାହ୍ନ ସାଢେ ଦୁଇଟାରୁ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
- Jun 04, 2023 07:41 IST
Snana Purnima: ଆଜି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ; ଜାଣନ୍ତୁ କାହା ପାଇଁ କେତେ ଗରା
ଆଜି ପବିତ୍ର ଜ୍ୟେଷ୍ଠ ମାସର ପବିତ୍ର ପୁର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ପବିତ୍ର ଜଳରେ ସ୍ନାନ କରିଥାନ୍ତି, ଯାହାକୁ ଦେବସ୍ନାନ ପୁର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ। ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରିଥାନ୍ତି ମହାବାହୁ। ଧାଡି ପହଣ୍ଡିରେ ବିଜେ କରନ୍ତି ଠାକୁର। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ।
- Jun 04, 2023 07:36 IST
Snana Purnima: ସ୍ନାନପୂର୍ଣ୍ଣିମାରୁ ପୂଜା ପାଆନ୍ତି ପଟିଦିଅଁ; କିପରି ତିଆରି ହୁଏ ଅଣସର ପଟି
ସମସ୍ତ ସ୍ନାନ ଉପଚାର ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।
- Jun 04, 2023 07:35 IST
Snana Purnima: ଠାକୁରଙ୍କୁ କାହିଁକି ହୁଏ ଜର; କିପରି ପାଳନ ହୁଏ ଅଣସର ନୀତି
ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୁଏ। ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଅସୁସ୍ଥ ହୋଇପଡନ୍ତି ଏବଂ ଅଣସର ଗୃହରେ ରହି ଚିକିତ୍ସା ହେବା ବିଧି ରହିଛି। ଏହି ବିଧି ମହା ଅଣସର ନାମରେ ଖ୍ୟାତ।
ମହା ଅଣସର ଦୁଇ ଭାଗରେ ବିଭକ୍ତ। ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସାରେ ହୁଏ। ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ। ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭ ଗୃହର ଅଣସର ପିଣ୍ଡିରେ ହୁଏ। ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦାଠାରୁ ଆରମ୍ଭ ହୁଏ। ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ।
- Jun 04, 2023 07:25 IST
ମହାପ୍ରଭୁଙ୍କ ଦିବ୍ୟଲୀଳା ଦେଖିବାକୁ ବଡଦାଣ୍ଡରେ ଜମିଛି ଭିଡ
- Jun 04, 2023 07:25 IST
ସ୍ନାନ ମଣ୍ଡପରେ ମା’ ଶୁଭଦ୍ରା
/odishatv-khabar/media/post_attachments/v/t39.30808-6/350948102_276705658091200_8818428985721854676_n.jpg)
/odishatv-khabar/media/post_attachments/v/t39.30808-6/350792711_948404103151358_8297912876904327666_n.jpg)
- Jun 04, 2023 07:23 IST
ଭକ୍ତମୟ ଶ୍ରୀକ୍ଷେତ୍ର ଓ ଭାବମୟ ପରିବେଶରେ ଚାଲିଛି ପହଣ୍ଡି
#SnanaPurnima
ଭକ୍ତମୟ ଶ୍ରୀକ୍ଷେତ୍ର ଓ ଭାବମୟ ପରିବେଶରେ ଚାଲିଛି ପହଣ୍ଡି #LordJagannath#RathaJatra2023#Puri#Odisha#OTVpic.twitter.com/qJpbBrMfIM— ଓଟିଭି (@otvkhabar) June 4, 2023
- Jun 04, 2023 07:23 IST
ସକାଳ ୫ଟାରୁ ଆରମ୍ଭ ହେଲାଣି ପହଣ୍ଡି । ଜଣକ ପରେ ଜଣେ ଚତୁର୍ଦ୍ଧା ମୁରତୀ ବାହାରିଲେଣି ସ୍ନାନ ମଣ୍ଡପ ଅଭିମୁଖେ ।
#SnanaPurnima
ସକାଳ ୫ଟାରୁ ଆରମ୍ଭ ହେଲାଣି ପହଣ୍ଡି । ଜଣକ ପରେ ଜଣେ ଚତୁର୍ଦ୍ଧା ମୁରତୀ ବାହାରିଲେଣି ସ୍ନାନ ମଣ୍ଡପ ଅଭିମୁଖେ । #LordJagannath#RathaJatra2023#Puri#Odisha#OTVpic.twitter.com/OvROqwAXAG— ଓଟିଭି (@otvkhabar) June 4, 2023
- Jun 04, 2023 07:11 IST
ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୁରତୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)