/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657444679.jpg)
Suna Besha 2022
ଜଗତର ଠାକୁର ସେ ଜଗନ୍ନଥ। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ। ଆଜି ରଥରେ ବସି ମହଣ ମହଣ ସୁନାରେ ଝଲସୁଛନ୍ତି କାଳିଆ ସାଆନ୍ତ। ଚର୍ମ ଚକ୍ଷୁରେ ମହାବାହୁଙ୍କ ଦୁର୍ଲଭ ବେଶ ଦେଖିଲେ ଲକ୍ଷ ଲକ୍ଷ ଭକ୍ତ.
- Jul 10, 2022 21:52 IST
ସୁନାବେଶରେ ଶ୍ରୀଜିଉ: ଥରୁଟିଏ ଦେଖିଦେଲେ ତୃପ୍ତ ହୋଇଯିବ ଏ ଆଖି
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।
- Jul 10, 2022 20:23 IST
ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର.. ଝଲସୁଛି ଆପାଦମସ୍ତକ..
#ଜଗତ_ଦେଖୁଛି_ତୁମର_ଅପାର_ଳୀଳା
ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର.. ଝଲସୁଛି ଆପାଦମସ୍ତକ..#SunaBesha#RathaJatra#RathaJatra2022#GhosaJatra2022#GundichaJatra#GundichaJatra2022#ChariotFestivalpic.twitter.com/g9IZcP5DhF— ଓଟିଭି (@otvkhabar) July 10, 2022
- Jul 10, 2022 20:07 IST
ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ: ଭକ୍ତଙ୍କ ଭିଡ଼ରେ ଉଛୁଳୁଛି ବଡ଼ଦାଣ୍ଡ
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ । ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ଲାଗି ହୋଇଛନ୍ତି ।
- Jul 10, 2022 18:28 IST
ଏତେ ଓଜନ ଏ ଅଳଙ୍କାର ଯେ, ଜଣେ ଉଠାଇବା କଷ୍ଟ...
- Jul 10, 2022 17:55 IST
ଆପାଦମସ୍ତକ ସୁନାରେ ଛାଉଣି କାଳିଆ ସାଆନ୍ତ... ଦେଖି ନିଅ ଥରେ ଆଖି ପୁରେଇ... ମନ ଭରି...
- Jul 10, 2022 17:50 IST
ଥରେ ଦେଖ ତା'ର ବଦନକୁ...
- Jul 10, 2022 17:42 IST
ଏ ପୁଷ୍ପ ଗୁଚ୍ଛର ନାମ କଣ ?
- Jul 10, 2022 17:39 IST
ଦେଖନ୍ତୁ କାଳିଆର ସୁନା ବେଶ...
- Jul 10, 2022 17:33 IST
ବଡ଼ଦାଣ୍ଡରେ ବିଦେଶୀ ଭକ୍ତଙ୍କ କଣ୍ଠରେ ଜୟ ଜଗନ୍ନାଥ...
- Jul 10, 2022 17:33 IST
ଗହଳି ଯେତିକି ହରିବୋଲ ହୁଳହୁଳି ଶୁଭୁଛି ସେତିକି
- Jul 10, 2022 17:31 IST
ଦିବ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼
- Jul 10, 2022 17:30 IST
ଶ୍ରୀଜିଉଙ୍କ ରାଜରାଜେଶ୍ୱରୀ ବେଶ
- Jul 10, 2022 17:29 IST
ରାତି ୧୧ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ
- Jul 10, 2022 17:28 IST
ରଥ ଉପରକୁ ଅଣାଯାଉଛି ଶ୍ରୀଜିଉଙ୍କ ଅଲଙ୍କାର
- Jul 10, 2022 17:28 IST
ଶ୍ରୀଜିଉଙ୍କ ସୁନାବେଶ ପ୍ରକ୍ରିୟା ଆରମ୍ଭ
- Jul 10, 2022 17:12 IST
ଏ ଅଳଙ୍କାରଟିର ନାମ କଣ?
- Jul 10, 2022 17:10 IST
ଭଣ୍ଡାର ଘରୁ ରଥ ଉପରକୁ ଅଣାଯାଉଛି ଶ୍ରୀଜିଉଙ୍କ ଦିବ୍ୟ ଅଳଙ୍କାର
- Jul 10, 2022 17:10 IST
ରଥରେ ବସିଛନ୍ତି କୁନିକୁନି ସେବାୟତ
- Jul 10, 2022 17:09 IST
ଶ୍ରୀଜିଉଙ୍କ ରାଜରାଜେଶ୍ୱରୀ ବେଶ
- Jul 10, 2022 17:09 IST
ଦିବ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼
- Jul 10, 2022 17:08 IST
ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ
- Jul 10, 2022 17:08 IST
ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଆସୁଛି ମହଣମହଣ ସୁନାରେ ତିଆରି ଅଳଙ୍କାର...
- Jul 10, 2022 17:07 IST
ସୁବର୍ଣ୍ଣ ଅଳଙ୍କାର ଆସି ପହଞ୍ଚିଗଲାଣି ରଥ ଉପରେ...
- Jul 10, 2022 16:44 IST
ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ରାହୁପୀଡା ଦୂର ହୁଏ ବୋଲି କୁହନ୍ତି
ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ରାହୁପୀଡା ଦୂର ହୁଏ ବୋଲି କୁହନ୍ତି...#Sunabesha#RathaJatra#Puri#Odisha#OTV#JayJagannathpic.twitter.com/ROLMx9dwtz
— ଓଟିଭି (@otvkhabar) July 10, 2022
- Jul 10, 2022 16:44 IST
ମହାପ୍ରଭୁଙ୍କ ସର୍ବଶେଷ୍ଠ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇବେ ହଜାର ହଜାର ଭକ୍ତ
ମହାପ୍ରଭୁଙ୍କ ସର୍ବଶେଷ୍ଠ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇବେ ହଜାର ହଜାର ଭକ୍ତ#Sunabesha#RathaJatra#Puri#Odisha#OTV#JayJagannathpic.twitter.com/YQR4ngbfl7
— ଓଟିଭି (@otvkhabar) July 10, 2022
- Jul 10, 2022 16:32 IST
ଶ୍ରୀବିଗ୍ରହଙ୍କ ସୁନାବେଶ ପୂର୍ବରୁ ରଥାରୂଢ଼ ତିନି ଠାକୁରଙ୍କ ଚାଲିଛି ନୀତିକାନ୍ତି
#ଫଟୋରେ_ଖବର: ଶ୍ରୀବିଗ୍ରହଙ୍କ ସୁନାବେଶ ପୂର୍ବରୁ ରଥାରୂଢ଼ ତିନି ଠାକୁରଙ୍କ ଚାଲିଛି ନୀତିକାନ୍ତି
PC-SJTA#Sunabesha#RathaJatra#Puri#Odisha#OTV#JayJagannathpic.twitter.com/uvV8oUDNrC
— ଓଟିଭି (@otvkhabar) July 10, 2022
- Jul 10, 2022 16:25 IST
ମହାପ୍ରଭୁଙ୍କ ସୁନାବେଶର ଅନ୍ୟ ନାଁଟି କଣ ଜାଣିଛନ୍ତି କି?
ମହାପ୍ରଭୁଙ୍କ ସୁନାବେଶର ଅନ୍ୟ ନାଁଟି କଣ ଜାଣିଛନ୍ତି କି? ଜାଣନ୍ତୁ...#Sunabesha#RathaJatra#Puri#Odisha#OTV#JayJagannathpic.twitter.com/sQOQbj9bo1
— ଓଟିଭି (@otvkhabar) July 10, 2022
- Jul 10, 2022 16:23 IST
#ସୁନାବେଶ_ଲାଗି_ପ୍ରକ୍ରିୟା_ଆରମ୍ଭ
#ସୁନାବେଶ_ଲାଗି_ପ୍ରକ୍ରିୟା_ଆରମ୍ଭ
•୩ ରଥର ୧୪ ନାହାକାରେ ଲାଗିଲା ଲୁହା ବ୍ୟାରିକେଡ
•ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଲାଗିଲା ଲୁହା ବ୍ୟାରିକେଡ୍
•ରଥ ଉପରକୁ ଅଣାଯାଉଛି ଶ୍ରୀଜିଉଙ୍କ ଅଳଙ୍କାର#Sunabesha#RathaJatra#Puri#Odisha#OTV#JayJagannathpic.twitter.com/rUHIlk7wOs— ଓଟିଭି (@otvkhabar) July 10, 2022
- Jul 10, 2022 16:13 IST
ସୁନାବେଶ କାହିଁକି ଧାରଣ କରନ୍ତି ମହାବାହୁ?
ସୁନାବେଶ କାହିଁକି ଧାରଣ କରନ୍ତି ମହାବାହୁ? ଏହାର ରହସ୍ୟ କଣ ଜାଣନ୍ତୁ #Sunabesha#RathaJatra#RthaJatra2022#Puri#Odisha#OTV#JayJagannathpic.twitter.com/ovFDvj58o7
— ଓଟିଭି (@otvkhabar) July 10, 2022
- Jul 10, 2022 16:12 IST
ଐଶ୍ୱର୍ଯ୍ୟର ଦେବତା ସେ କାଳିଆ ସାଆନ୍ତ
ଐଶ୍ୱର୍ଯ୍ୟର ଦେବତା ସେ କାଳିଆ ସାଆନ୍ତ। କାହିଁକି ସୁନାବେଶ ଧାରଣ କରନ୍ତି ମହାବାହୁ ଜାଣନ୍ତୁ...#SunaBesha#JayJagannath#RathaJatra2022#Puri#OTVpic.twitter.com/JGZ5OQlGPX
— ଓଟିଭି (@otvkhabar) July 10, 2022
- Jul 10, 2022 15:58 IST
ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ
ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦିବ୍ୟ ସୁନାବେଶ ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ#Sunabesha#RathaJatra#Puri#Odisha#OTV#JayJagannathpic.twitter.com/XzJAzqmaF2
— ଓଟିଭି (@otvkhabar) July 10, 2022
- Jul 10, 2022 15:42 IST
ମହାପ୍ରଭୁଙ୍କ ସୁନାବେଶ ପଛରେ କାହାର ରହିଛି ବିଶେଷ ଅବଦାନ
ଝିଅର ସଫଳତାରେ ମାଆ ଏତେ ଖୁସି ଯେ, ଆଖିରୁ ଝରି ଆସୁଛି ଲୁହ । କଷ୍ଟକରି ଯାହାକୁ ପାଠ ପଢାଇଥିଲା ସିଏ ଆଜି ତାର ମାନ ରଖିଛି। ହେଲେ ଝିଅର ସ୍ୱପ୍ନକୁ କେମିତି ପୂରଣ କରାଯିବ ସେଇ ଚିନ୍ତା ଏବେ ଘାରିଛି ପୂରା ପରିବାରକୁ । ସ୍ଥିତି ଏମିତି ହେଲାଣି ଯେ, କଷ୍ଟେମଷ୍ଟେ ସିନା ଝିଅ ମାଟ୍ରିକ ପର୍ଯ୍ୟନ୍ତ ଆସିଲା ହେଲେ କଲେଜ୍ ଯିବା ପାଇଁ ଯେତେ ଟଙ୍କା ଆବଶ୍ୟକ ସେ ସମ୍ଭଳ କିନ୍ତୁ ପରିଆର ପାଖରେ ନାହିଁ, ଏବେ କଣ ହେବ? ଝିଅ କେମିତି ପଢିବ ତାହାକୁ ନେଇ ଚିନ୍ତାରେ ପୂରା ପରିବାର।
- Jul 10, 2022 15:32 IST
ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ
ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ। ଅଧିକ ପଢ଼ନ୍ତୁ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)