ଜଗତର ଠାକୁର ସେ ଜଗନ୍ନଥ। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ। ଆଜି ରଥରେ ବସି ମହଣ ମହଣ ସୁନାରେ ଝଲସୁଛନ୍ତି କାଳିଆ ସାଆନ୍ତ। ଚର୍ମ ଚକ୍ଷୁରେ ମହାବାହୁଙ୍କ ଦୁର୍ଲଭ ବେଶ ଦେଖିଲେ ଲକ୍ଷ ଲକ୍ଷ ଭକ୍ତ.
21:52 PM(3 years ago )
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।
20:23 PM(3 years ago )
#ଜଗତ_ଦେଖୁଛି_ତୁମର_ଅପାର_ଳୀଳା
— ଓଟିଭି (@otvkhabar) July 10, 2022
ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର.. ଝଲସୁଛି ଆପାଦମସ୍ତକ..#SunaBesha #RathaJatra #RathaJatra2022 #GhosaJatra2022 #GundichaJatra #GundichaJatra2022 #ChariotFestival pic.twitter.com/g9IZcP5DhF
20:07 PM(3 years ago )
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ । ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ଲାଗି ହୋଇଛନ୍ତି ।
18:28 PM(3 years ago )
17:55 PM(3 years ago )
17:50 PM(3 years ago )
17:42 PM(3 years ago )
17:39 PM(3 years ago )
17:33 PM(3 years ago )
17:33 PM(3 years ago )
17:31 PM(3 years ago )
17:30 PM(3 years ago )
17:29 PM(3 years ago )
17:28 PM(3 years ago )
17:28 PM(3 years ago )
17:12 PM(3 years ago )
17:10 PM(3 years ago )
17:10 PM(3 years ago )
17:09 PM(3 years ago )
17:09 PM(3 years ago )
17:08 PM(3 years ago )
17:08 PM(3 years ago )
17:07 PM(3 years ago )
16:44 PM(3 years ago )
ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ରାହୁପୀଡା ଦୂର ହୁଏ ବୋଲି କୁହନ୍ତି...#Sunabesha #RathaJatra #Puri #Odisha #OTV #JayJagannath pic.twitter.com/ROLMx9dwtz
— ଓଟିଭି (@otvkhabar) July 10, 2022
16:44 PM(3 years ago )
ମହାପ୍ରଭୁଙ୍କ ସର୍ବଶେଷ୍ଠ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇବେ ହଜାର ହଜାର ଭକ୍ତ#Sunabesha #RathaJatra #Puri #Odisha #OTV #JayJagannath pic.twitter.com/YQR4ngbfl7
— ଓଟିଭି (@otvkhabar) July 10, 2022
16:32 PM(3 years ago )
#ଫଟୋରେ_ଖବର: ଶ୍ରୀବିଗ୍ରହଙ୍କ ସୁନାବେଶ ପୂର୍ବରୁ ରଥାରୂଢ଼ ତିନି ଠାକୁରଙ୍କ ଚାଲିଛି ନୀତିକାନ୍ତି
— ଓଟିଭି (@otvkhabar) July 10, 2022
PC-SJTA#Sunabesha #RathaJatra #Puri #Odisha #OTV #JayJagannath pic.twitter.com/uvV8oUDNrC
16:25 PM(3 years ago )
ମହାପ୍ରଭୁଙ୍କ ସୁନାବେଶର ଅନ୍ୟ ନାଁଟି କଣ ଜାଣିଛନ୍ତି କି? ଜାଣନ୍ତୁ...#Sunabesha #RathaJatra #Puri #Odisha #OTV #JayJagannath pic.twitter.com/sQOQbj9bo1
— ଓଟିଭି (@otvkhabar) July 10, 2022
16:23 PM(3 years ago )
#ସୁନାବେଶ_ଲାଗି_ପ୍ରକ୍ରିୟା_ଆରମ୍ଭ
— ଓଟିଭି (@otvkhabar) July 10, 2022
•୩ ରଥର ୧୪ ନାହାକାରେ ଲାଗିଲା ଲୁହା ବ୍ୟାରିକେଡ
•ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଲାଗିଲା ଲୁହା ବ୍ୟାରିକେଡ୍
•ରଥ ଉପରକୁ ଅଣାଯାଉଛି ଶ୍ରୀଜିଉଙ୍କ ଅଳଙ୍କାର#Sunabesha #RathaJatra #Puri #Odisha #OTV #JayJagannath pic.twitter.com/rUHIlk7wOs
16:13 PM(3 years ago )
ସୁନାବେଶ କାହିଁକି ଧାରଣ କରନ୍ତି ମହାବାହୁ? ଏହାର ରହସ୍ୟ କଣ ଜାଣନ୍ତୁ #Sunabesha #RathaJatra #RthaJatra2022 #Puri #Odisha #OTV #JayJagannath pic.twitter.com/ovFDvj58o7
— ଓଟିଭି (@otvkhabar) July 10, 2022
16:12 PM(3 years ago )
ଐଶ୍ୱର୍ଯ୍ୟର ଦେବତା ସେ କାଳିଆ ସାଆନ୍ତ। କାହିଁକି ସୁନାବେଶ ଧାରଣ କରନ୍ତି ମହାବାହୁ ଜାଣନ୍ତୁ...#SunaBesha #JayJagannath #RathaJatra2022 #Puri #OTV pic.twitter.com/JGZ5OQlGPX
— ଓଟିଭି (@otvkhabar) July 10, 2022
15:58 PM(3 years ago )
ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦିବ୍ୟ ସୁନାବେଶ ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ#Sunabesha #RathaJatra #Puri #Odisha #OTV #JayJagannath pic.twitter.com/XzJAzqmaF2
— ଓଟିଭି (@otvkhabar) July 10, 2022
15:42 PM(3 years ago )
ଝିଅର ସଫଳତାରେ ମାଆ ଏତେ ଖୁସି ଯେ, ଆଖିରୁ ଝରି ଆସୁଛି ଲୁହ । କଷ୍ଟକରି ଯାହାକୁ ପାଠ ପଢାଇଥିଲା ସିଏ ଆଜି ତାର ମାନ ରଖିଛି। ହେଲେ ଝିଅର ସ୍ୱପ୍ନକୁ କେମିତି ପୂରଣ କରାଯିବ ସେଇ ଚିନ୍ତା ଏବେ ଘାରିଛି ପୂରା ପରିବାରକୁ । ସ୍ଥିତି ଏମିତି ହେଲାଣି ଯେ, କଷ୍ଟେମଷ୍ଟେ ସିନା ଝିଅ ମାଟ୍ରିକ ପର୍ଯ୍ୟନ୍ତ ଆସିଲା ହେଲେ କଲେଜ୍ ଯିବା ପାଇଁ ଯେତେ ଟଙ୍କା ଆବଶ୍ୟକ ସେ ସମ୍ଭଳ କିନ୍ତୁ ପରିଆର ପାଖରେ ନାହିଁ, ଏବେ କଣ ହେବ? ଝିଅ କେମିତି ପଢିବ ତାହାକୁ ନେଇ ଚିନ୍ତାରେ ପୂରା ପରିବାର।
15:32 PM(3 years ago )
ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ। ଅଧିକ ପଢ଼ନ୍ତୁ...