• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Live Updates : From The News Room

ନବଦିନାତ୍ମକ ଲୀଳା ସାରି ବାହୁଡ଼ିଲେ ମହାବାହୁ

Odisha

ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଏସବୁ ରୀତିନୀତିର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ଇନ୍‌ କରନ୍ତୁ otvkhabar.in

Bahuda Jatra

11:45 AM(10 months ago )

#ଦିନ_୪ଟାରେ_ଆରମ୍ଭ_ହେବ_ସୁନାବେଶ

Posted by: Sonali Kabi

11:45 AM(10 months ago )

'ଯେପର୍ଯ୍ୟନ୍ତ ଏ ନିଶ୍ୱାସ ଚାଲୁଥିବ ମୁଁ ଆସିବି। ଶରୀର ଅସୁସ୍ଥ ଥାଇ ବି ଆସିଛି।' ନିଜେ ହନୁମାନ ବେଶ ଧାରଣ କରିବାର ରହସ୍ୟ କହିଲେ ହନୁମାନ।

Posted by: Sonali Kabi

11:18 AM(10 months ago )

ରଥଟଣା ବେଳେ ଅଘଟଣ: ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅସୁସ୍ଥ

Posted by: Sonali Kabi

ରଥ ଦଉଡ଼ିକୁ ଛୁଇଁବାକୁ ଛଟପଟ ଭକ୍ତ। ଜନସମୁଦ୍ର ହୋଇଯାଇଛି ବଡ଼ଦାଣ୍ଡ। ସୋରିଷ ପକେଇବାକୁ ବି ଜାଗା ନାହିଁ। ତେବେ ରଥ ଦଉଡି ଧରିବାକୁ ଭକ୍ତ ଆକୁଳ ହେଉଥିବା ବେଳେ ଘଟିଛି ଅଘଟଣ। ଆହୁରି ପଢନ୍ତୁ...

20:21 PM(10 months ago )

ଭକ୍ତିରେ ଗୀତଗୋବିନ୍ଦ ଗାଇଲେ ସେବାୟତ

Posted by: Chandan Shishu

19:53 PM(10 months ago )

ବାହୁଡ଼ିଲେ ଶ୍ରୀଜିଉ, ବାଟରେ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାପ୍ରଭୁ

Posted by: Chandan Shishu

ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଗୁଣ୍ଡିଚା ଯାତ୍ରା ଭଳି ବାହୁଡାରେ ଆଜି ନା କୌଣସି ବିଳମ୍ବ ହୋଇଥିଲା ନା କୌଣସି ବ୍ୟତିକ୍ରମ ଘଟିଥିଲା। ଆହୁରି ପଢନ୍ତୁ... 

19:11 PM(10 months ago )

ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ

Posted by: Chandan Shishu

18:24 PM(10 months ago )

ସିଂହଦ୍ୱାରରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିବାର ସୁନ୍ଦର ଦୃଶ୍ୟ

Posted by: Chandan Shishu

17:58 PM(10 months ago )

ସିଂହଦ୍ୱାର ସାମ୍ନାରେ ପହଞ୍ଚିଲେ ତାଳଧ୍ୱଜ ଓ ଦର୍ପଦଳନ ରଥ

Posted by: Chandan Shishu

17:17 PM(10 months ago )

ମାଉସୀ ମାଆ ହାତର ପୋଡ଼ପିଠା ଖାଇବା ମହାପ୍ରଭୁଙ୍କ ସବୁଠାରୁ ପ୍ରିୟ

Posted by: Chandan Shishu

17:05 PM(10 months ago )

ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ କିଛି ଭକ୍ତ ଆହତ

Posted by: Chandan Shishu

17:03 PM(10 months ago )

କହ୍ନେଇ ବେଶରେ କାଳିଆ ଭକ୍ତ

Posted by: Chandan Shishu

16:26 PM(10 months ago )

ବଡ଼ ଭାଇଙ୍କ ପଛେ ପଛେ ଯାଉଛନ୍ତି ସାନ ଭଉଣୀ

Posted by: Chandan Shishu

16:10 PM(10 months ago )

ଶରଧାବାଲିରୁ ମହାପ୍ରଭୁଙ୍କ ପାଦଧୂଳି ସାଉଁଟୁଛି ଭକ୍ତ

Posted by: Chandan Shishu

15:45 PM(10 months ago )

କୁନି ଭକ୍ତଙ୍କ କୁନି ଠାକୁର... କୁନି ରଥ...

Posted by: Chandan Shishu

15:41 PM(10 months ago )

ରଥରେ ସ୍ୱର୍ଣ୍ଣ ଖଡ଼ିକାରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା

Posted by: Chandan Shishu

15:30 PM(10 months ago )

ଶରଧାବାଲିରୁ ବଡ଼ଶଙ୍ଖ ଯାଏଁ ଲୋକାରଣ୍ୟ

Posted by: Chandan Shishu

15:20 PM(10 months ago )

ଜୟ ଜଗନ୍ନାଥ ଧ୍ୱନୀରେ ଉଚ୍ଛୁଳୁଛି ସାରା ପରିବେଶ

Posted by: Chandan Shishu

15:06 PM(10 months ago )

ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ... ପଛେ ପଛେ ଭଉଣୀ ସୁଭଦ୍ରା..

Posted by: Prangyan Parimita

15:05 PM(10 months ago )

ଗଡ଼ିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ

Posted by: Prangyan Parimita

15:00 PM(10 months ago )

କାଳିଆ ସାଆନ୍ତ ହଟିଆ ଠାକୁର.. ଭାବରେ ବନ୍ଧା ହେଲେ ତିଳେ ମାତ୍ର ଗର୍ବ ସହିବେନି

Posted by: Prangyan Parimita

14:56 PM(10 months ago )

ମାଉସୀ ମାଆ ହାତର ପୋଡ଼ପିଠା ମହାପ୍ରଭୁଙ୍କର ଭାରି ପ୍ରିୟ

Posted by: Prangyan Parimita

14:48 PM(10 months ago )

ଅପେକ୍ଷା କରିଛି ମାଉସୀ..

Posted by: Prangyan Parimita

14:38 PM(10 months ago )

ମାଆ ସୁଭଦ୍ରାଙ୍କ ରଥ ଟାଣିବାକୁ ଆକୁଳ ବ୍ୟାକୁଳ ହେଉଛନ୍ତି ଅଗଣିତ ଭକ୍ତ..ସୋରିଷ ପକେଇବାକୁ ବି ଜାଗା ନାହିଁ.. ଶରଧାବାଲିରେ ଜନସମୁଦ୍ର..

Posted by: Satyendu Shekher Mishra

14:31 PM(10 months ago )

ଘଣ୍ଟୁଆଙ୍କ ଘଣ୍ଟ ବାଦ୍ୟର ତାଳେ ତାଳେ ମାଆ ସାଆନ୍ତାଣୀ ସୁଭଦ୍ରାଙ୍କ ରଥ ଟାଣି ନେଉଛନ୍ତି ଭକ୍ତଗଣ

Posted by: Satyendu Shekher Mishra

14:25 PM(10 months ago )

ମଣିମାଙ୍କ ଦର୍ଶନ ପାଇଁ ଆସୁଛନ୍ତି ଗଜପତି

Posted by: Satyendu Shekher Mishra

14:24 PM(10 months ago )

ରଥ ଉପରେ ସେବା ଦେଲେ ଗଜପତି

Posted by: Satyendu Shekher Mishra

14:24 PM(10 months ago )

ଉତ୍କଳରେ ନେତା ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱଂୟ ନାରାୟଣ

Posted by: Satyendu Shekher Mishra

14:23 PM(10 months ago )

ରଥ ଉପରେ ନମସ୍କାର ମୁଦ୍ରାରେ ଆଦ୍ୟ ସେବକ

Posted by: Satyendu Shekher Mishra

14:23 PM(10 months ago )

ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପବିତ୍ର ସୁବାସିତ ଜଳ ସିଞ୍ଚନ କରୁଛନ୍ତି ଗଜପତି ମହାରାଜ

Posted by: Satyendu Shekher Mishra

14:22 PM(10 months ago )

ସ୍ୱର୍ଣ୍ଣ ଖଡ଼ିକାରେ ନନ୍ଦିଘୋଷ ରଥରେ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ

Posted by: Satyendu Shekher Mishra

13:30 PM(10 months ago )

କାଳିଆ ପାଖରେ କେହି ନୁହଁ ପର ସବୁ ତା ନିଜର

Posted by: Satyendu Shekher Mishra

13:30 PM(10 months ago )

ଆଖି ପାଉନି.. ସମୁଦ୍ରକୁ ଦେଖିଲା ଭଳି ମନେହେଉଛି.. ଯୁଆଡ଼େ ଦେଖିଲେ ମହାପ୍ରଭୁଙ୍କ ଭକ୍ତ ହିଁ ଭକ୍ତ..

Posted by: Satyendu Shekher Mishra

13:24 PM(10 months ago )

ପାରମ୍ପରିକ ତାମ ଯାନରେ ଛେରାପହଁରା ପାଇଁ ଆସୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ

Posted by: Satyendu Shekher Mishra

Image

13:22 PM(10 months ago )

କହୁଥିଲେ ସରିବନି କାଳିଆର କଥା

Posted by: Satyendu Shekher Mishra

13:22 PM(10 months ago )

ମଦନ ମୋହନଙ୍କ ମହିମା

Posted by: Satyendu Shekher Mishra

13:21 PM(10 months ago )

ବଳଦେବଙ୍କ ରଥରେ କାହିଁକି ବିଜେ ହୁଅନ୍ତି ରାମକୃଷ୍ଣ?

Posted by: Satyendu Shekher Mishra

13:21 PM(10 months ago )

ରଥ ଉପରୁ ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରଣାମ କରୁଛନ୍ତି ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ

Posted by: Satyendu Shekher Mishra

Image

13:15 PM(10 months ago )

ମହାପ୍ରଭୁଙ୍କ ବାହୁଡା ଯାତ୍ରା: ଶ୍ରୀମନ୍ଦିରକୁ ଫେରୁଛନ୍ତି ଶ୍ରୀଜିଉ... ତିନି ରଥରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତି

Posted by: Satyendu Shekher Mishra

13:14 PM(10 months ago )

ପାର୍ଶ୍ୱଦେବାଦେବୀଙ୍କ ସମେତ ବିଭିନ୍ନ ପ୍ରକାର ନିଖୂଣ କାରୁକାର୍ଯ୍ୟରେ ସଜେଇ ହୋଇଥାନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

Posted by: Satyendu Shekher Mishra

ପାର୍ଶ୍ୱଦେବାଦେବୀଙ୍କ ସମେତ ବିଭିନ୍ନ ପ୍ରକାର ନିଖୂଣ କାରୁକାର୍ଯ୍ୟରେ ସଜେଇ ହୋଇଥାଏ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ.. ଏହି କାରୁକାର୍ଯ୍ୟ ପଛରେ ଥାଆନ୍ତି ଚିତ୍ରକାର ସେବାୟତ.. ଶୁଣନ୍ତୁ ତାଙ୍କ ଅନୁଭୂତି…

 

13:03 PM(10 months ago )

ଏଇପଟେ ପହଣ୍ଡି ହୋଇ ଯାଇଥିଲେ ମହାପ୍ରଭୁ.. ତାଙ୍କ ପାଦଧୂଳି ଟିକେ ସାଉଁଟିବାକୁ ବ୍ୟାକୁଳ ହୋଇଉଠିଛି ଭକ୍ତ..

Posted by: Satyendu Shekher Mishra

13:00 PM(10 months ago )

ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ହେଲା ରଥଟଣା

Posted by: Satyendu Shekher Mishra

ଚଳିତବର୍ଷ ସଅଳ ସଅଳ ଚାଲିଛି ସମସ୍ତ ନୀତିକାନ୍ତି । ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ । ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ।

12:57 PM(10 months ago )

ଜୟ ଜଗନ୍ନାଥରେ କମ୍ପୁଛି ଅଞ୍ଚଳ

Posted by: Satyendu Shekher Mishra

Image

12:39 PM(10 months ago )

ମହାପ୍ରଭୁଙ୍କ ପାଇଁ ରଥ ଉପରକୁ ନିଆଯାଉଛି ତୁଳସୀ

Posted by: Satyendu Shekher Mishra

Image

12:34 PM(10 months ago )

ରଥରେ ଛେରାପହଁରା କରୁଛନ୍ତି ଗଜପତି ମାହାରାଜା ଦିବ୍ୟସିଂହ ଦେବ

Posted by: Satyendu Shekher Mishra

ImageImageImage

12:33 PM(10 months ago )

ରଥରେ ବସି ଚକା ଚକା ଆଖିରେ ଭକ୍ତଙ୍କୁ ଦେଖୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ

Posted by: Satyendu Shekher Mishra

Image

12:32 PM(10 months ago )

ରଥରେ ବସିଛନ୍ତି ମା’ ସୁଭଦ୍ରା

Posted by: Satyendu Shekher Mishra

Image

12:20 PM(10 months ago )

ସେ ଆନନ୍ଦ କହିହେବ ନାହିଁ.. ଘଣ୍ଟୁଆଙ୍କ ଘଣ୍ଟନାଦର ତାଳେ ତାଳେ ନାଚି ନାଚି ଆସୁଛନ୍ତି ମହାପ୍ରଭୁ..ଘଣ୍ଟୁଆ ନାଚୁଥାନ୍ତି.. ଭକ୍ତ ନାଚୁଥାନ୍ତି ଆଉ ନାଚୁଥାନ୍ତି କାଳିଆ ସାଆନ୍ତ..

Posted by: Satyendu Shekher Mishra

11:53 AM(10 months ago )

ଶରଧାବାଲିରେ ମୀରାବାଇ ବେଶରେେ ରାଣୀ ପ୍ରିୟଦର୍ଶିନୀ...

Posted by: Satyendu Shekher Mishra

11:52 AM(10 months ago )

ରଥାରୁଢ଼ ହେଲେଣି ତିନି ଠାକୁର । ଏବେ ଛେରାପହଁରା ନୀତି ପାଇଁ ତାମ ଯାନରେ ବସି ଆସୁଛନ୍ତି ଗଜପତି ମହାରାଜା

Posted by: Satyendu Shekher Mishra

May be an image of 2 people and crowdMay be an image of one or more people and crowdMay be an image of 2 people, crowd, temple and text

11:43 AM(10 months ago )

ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ଚଉଦିଗ

Posted by: Satyendu Shekher Mishra

11:42 AM(10 months ago )

ବାହୁଡ଼ୁଛନ୍ତି ମହାପ୍ରଭୁ.. ଖେଚୁଡ଼ି ଖାଇ ଆସିଥିଲେ.. ଆଜି ଖେଚୁଡ଼ି ଖାଇ ଲେଉଟୁଛନ୍ତି.. ବଢିଆ ପାଗ ହୋଇଛି.. ସଅଳ ସରିଛି ନୀତିକାନ୍ତି..

Posted by: Satyendu Shekher Mishra

11:41 AM(10 months ago )

ବାହୁଡ଼ା ଯାତ୍ରାର ଦର୍ଶନ ଭାଗ୍ୟରେ ଥିଲେ ମିଳେ

Posted by: Satyendu Shekher Mishra

11:41 AM(10 months ago )

ଧାଡ଼ି ପହଣ୍ତିରେ ରଥାରୁଢ଼ ହେଉଛନ୍ତି ମଦନମୋହନ ଓ ରାମକୃଷ୍ଣ

Posted by: Satyendu Shekher Mishra

May be an image of temple

11:40 AM(10 months ago )

ରଥାରୁଢ଼ ହେଲେ କାଳିଆ ଠାକୁର

Posted by: Satyendu Shekher Mishra

May be an image of temple

11:40 AM(10 months ago )

ଠାକୁର କଳା କିନ୍ତୁ ସମ୍ମୁଖରେ ବିରାଜିତ ହୁଏ ଶ୍ୱେତ ବର୍ଣ୍ଣର ଛତ୍ର

Posted by: Satyendu Shekher Mishra

11:20 AM(10 months ago )

ଏଇପଟେ ଝୁଲି ଝୁଲି ଗଲେ ବଡ଼ଠାକୁର.. ଶ୍ରୀଅଙ୍ଗରୁ ଖସିଛି କର୍ପୁର ଚନ୍ଦନ.. ଶ୍ରଦ୍ଧାରେ ସାଉଁଟି ମୁଣ୍ଡରେ ଲଗାଉଛନ୍ତି କାଳିଆ ଭକ୍ତ..

Posted by: Satyendu Shekher Mishra

11:19 AM(10 months ago )

ଶରଧାବାଲିରେ ଜନସମୁଦ୍ରର ଲହଡ଼ି

Posted by: Satyendu Shekher Mishra

11:18 AM(10 months ago )

'ମନରେ ତିଳେ ମାତ୍ର ଗର୍ବ ରଖିଲେ ମୋଡ଼ା କରିଦେବେ ମହାପ୍ରଭୁ.. ଆପଣ ହତାଶ ହୋଇ ବସିବେ.. ବାହୁ ବଳ ଦେଖେଇଲେ ପାହୁଣ୍ଡେ ହଲିବେନି..'

Posted by: Satyendu Shekher Mishra

11:18 AM(10 months ago )

ଧିର ମନ୍ଥର ଗତିରେ ଜନ୍ମବେଦୀରୁ ଶରଧାବାଲିକୁ ଆସିଲେ କାଳିଆ ସାଆନ୍ତ

Posted by: Satyendu Shekher Mishra

11:16 AM(10 months ago )

ଶରଧାବାଲିରେ ତିନି ରଥ ସାମ୍ନାରେ ଜଗନ୍ନାଥ ପ୍ରେମରେ ମଗ୍ନ ହୋଇ ପାରମ୍ପରିକ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ

Posted by: Satyendu Shekher Mishra

Image

11:16 AM(10 months ago )

ଝୁଲି ନନ୍ଦିଘୋଷ ଆଡ଼କୁ ମାଡ଼ି ଚାଲିଛନ୍ତି କଳାଠାକୁର

Posted by: Satyendu Shekher Mishra

ImageImageImage

11:15 AM(10 months ago )

ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି

Posted by: Rajalaxmi Sahoo

ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି। ଆହୁରି ପଢ଼ନ୍ତୁ...

11:15 AM(10 months ago )

ଭକ୍ତଙ୍କ ମେଳରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ

Posted by: Satyendu Shekher Mishra

Image

11:15 AM(10 months ago )

ଟାହିଆ ହଲେଇ ହଲେଇ ତାଳଧ୍ୱଜ ଆଡ଼େ ମାଡ଼ି ଚାଲିଛନ୍ତି ବଡ଼ ଠାକୁର ବଳଭଦ୍ର

Posted by: Satyendu Shekher Mishra

Image

11:15 AM(10 months ago )

ଶୂନ୍ୟ ପହଣ୍ଡିରେ ରଥକୁ ଯାଉଛନ୍ତି ମା ସୁଭଦ୍ରା ।

Posted by: Satyendu Shekher Mishra

Image

11:08 AM(10 months ago )

କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ

Posted by: Satyendu Shekher Mishra

Image

11:08 AM(10 months ago )

ଶ୍ରୀଗୁଣ୍ଡିଚା ସମ୍ମୁଖରେ କଳାକାରଙ୍କ ନୃତ୍ୟ ପରିବେଶଣ

Posted by: Satyendu Shekher Mishra

ImageImage

11:07 AM(10 months ago )

ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି

Posted by: Satyendu Shekher Mishra

ImageImageImage

11:07 AM(10 months ago )

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ କୀର୍ତ୍ତନିଆଙ୍କ କୀର୍ତ୍ତନ । ଜଗନ୍ନାଥ ପ୍ରେମରେ ମଗ୍ନ କଳାକାର । ଗିନି, ବାଜା, ଢ଼ୋଲ ମାଡ଼ରେ କମ୍ପୁଛି ଶରଧାବାଲି

Posted by: Satyendu Shekher Mishra

ImageImageImage

11:06 AM(10 months ago )

ଶରଧାବଲିରେ ଭକ୍ତ । ତିନି ରଥ ସମ୍ମୁଖରେ କଳାକାରଙ୍କ କଳା ପ୍ରଦର୍ଶନ । କୃଷ୍ଣଙ୍କ ବେଶରେ ନୃତ୍ୟଶିଳ୍ପୀ କରୁଛନ୍ତି ନୃତ୍ୟ ।

Posted by: Satyendu Shekher Mishra

ImageImageImage

11:06 AM(10 months ago )

ଫୁଲରେ ସଜେଇ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର

Posted by: Satyendu Shekher Mishra

Image

11:02 AM(10 months ago )

ଅନନ୍ତକୋଟି ବ୍ରହ୍ମାଣ୍ଡର ସେ ନାଥ ଜଗନ୍ନାଥ

Posted by: Satyendu Shekher Mishra

11:01 AM(10 months ago )

କେବଳ ଜଗନ୍ନାଥ ହିଁ ସତ୍ୟ ଓ ସ୍ଥିର

Posted by: Satyendu Shekher Mishra

11:01 AM(10 months ago )

ଶରଧାବାଲିରେ ଜଳୁଛି ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଧୂପକାଠି..

Posted by: Satyendu Shekher Mishra

10:51 AM(10 months ago )

ଶରଧାବାଲିରେ ସମରକଳା

Posted by: Satyendu Shekher Mishra

10:36 AM(10 months ago )

ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ପାବନ ଲୀଳା

Posted by: Satyendu Shekher Mishra

10:36 AM(10 months ago )

ପାଦରେ ଘୁଂଘୁର ବାନ୍ଧି କାଳିଆ ସାଆନ୍ତଙ୍କ ପାଖରେ ନିଜକୁ ସମର୍ପି ଦେଇଛନ୍ତି କିନ୍ନର..

Posted by: Satyendu Shekher Mishra

10:34 AM(10 months ago )

ଶ୍ରୀଜିଉମାନଙ୍କ ଆଖି ଝଲସି ଗଲା ଭଳି ପହଣ୍ଡି ଦର୍ଶନ କରନ୍ତୁ

Posted by: Satyendu Shekher Mishra

10:30 AM(10 months ago )

କାନ୍ଦି କାନ୍ଦି ଜଗନ୍ନାଥଙ୍କୁ କହିଥିଲି.. ଏଥର ବଡ଼ଦାଣ୍ଡରେ ନ ନାଚିଲେ..ଆଉ କେବେ ଆସିବିନି..

Posted by: Satyendu Shekher Mishra

10:15 AM(10 months ago )

ଭକ୍ତଙ୍କ ଦେହରେ ଦେହ ଘଷି ଘଷି.. ଟାହିଆକୁ ହଲେଇ ହଲେଇ ଆସୁଛନ୍ତି କାଳିଆ ସାଆନ୍ତ...

Posted by: Satyendu Shekher Mishra

10:14 AM(10 months ago )

ମହାପ୍ରଭୁ ଜଗନ୍ନାଥଙ୍କ ଏହା ଏକମାତ୍ର ନାରୀସେବା.. ସମର୍ପଣ ଭାବ ନେଇ ରସିକ ନାଗରଙ୍କ ପାଇଁ ନାଚୁଛନ୍ତି ମାହାରୀମାନେ..

Posted by: Satyendu Shekher Mishra

09:36 AM(10 months ago )

ଜନ୍ମବେଦୀର ମୋହ ଛାଡ଼ି ବାହୁଡ଼ୁଛନ୍ତି ଶ୍ରୀଜିଉ

Posted by: Satyendu Shekher Mishra

09:34 AM(10 months ago )

ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ

Posted by: Satyendu Shekher Mishra

09:34 AM(10 months ago )

ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ..

Posted by: Satyendu Shekher Mishra

09:34 AM(10 months ago )

ଝୁଲି ଝୁଲି ଆସୁଛନ୍ତି ବଡ଼ ଭାଇ ବଳଭଦ୍ର

Posted by: Satyendu Shekher Mishra

May be an image of 1 person, temple and text

09:33 AM(10 months ago )

ଖାଇଲା, ଖୁଆଇଲା ବାଲା ଆମ କାଳିଆ ଠାକୁର..

Posted by: Satyendu Shekher Mishra

09:33 AM(10 months ago )

ଯୁଗେ ଯୁଗେ ଜଗନ୍ନାଥ ମୋ ଜଗନ୍ନାଥ

Posted by: Satyendu Shekher Mishra

09:32 AM(10 months ago )

ବାହୁଡ଼ା ଯାତ୍ରା ଲାଗି ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା.. ଠାଏ ଠାଏ ପୋଲିସ ଜଗି ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି..

Posted by: Satyendu Shekher Mishra

09:31 AM(10 months ago )

ଚାଲ ଦେଖିବା ବାହୁଡ଼ା ଯାତ, ବାହୁଡ଼ାରେ ବାହୁଡ଼ିବେ କଳାଠାକୁର

Posted by: Satyendu Shekher Mishra

09:31 AM(10 months ago )

କରି କରାଉ ଥାଉ ତୁହି..ତୋ ବିନୁ ଅନ୍ୟ ଗତି ନାହିଁ..

Posted by: Satyendu Shekher Mishra

May be an image of 3 people

09:31 AM(10 months ago )

ଶରଧାବାଲିରେ ତିନି ରଥ ସାମ୍ନାରେ ନିଜକୁ ମହାପ୍ରଭୁଙ୍କ ଚରଣରେ ସମର୍ପି ଦେଇଛନ୍ତି ଭକ୍ତ..

Posted by: Satyendu Shekher Mishra

08:53 AM(10 months ago )

କିଛି ମାଗୁନି ହେ କାଳିଆ ଠାକୁର ମାଗୁଛି ଶରଧା ବାଲିରୁ ହାତେ

Posted by: Satyendu Shekher Mishra

08:52 AM(10 months ago )

ପ୍ରଣାମ ଘେନ ହେ ବିଶ୍ୱନିୟନ୍ତା ବ୍ରହ୍ମାଣ୍ଡ ଠାକୁର

Posted by: Satyendu Shekher Mishra

08:49 AM(10 months ago )

ଗୁଣ୍ଡିଚା ମନ୍ଦିର ଛାଡ଼ିବେ ଭକ୍ତ ବତ୍ସଳ ଶ୍ରୀଜଗନ୍ନାଥ

Posted by: Satyendu Shekher Mishra

08:48 AM(10 months ago )

ଶ୍ରୀଜଗନ୍ନାଥଙ୍କ ଗୁରୁ କିଏ ? କ'ଣ ରହିଛି ମାହାତ୍ମ୍ୟ

Posted by: Satyendu Shekher Mishra

08:48 AM(10 months ago )

ଜଗତର ଦୁର୍ଲଭ ଯାତ୍ରା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା

Posted by: Satyendu Shekher Mishra

08:40 AM(10 months ago )

ଗୁଣ୍ଡିଚା ମନ୍ଦିର ଛାଡ଼ିବେ ଭକ୍ତ ବତ୍ସଳ ଶ୍ରୀଜଗନ୍ନାଥ

Posted by: Satyendu Shekher Mishra

08:40 AM(10 months ago )

ବାହୁଡ଼ା ଯାତ୍ରା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି..ସୋସିଆଲ ମିଡିଆରେ ଅପଡେଟ୍ ରୁହନ୍ତୁ: ପୁରୀ ଏସପି

Posted by: Satyendu Shekher Mishra

08:39 AM(10 months ago )

ଶରଧା ବାଲିରେ ଶ୍ରଦ୍ଧାର ନୃତ୍ୟ

Posted by: Satyendu Shekher Mishra

08:39 AM(10 months ago )

ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି.. ନୀତି ଅନୁସାରେ ସର୍ବପ୍ରଥମେ ସୁଦର୍ଶନ ମହାରାଜଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି..

Posted by: Satyendu Shekher Mishra

08:38 AM(10 months ago )

ଆସିବେ ମହାପ୍ରଭୁ.. ପାଦରେ ଘୁଂଘୁର ବାନ୍ଧି ଭକ୍ତିରସରେ ନାଚୁଛନ୍ତି ନୃତ୍ୟାଙ୍ଗନା

Posted by: Satyendu Shekher Mishra

08:37 AM(10 months ago )

ମହାପ୍ରଭୁଙ୍କୁ ଦେଖିଲେ ନିଜର ନିଜର ଲାଗେ.. ଯେମିତି ଗୋଟିଏ ପରିବାର ଭଳି.. ବାପା, ମାଆ, ବନ୍ଧୁ, ସଖା ସବୁ ସେ ହିଁ.. ଜୟ ଜଗନ୍ନାଥ

Posted by: Satyendu Shekher Mishra

08:32 AM(10 months ago )

ଆରମ୍ଭ ହେଲା ପହଣ୍ଡି, ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପହଣ୍ଡି

Posted by: Satyendu Shekher Mishra

08:31 AM(10 months ago )

ପ୍ରଭୁ ଆସିଲେ ଆରମ୍ଭ ହେବ ଯାତ୍ରା

Posted by: Satyendu Shekher Mishra

08:20 AM(10 months ago )

ଆରମ୍ଭ ହେଲା ପହଣ୍ଡି, ପ୍ରଥମ ରଥରେ ଚଢ଼ିଲେ ଚକ୍ରରାଜ ସୁଦର୍ଶନ

Posted by: Satyendu Shekher Mishra

ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରଥକୁ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ ।

08:15 AM(10 months ago )

ପାଗ ଭଲ ଥିବାରୁ ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ଭିଡ଼ ବଢିବାର ସମ୍ଭାବନା ରହିଛି..

Posted by: Satyendu Shekher Mishra

08:15 AM(10 months ago )

ମଣିମାଙ୍କ ଅପେକ୍ଷାରେ ଶରଧାବାଲିରେ ଛିଡ଼ା ହୋଇଛନ୍ତି ରୋଚିକା, ମୋଚିକା

Posted by: Satyendu Shekher Mishra

08:14 AM(10 months ago )

ଶ୍ରୀଜିଉଙ୍କ ଦକ୍ଷିଣାୟନ ଯାତ୍ରାର ମହିମା

Posted by: Satyendu Shekher Mishra

08:04 AM(10 months ago )

ବାହୁଡ଼ା ଯାତ୍ରା ପାଇଁ ସଜାଗ ସୁରକ୍ଷାବାହିନୀ

Posted by: Satyendu Shekher Mishra

08:02 AM(10 months ago )

ଶରଧା ବାଲିରେ ଭକ୍ତିମୟ ପରିବେଶ..ତିନି ରଥକୁ ଶ୍ରୀମନ୍ଦିରକୁ ଟାଣି ନେବା ପାଇଁ ବ୍ୟାକୁଳ ହେଉଛନ୍ତି ଶ୍ରଦ୍ଧାଳୁ

Posted by: Satyendu Shekher Mishra

08:01 AM(10 months ago )

କାଳିଆକୁ କାଳେ ଦୃଷ୍ଟି ପଡ଼ିଯିବ ସେଥିପାଇଁ ଆଜି ଦୂବ ଟିଏ କାନରେ ଖୋସାଯିବ

Posted by: Satyendu Shekher Mishra

08:00 AM(10 months ago )

ଜନ୍ମବେଦୀର ମୋହ ଛାଡ଼ି ଆଜି ଶ୍ରୀମନ୍ଦିର ଫେରିବେ ମଣିମା

Posted by: Satyendu Shekher Mishra

08:00 AM(10 months ago )

କାଳିଆର ସ୍ୱାଗତ ପାଇଁ ସଜେଇ ହୋଇଛି ସିଂହଦ୍ୱାର

Posted by: Satyendu Shekher Mishra

07:49 AM(10 months ago )

ଶରଧାବାଲିରେ ଚତୁର୍ଦ୍ଧା ମୁରତୀଙ୍କୁ ଅପେକ୍ଷା କରିଛି ତିନି ରଥ

Posted by: Satyendu Shekher Mishra

Image

07:35 AM(10 months ago )

କାଳିଆ ଆସିବ ବୋଲି ଶରଧା ବାଲିରେ ନାଚି ଯାଉଛନ୍ତି ନୃତ୍ୟଶିଳ୍ପୀ

Posted by: Satyendu Shekher Mishra

May be an image of 4 people, people dancing and temple

07:21 AM(10 months ago )

ଆଜି ପବିତ୍ର ବାହୁଡ଼ାଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବେ ଶ୍ରୀଜିଉ...ପବିତ୍ର ବାହୁଡ଼ା ଦଶମୀରେ ଆପଣଙ୍କୁ ଶୁଭେଚ୍ଛା

Posted by: Satyendu Shekher Mishra

Image

07:20 AM(10 months ago )

କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ

Posted by: Satyendu Shekher Mishra

07:20 AM(10 months ago )

ଆଜି ପବିତ୍ର ବାହୁଡ଼ାଯାତ୍ରା..ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବେ ଶ୍ରୀଜିଉ..ସକାଳୁ ବଡ଼ଦାଣ୍ତରେ ଶ୍ରଦ୍ଧାଳୁଙ୍କ ଭଜନ କୀର୍ତ୍ତନ

Posted by: Satyendu Shekher Mishra

07:18 AM(10 months ago )

Ratha Jatra 2023: ପୁରୀରେ କାହିଁକି ଆରମ୍ଭ ହେଲା ମହାବାହୁଙ୍କ ନବଦିନ ଘୋଷଯାତ୍ରା; କ’ଣ କୁହେ ପୁରାଣ

Posted by: Satyendu Shekher Mishra

ଓଡିଶାରେ ରଥଯାତ୍ରା ବୌଦ୍ଧ ଯୁଗର ପୂର୍ବବର୍ତ୍ତୀ ବୋଲି ପୁରୀ ଗେଜେଟିୟର୍ସରେ ଉଲ୍ଲେଖ ଅଛି। ରଥଯାତ୍ରା ସଂପର୍କରେ ଫାହିୟାନ ଓ ଅନ୍ୟତମ ସୁପ୍ରସିଦ୍ଧ ଚୀନ୍‌ ପରିବ୍ରାଜକ ହୁଏନ‌୍‌ସାଂ ସେମାନଙ୍କର ବିବରଣୀରେ ଉଲ୍ଲେଖ କରିଛନ୍ତି। ବୁଦ୍ଧଙ୍କ ମୂର୍ତ୍ତିକୁ ରଥରେ ସ୍ଥାପନ କରି ରଥଯାତ୍ରା ଉତ୍ସବ ପାଳନ ହେଉଥିବା କଥା ଏହି ଦୁଇ ପ୍ରସିଦ୍ଧ ପରିବ୍ରାଜକ ସେମାନଙ୍କର ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଅଧିକ ପଢ଼ନ୍ତୁ

07:17 AM(10 months ago )

Ratha Jatra 2023: ଉତ୍କଳୀୟ ସଂସ୍କୃତିରେ ଏକ ମହାନ ଆଦର୍ଶର ପ୍ରତୀକ ମହାପ୍ରଭୁଙ୍କ ଘୋଷଯାତ୍ରା

Posted by: Satyendu Shekher Mishra

ମହାପ୍ରଭୁଙ୍କ ନବଦିନ ବ୍ୟାପି ଯାତ୍ରାର ଆଜି ଶେଷ ଦିନ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି।

ଜଗନ୍ନାଥ ସଂସ୍କୃତିରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ‘ଘୋଷ ପର୍ବ’ ଓ ‘ବାହୁଡା ପର୍ବ’ ଅନ୍ୟତମ। ଆଜି ସେହି ବିଶ୍ୱନିୟନ୍ତା ଲୀଳାମୟ ପ୍ରଭୂ ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ବଳଭଦ୍ରଙ୍କ ମାଉସୀ ମା’ ଘରୁ ଶ୍ରୀମନ୍ଦିର ଅଭିମୂଖେ “ବାହୁଡା ପର୍ବ” ଶ୍ରୀକ୍ଷେତ୍ରଧାମରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାସମାରୋହରେ ବାହୁଡିବେ କାଳିଆ ସାଆନ୍ତ। ଅଧିକ ପଢ଼ନ୍ତୁ

07:17 AM(10 months ago )

Ratha Jatra 2023: ବନ୍ଧୁ ମହାନ୍ତିଙ୍କ ବନ୍ଧୁତାରେ ବନ୍ଧା କାଳିଆ ଠାକୁର

Posted by: Satyendu Shekher Mishra

ଭକ୍ତର ଭକ୍ତିରେ ବନ୍ଧା ଭଗବାନ। ଭକ୍ତର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି। ଦାରୁରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭକ୍ତମାନଙ୍କ ମଧ୍ୟରୁ ଭକ୍ତ ବନ୍ଧୁ ମହାନ୍ତିଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତ ଜନମାନସରେ ଭକ୍ତିର ଭାବଧାରା ବୃଦ୍ଧି କରିଥାଏ। ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଆସନ୍ତୁ ବନ୍ଧୁ ମହାନ୍ତିଙ୍କ ବିଷୟରେ ଜାଣିନେବା। ଅଧିକ ପଢ଼ନ୍ତୁ

06:49 AM(10 months ago )

ନବଦିନାତ୍ମକ ଯାତ୍ରାର ଆଉ ଏକ ପର୍ବ ବାହୁଡ଼ା, ଭାଇ ଭଉଣୀଙ୍କ ସହ ରତ୍ନବେଦୀକୁ ଫେରିବେ ମହାବାହୁ

Posted by: Satyendu Shekher Mishra

ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା । ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ। ସେହିପରି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ। ଅଧିକ ପଢ଼ନ୍ତୁ

06:08 AM(10 months ago )

ରତ୍ନବେଦୀକୁ ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା...

Posted by: Satyendu Shekher Mishra

ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା...ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ। ସେହିପରି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ। 

Load more...