ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଏସବୁ ରୀତିନୀତିର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
11:45 AM(2 years ago )
11:45 AM(2 years ago )
11:18 AM(2 years ago )
ରଥ ଦଉଡ଼ିକୁ ଛୁଇଁବାକୁ ଛଟପଟ ଭକ୍ତ। ଜନସମୁଦ୍ର ହୋଇଯାଇଛି ବଡ଼ଦାଣ୍ଡ। ସୋରିଷ ପକେଇବାକୁ ବି ଜାଗା ନାହିଁ। ତେବେ ରଥ ଦଉଡି ଧରିବାକୁ ଭକ୍ତ ଆକୁଳ ହେଉଥିବା ବେଳେ ଘଟିଛି ଅଘଟଣ। ଆହୁରି ପଢନ୍ତୁ...
20:21 PM(2 years ago )
19:53 PM(2 years ago )
ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଗୁଣ୍ଡିଚା ଯାତ୍ରା ଭଳି ବାହୁଡାରେ ଆଜି ନା କୌଣସି ବିଳମ୍ବ ହୋଇଥିଲା ନା କୌଣସି ବ୍ୟତିକ୍ରମ ଘଟିଥିଲା। ଆହୁରି ପଢନ୍ତୁ...
19:11 PM(2 years ago )
18:24 PM(2 years ago )
#ସିଂହଦ୍ୱାରରେ_ଦର୍ପଦଳନ
— ଓଟିଭି (@otvkhabar) June 28, 2023
ସିଂହଦ୍ୱାରରେ ପହଞ୍ଚିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଦେଖନ୍ତୁ ସେହି ସୁନ୍ଦର ଦୃଶ୍ୟ...#ବାହୁଡ଼ାଯାତ୍ରା #BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #Odisha #OTV #JayJagannath pic.twitter.com/h7WfLhvt1f
17:58 PM(2 years ago )
#ସିଂହଦ୍ୱାରରେ_ତାଳଧ୍ୱଜ_ଦର୍ପଦଳନ
— ଓଟିଭି (@otvkhabar) June 28, 2023
ସିଂହଦ୍ୱାର ସାମ୍ନାରେ ପହଞ୍ଚିଛନ୍ତି ତାଳଧ୍ୱଜ ଓ ଦର୍ପଦଳନ ରଥ । ପଛରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ।#ବାହୁଡ଼ାଯାତ୍ରା #BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #Odisha #OTV #JayJagannath pic.twitter.com/Mr2DPqpbuU
17:17 PM(2 years ago )
17:05 PM(2 years ago )
17:03 PM(2 years ago )
16:26 PM(2 years ago )
#ଗଡ଼ିଚାଲିଛି_ଦର୍ପଦଳନ
— ଓଟିଭି (@otvkhabar) June 28, 2023
ବଡ଼ଦାଣ୍ଡରେ ଗଡ଼ି ଚାଲିଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ବଡ଼ ଭାଇଙ୍କ ପଛେ ପଛେ ଯାଉଛନ୍ତି ସାନ ଭଉଣୀ । #ବାହୁଡ଼ାଯାତ୍ରା #BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #Odisha #OTV #JayJagannath pic.twitter.com/3TgiHJVQdt
16:10 PM(2 years ago )
15:45 PM(2 years ago )
15:41 PM(2 years ago )
15:30 PM(2 years ago )
#ନିରବତା_ସାଜିଛି_ସିଂହଦ୍ୱାର
— ଓଟିଭି (@otvkhabar) June 28, 2023
ଶରଧାବାଲିରୁ ବଡ଼ଶଙ୍ଖ ଯାଏଁ ଲୋକାରଣ୍ୟ । ହେଲେ ନିରବତା ସାଜିଛି ସିଂହଦ୍ୱାର । #ବାହୁଡ଼ାଯାତ୍ରା #BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #Odisha #OTV #JayJagannath pic.twitter.com/BSC9xdbD8L
15:20 PM(2 years ago )
#ଗହଳି_ଲଗାଇ_ଫେରୁଛି_କାଳିଆ
— ଓଟିଭି (@otvkhabar) June 28, 2023
କମ୍ପୁଛି ଶ୍ରୀକ୍ଷେତ୍ର ମାଟି... ଜୟ ଜଗନ୍ନାଥ ଧ୍ୱନୀରେ ଉଚ୍ଛୁଳୁଛି ସାରା ପରିବେଶ... ଭକ୍ତାରଣ୍ୟ ବଡ଼ ଦଣ୍ଡ... ଭାଇ-ଭଉଣୀଙ୍କ ସହ ଶ୍ରୀମନ୍ଦିରକୁ ଆସୁଛନ୍ତି ମହାବାହୁ... #ବାହୁଡ଼ାଯାତ୍ରା #BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #Odisha #OTV #JayJagannath pic.twitter.com/ZbgBcLZCxB
15:06 PM(2 years ago )
#ଧୀରେ_ଧୀରେ_ଗଡ଼ୁଛି_ନନ୍ଦିଘୋଷ
— ଓଟିଭି (@otvkhabar) June 28, 2023
ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ... ପଛେ ପଛେ ଭଉଣୀ ସୁଭଦ୍ରା... ଶେଷରେ ଗହଳି ଲଗାଇ ଧୀରେ ଧୀରେ ଆସୁଛି କାଳିଆସୁନା ।
#ବାହୁଡ଼ାଯାତ୍ରା #BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #Odisha #OTV #JayJagannath pic.twitter.com/FviBiBQHjN
15:05 PM(2 years ago )
#ସିଂହଦ୍ୱାରକୁ_ଫେରୁଛି_କାଳିଆସୁନା
— ଓଟିଭି (@otvkhabar) June 28, 2023
ଗଡ଼ିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ମହା ଆନନ୍ଦରେ ନନ୍ଦିଘୋଷକୁ ଟାଣିନେଉଛନ୍ତି ଶହଶହ ଭକ୍ତ ।
#ବାହୁଡ଼ାଯାତ୍ରା #BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #Odisha #OTV #JayJagannath pic.twitter.com/I9dxWrr7af
15:00 PM(2 years ago )
14:56 PM(2 years ago )
14:48 PM(2 years ago )
14:38 PM(2 years ago )
14:31 PM(2 years ago )
14:25 PM(2 years ago )
14:24 PM(2 years ago )
14:24 PM(2 years ago )
14:23 PM(2 years ago )
14:23 PM(2 years ago )
14:22 PM(2 years ago )
13:30 PM(2 years ago )
13:30 PM(2 years ago )
13:24 PM(2 years ago )
13:22 PM(2 years ago )
13:22 PM(2 years ago )
13:21 PM(2 years ago )
13:21 PM(2 years ago )
13:15 PM(2 years ago )
13:14 PM(2 years ago )
ପାର୍ଶ୍ୱଦେବାଦେବୀଙ୍କ ସମେତ ବିଭିନ୍ନ ପ୍ରକାର ନିଖୂଣ କାରୁକାର୍ଯ୍ୟରେ ସଜେଇ ହୋଇଥାଏ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ.. ଏହି କାରୁକାର୍ଯ୍ୟ ପଛରେ ଥାଆନ୍ତି ଚିତ୍ରକାର ସେବାୟତ.. ଶୁଣନ୍ତୁ ତାଙ୍କ ଅନୁଭୂତି…
13:03 PM(2 years ago )
13:00 PM(2 years ago )
ଚଳିତବର୍ଷ ସଅଳ ସଅଳ ଚାଲିଛି ସମସ୍ତ ନୀତିକାନ୍ତି । ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ । ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ।
12:57 PM(2 years ago )
12:39 PM(2 years ago )
12:34 PM(2 years ago )
12:33 PM(2 years ago )
12:32 PM(2 years ago )
12:20 PM(2 years ago )
11:53 AM(2 years ago )
11:52 AM(2 years ago )
11:43 AM(2 years ago )
11:42 AM(2 years ago )
11:41 AM(2 years ago )
11:41 AM(2 years ago )
11:40 AM(2 years ago )
11:40 AM(2 years ago )
11:20 AM(2 years ago )
11:19 AM(2 years ago )
11:18 AM(2 years ago )
11:18 AM(2 years ago )
11:16 AM(2 years ago )
11:16 AM(2 years ago )
11:15 AM(2 years ago )
ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି। ଆହୁରି ପଢ଼ନ୍ତୁ...
11:15 AM(2 years ago )
11:15 AM(2 years ago )
11:15 AM(2 years ago )
11:08 AM(2 years ago )
11:08 AM(2 years ago )
11:07 AM(2 years ago )
11:07 AM(2 years ago )
11:06 AM(2 years ago )
11:06 AM(2 years ago )
11:02 AM(2 years ago )
11:01 AM(2 years ago )
11:01 AM(2 years ago )
10:51 AM(2 years ago )
10:36 AM(2 years ago )
10:36 AM(2 years ago )
10:34 AM(2 years ago )
10:30 AM(2 years ago )
10:15 AM(2 years ago )
10:14 AM(2 years ago )
09:36 AM(2 years ago )
09:34 AM(2 years ago )
09:34 AM(2 years ago )
09:34 AM(2 years ago )
09:33 AM(2 years ago )
09:33 AM(2 years ago )
09:32 AM(2 years ago )
09:31 AM(2 years ago )
09:31 AM(2 years ago )
09:31 AM(2 years ago )
08:53 AM(2 years ago )
08:52 AM(2 years ago )
08:49 AM(2 years ago )
08:48 AM(2 years ago )
08:48 AM(2 years ago )
08:40 AM(2 years ago )
08:40 AM(2 years ago )
08:39 AM(2 years ago )
08:39 AM(2 years ago )
08:38 AM(2 years ago )
08:37 AM(2 years ago )
08:32 AM(2 years ago )
08:31 AM(2 years ago )
08:20 AM(2 years ago )
ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରଥକୁ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ ।
08:15 AM(2 years ago )
08:15 AM(2 years ago )
08:14 AM(2 years ago )
08:04 AM(2 years ago )
ବାହୁଡ଼ା ଯାତ୍ରା ପାଇଁ ସଜାଗ ସୁରକ୍ଷାବାହିନୀ#RathaJatra #BahudaJatra2023 #Odisha #OTV #Puri #JayJagannath pic.twitter.com/N413ahVJet
— ଓଟିଭି (@otvkhabar) June 28, 2023
08:02 AM(2 years ago )
ଶରଧା ବାଲିରେ ଭକ୍ତିମୟ ପରିବେଶ..ତିନି ରଥକୁ ଶ୍ରୀମନ୍ଦିରକୁ ଟାଣି ନେବା ପାଇଁ ବ୍ୟାକୁଳ ହେଉଛନ୍ତି ଶ୍ରଦ୍ଧାଳୁ#RathaJatra #BahudaJatra2023 #Odisha #OTV #Puri #JayJagannath pic.twitter.com/loC4urFBE0
— ଓଟିଭି (@otvkhabar) June 28, 2023
08:01 AM(2 years ago )
#ବାହୁଡ଼ାଯାତ୍ରା
— ଓଟିଭି (@otvkhabar) June 28, 2023
କାଳିଆକୁ କାଳେ ଦୃଷ୍ଟି ପଡ଼ିଯିବ ସେଥିପାଇଁ ଆଜି ଦୂବ ଟିଏ କାନରେ ଖୋସାଯିବ#BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #OTV pic.twitter.com/NI6sj5R3tT
08:00 AM(2 years ago )
#ବାହୁଡ଼ାଯାତ୍ରା
— ଓଟିଭି (@otvkhabar) June 28, 2023
ଜନ୍ମବେଦୀର ମୋହ ଛାଡ଼ି ଆଜି ଶ୍ରୀମନ୍ଦିର ଫେରିବେ ମଣିମା#BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #OTV pic.twitter.com/8C6GH3ezwG
08:00 AM(2 years ago )
#ବାହୁଡ଼ାଯାତ୍ରା
— ଓଟିଭି (@otvkhabar) June 28, 2023
କାଳିଆର ସ୍ୱାଗତ ପାଇଁ ସଜେଇ ହୋଇଛି ସିଂହଦ୍ୱାର#BahudaJatra #BahudaYatra #BahudaYatraWithOTV #BahudaYatra2023 #Puri #OTV pic.twitter.com/GRSjhyGi06
07:49 AM(2 years ago )
07:35 AM(2 years ago )
07:21 AM(2 years ago )
07:20 AM(2 years ago )
କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ#RathaJatra #BahudaJatra2023 #Odisha #OTV #Puri #JayJagannath pic.twitter.com/bER5QdvLzh
— ଓଟିଭି (@otvkhabar) June 28, 2023
07:20 AM(2 years ago )
ଆଜି ପବିତ୍ର ବାହୁଡ଼ାଯାତ୍ରା..ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବେ ଶ୍ରୀଜିଉ..ସକାଳୁ ବଡ଼ଦାଣ୍ତରେ ଶ୍ରଦ୍ଧାଳୁଙ୍କ ଭଜନ କୀର୍ତ୍ତନ#RathaJatra #BahudaJatra2023 #Odisha #OTV #Puri #JayJagannath pic.twitter.com/dEyLsSEKzz
— ଓଟିଭି (@otvkhabar) June 28, 2023
07:18 AM(2 years ago )
ଓଡିଶାରେ ରଥଯାତ୍ରା ବୌଦ୍ଧ ଯୁଗର ପୂର୍ବବର୍ତ୍ତୀ ବୋଲି ପୁରୀ ଗେଜେଟିୟର୍ସରେ ଉଲ୍ଲେଖ ଅଛି। ରଥଯାତ୍ରା ସଂପର୍କରେ ଫାହିୟାନ ଓ ଅନ୍ୟତମ ସୁପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁଏନ୍ସାଂ ସେମାନଙ୍କର ବିବରଣୀରେ ଉଲ୍ଲେଖ କରିଛନ୍ତି। ବୁଦ୍ଧଙ୍କ ମୂର୍ତ୍ତିକୁ ରଥରେ ସ୍ଥାପନ କରି ରଥଯାତ୍ରା ଉତ୍ସବ ପାଳନ ହେଉଥିବା କଥା ଏହି ଦୁଇ ପ୍ରସିଦ୍ଧ ପରିବ୍ରାଜକ ସେମାନଙ୍କର ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଅଧିକ ପଢ଼ନ୍ତୁ
07:17 AM(2 years ago )
ମହାପ୍ରଭୁଙ୍କ ନବଦିନ ବ୍ୟାପି ଯାତ୍ରାର ଆଜି ଶେଷ ଦିନ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି।
ଜଗନ୍ନାଥ ସଂସ୍କୃତିରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ‘ଘୋଷ ପର୍ବ’ ଓ ‘ବାହୁଡା ପର୍ବ’ ଅନ୍ୟତମ। ଆଜି ସେହି ବିଶ୍ୱନିୟନ୍ତା ଲୀଳାମୟ ପ୍ରଭୂ ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ବଳଭଦ୍ରଙ୍କ ମାଉସୀ ମା’ ଘରୁ ଶ୍ରୀମନ୍ଦିର ଅଭିମୂଖେ “ବାହୁଡା ପର୍ବ” ଶ୍ରୀକ୍ଷେତ୍ରଧାମରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାସମାରୋହରେ ବାହୁଡିବେ କାଳିଆ ସାଆନ୍ତ। ଅଧିକ ପଢ଼ନ୍ତୁ
07:17 AM(2 years ago )
ଭକ୍ତର ଭକ୍ତିରେ ବନ୍ଧା ଭଗବାନ। ଭକ୍ତର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି। ଦାରୁରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭକ୍ତମାନଙ୍କ ମଧ୍ୟରୁ ଭକ୍ତ ବନ୍ଧୁ ମହାନ୍ତିଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତ ଜନମାନସରେ ଭକ୍ତିର ଭାବଧାରା ବୃଦ୍ଧି କରିଥାଏ। ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଆସନ୍ତୁ ବନ୍ଧୁ ମହାନ୍ତିଙ୍କ ବିଷୟରେ ଜାଣିନେବା। ଅଧିକ ପଢ଼ନ୍ତୁ
06:49 AM(2 years ago )
ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା । ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ। ସେହିପରି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ। ଅଧିକ ପଢ଼ନ୍ତୁ
06:08 AM(2 years ago )
ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା...ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ। ସେହିପରି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।