Advertisment

କଲରା ପତ୍ର ଆଳୁ ବେସର | Kalara Patra Alu Besara

How to Prepare Kalara Patra Alu Besara: ଆବଶ୍ୟକ ସାମଗ୍ରୀ: କଟା କଲରା ପତ୍ର ସିଝା ଆଳୁ ସୋରିଷ-ରସୁଣ ବଟା ଶୁଖିଲାଲଙ୍କା ବଟା କଟା ପିଆଜ କଟା ଟମାଟୋ ଲୁଣ ଓ ତେଲ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ଟମାଟୋ, ଶୁଖିଲାଲଙ୍କା ବଟା ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଗଲା ପରେ ରଖା ଯାଇଥିବା ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ […]

author-image
Abinash Pati
କଲରା ପତ୍ର ଆଳୁ ବେସର | Kalara Patra Alu Besara

13774564_f520

How to Prepare Kalara Patra Alu Besara:

ଆବଶ୍ୟକ ସାମଗ୍ରୀ:

  • କଟା କଲରା ପତ୍ର
  • ସିଝା ଆଳୁ
  • ସୋରିଷ-ରସୁଣ ବଟା
  • ଶୁଖିଲାଲଙ୍କା ବଟା
  • କଟା ପିଆଜ
  • କଟା ଟମାଟୋ
  • ଲୁଣ ଓ ତେଲ
  • [caption id="attachment_159438" align="alignnone" width="1500"]Kalara Patra Alu Besara Kalara Patra Alu Besara[/caption]

    ପ୍ରସ୍ତୁତ ପ୍ରଣାଳୀ:

    • ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ଟମାଟୋ, ଶୁଖିଲାଲଙ୍କା ବଟା ପକାଇ ଭାଜନ୍ତୁ।
    • ଅଳ୍ପ ଭାଜି ହୋଇଗଲା ପରେ ରଖା ଯାଇଥିବା ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ ପାଣି ଦେଇ ଭାଜନ୍ତୁ। ୫ମିନିଟ୍ ପରେ ରଖା ଯାଇଥିବା ସୋରିଷ-ରସୁଣ ବଟା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।
    • ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। କିଛି ସମୟ ଘୋଡ଼ାଇ ରଖନ୍ତୁ।
    • ପରେ ଘୋଡ଼ଣି ବାହାର କରି ତାକୁ ଲେଉଟାଇ ପୁଣି ଥରେ ଘୋଡ଼ାଇ ଦିଅନ୍ତୁ।
    • ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ କଲରା ପତ୍ର ଆଳୁ ବେସର।
Advertisment

ଆହୁରି ପଢ଼ନ୍ତୁ: How to Prepare Mati Handi Posta Chicken

Odia Food Recipes
Advertisment
Advertisment