/odishatv-khabar/media/media_files/2026/02/28/threat-to-destroy-iranian-naval-forces-2026-02-28-17-37-22.jpg)
ଇରାନର ନୌସେନାକୁ ଧ୍ୱଂସ କରିବାକୁ ଯାଉଛୁ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ Photograph: (OTV)
ଇରାନ ସହ ଯୁଦ୍ଧ ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଇରାନ ବିଶ୍ୱର ପ୍ରଥମ ଆତଙ୍କବାଦ ପ୍ରାୟୋଜିତ ରାଷ୍ଟ୍ର। ହଜାର ହଜାର ନାଗରିକଙ୍କୁ ରାସ୍ତାରେ ହତ୍ୟା କରିଛି ଇନାନ। ଇରାନକୁ କଦାପି ପରମାଣୁ ଅସ୍ତ୍ର ରଖିବାକୁ ଆମେ ଦେବୁ ନାହିଁ।
Advertisment
ଇରାନ କେବଳ ପରମାଣୁ ଅସ୍ତ୍ରର ଅପବ୍ୟବହାର କରିବାକୁ ଚାହେଁ। ଆଲୋଚନା ହୋଇପାରିବନି, ଇରାନ ସମସ୍ତ ସୁଯୋଗ ହରାଇ ସାରିଛି। ସେମାନଙ୍କର ନୌସେନାକୁ ଧ୍ୱଂସ କରିବାକୁ ଯାଉଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)