Advertisment

Speculation Over Iran’s Next Supreme: ଖାମେନେଇଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ହେବେ ଆୟାତୋଲ୍ଲା

ଇରାନର ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ମଧ୍ୟପ୍ରାଚ୍ୟରେ ମିସାଇଲ୍ ଆକ୍ରମଣ ଓ ପ୍ରତିଆକ୍ରମଣ ଫଳରେ ପରିସ୍ଥିତି ଗୁରୁତର ହେଉଛି। ଏହି ତନାବ ମଧ୍ୟରେ ଲକ୍ଷାଧିକ ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ବଢୁଛି।

author-image
Pramod Behera
Speculation Over Irans Next Supreme

ଖାମେନେଇଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ହେବେ ଆୟାତୋଲ୍ଲା Photograph: (OTV)

ଖାମେନେଇ ପରେ ମୋଜତାବା...ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ହେବେ ଦେଶର ପରବର୍ତ୍ତୀ ଆୟାତୋଲ୍ଲା। ଇରାନ୍ ଗଣମାଧ୍ୟମରେ ଏନେଇ ଘୋଷଣା ହେଇଛି। ସେପଟେ ଖାମେନେଇଙ୍କ ମୃତ୍ୟୁ ପରେ ବି ଇରାନ ଥମିନି। ଏବେ ବି କାଉଣ୍ଟର ଆଟାକ୍ କରୁଛି।

Advertisment

ଏବେ ବି ଇରାନ୍ ହମଲା ଜାରି ରଖିଛି। ମଧ୍ୟପ୍ରାଚ୍ୟରେ କରୁଛି ଘନ ଘନ ମିଶାଇଲ୍ ମାଡ଼। ମଧ୍ୟପ୍ରାଚ୍ୟର ୮ ଦେଶରେ ଯୁଦ୍ଧର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଫସି ରହିଛନ୍ତି ପ୍ରାୟ କୋଟିଏ ଭାରତୀୟ। ମଧ୍ୟପ୍ରାଚ୍ୟରେ ରହୁଛନ୍ତି ଲକ୍ଷାଧିକ ଓଡ଼ିଆ।

  • ଖାମେନେଇ ପରେ ମୋଜତାବା
  • ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ପୁଅ
  • ଖାମେନେଇଙ୍କ ପୁଅ ମୋଜତାବା ହେବେ ଆୟାତୋଲ୍ଲା
  • ଇରାନର ସର୍ବୋଚ୍ଚ କ୍ଷମତା ସମ୍ଭାଳିବେ ମୋଜତାବା
Advertisment
Middle East Iran International News
Advertisment
Advertisment