Advertisment

Why Iran Uses Shahed-136 Drone: କେତେ ଶକ୍ତିଶାଳୀ ‘Shahed-136 ଡ୍ରୋନ୍’, ଆମେରିକାକୁ ଘାଇଲା କରୁଛି ଇରାନ ଡ୍ରୋନ୍

କେତେ ଶକ୍ତିଶାଳୀ ‘Shahed-136 ଡ୍ରୋନ୍’। ଆମେରିକାକୁ ଘାଇଲା କରୁଛି ଇରାନର ଡ୍ରୋନ୍। ଶକ୍ତିଶାଳୀ Shahed-136 ଏବେ ନାକେଦମ୍ କରିଛି। ମାତ ଦେଉଛି ଜିପିଏସ୍, ଫେଲ୍ ମାରୁଛି ‘ଏୟାର ଡିଫେନ୍ସ’ ସିଷ୍ଟମ୍।

author-image
Pramod Behera
Why Iran Uses Shahed-136 Drone

କେତେ ଶକ୍ତିଶାଳୀ ‘Shahed-136 ଡ୍ରୋନ୍’ Photograph: (OTV)

ଇରାନର ଯୁଦ୍ଧ ରଣନୀତିରେ ଏବେ ସବୁଠାରୁ ଆଲୋଚିତ ଅସ୍ତ୍ର ହେଉଛି Shahed-136 ଡ୍ରୋନ୍।
ଆମେରିକା ଓ ଇସ୍ରାଏଲ୍ ପରି ଶକ୍ତିଶାଳୀ ଦେଶଙ୍କ ସମ୍ମୁଖରେ ଇରାନ ଏହି ଡ୍ରୋନ୍ କୁ କାହିଁକି ବ୍ୟବହାର କରୁଛି? ଦେଖନ୍ତୁ ଏହାର ୧୦ଟି ବିଶେଷତା।

Advertisment
  • ଏହା ଏକ କାମିକାଜେ ଡ୍ରୋନ୍, ଲକ୍ଷ୍ୟକୁ ଆଘାତ କରି ସ୍ୱୟଂ ବିସ୍ଫୋରଣ ଘଟାଏ।
  • ଦୀର୍ଘ ରେଞ୍ଜ – ପ୍ରାୟ ୧୦୦୦ ରୁ ୨୦୦୦ କି.ମି. ପର୍ଯ୍ୟନ୍ତ ଉଡ଼ିପାରେ।
  • ଅତ୍ୟନ୍ତ କମ ଖର୍ଚ୍ଚ – ମିସାଇଲ୍ ତୁଳନାରେ ଅନେକ ସସ୍ତା।
  • ସ୍ୱାର୍ମ ଆଟାକ୍ – ଏକାଥରେ ଦଶକ ବା ଶତାଧିକ ଡ୍ରୋନ୍ ଲଞ୍ଚ କରାଯାଏ।
  • GPS ଗାଇଡେନ୍ସ – ପାଇଲଟ୍ ଛଡ଼ା ସଠିକ୍ ଲକ୍ଷ୍ୟକୁ ପହଞ୍ଚେ।
  • ରାଡାରରେ ଧରିବା କଠିନ – ଛୋଟ ଆକାର ଓ ନିମ୍ନ ଉଚ୍ଚତାରେ ଉଡ଼ାଣ।
  • ଦୀର୍ଘ ସମୟ ଆକାଶରେ ରହିପାରେ – ଆକ୍ରମଣ ପୂର୍ବରୁ ଲକ୍ଷ୍ୟ ଖୋଜେ।
  • ମୋବାଇଲ୍ ଲଞ୍ଚ ସିଷ୍ଟମ୍ – ଟ୍ରକ୍ ବା ଗୁପ୍ତ ସ୍ଥାନରୁ ଲଞ୍ଚ କରାଯାଏ।
  • ଆଣ୍ଟି-ଜ୍ୟାମିଂ ଟେକ୍ନୋଲୋଜି – ଇଲେକ୍ଟ୍ରୋନିକ୍ ଯୁଦ୍ଧକୁ ପ୍ରତିରୋଧ କରିପାରେ।
  • ଏହା ଇରାନଙ୍କ ଆସିମେଟ୍ରିକ୍ ୱାରଫେୟାର ରଣନୀତି, ଯାହା ଦ୍ୱାରା ସେ United States ଓ Israel ପରି ଶକ୍ତିଶାଳୀ ଦେଶଙ୍କୁ ଚ୍ୟାଲେଞ୍ଜ କରୁଛି।

- କେତେ ଶକ୍ତିଶାଳୀ ‘Shahed-136 ଡ୍ରୋନ୍’
- ଆମେରିକାକୁ ଘାଇଲା କରୁଛି ଇରାନର ଡ୍ରୋନ୍
- ଶକ୍ତିଶାଳୀ Shahed-136 ଏବେ ନାକେଦମ୍ କରିଛି 
- ମାତ ଦେଉଛି ଜିପିଏସ୍, ଫେଲ୍ ମାରୁଛି ‘ଏୟାର ଡିଫେନ୍ସ’ ସିଷ୍ଟମ୍ 

Advertisment
War America Iran
Advertisment
Advertisment