Advertisment

Indian Celebrities Stuck Abroad: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି ସେଲିବ୍ରିଟି

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି ସେଲିବ୍ରିଟି। ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇରେ ଫସିଛନ୍ତି। ନିଜ ସୋସିଆଲ ମିଡିଆରେ ସୂଚନା ଦେଲେ ପିଭି ସିନ୍ଧୁ। ବିମାନଯାତ୍ରା ଉପରେ ରୋକ ଲାଗିଥିବାରୁ ଏକ ପ୍ରକାର ଅଟକ।

author-image
Pramod Behera
Indian Celebrities Stuck Abroad

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି ସେଲିବ୍ରିଟି Photograph: (OTV)

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି କିଛି ସେଲିବ୍ରିଟି। ଭାରତୀୟ ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇରେ ଫସିଛନ୍ତି। ଏ ନେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ପିଭି ସିନ୍ଧୁ। 

Advertisment

ବିମାନଯାତ୍ରା ଉପରେ ରୋକ ଲାଗିଥିବାରୁ ଦୁବାଇରେ ଏକ ପ୍ରକାର ଅଟକି ରହିଛନ୍ତି ସିନ୍ଧୁ। ତେବେ ସେ ସେଠାରେ ସୁରକ୍ଷିତ ଅଛି ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ସିନ୍ଧୁ। 'ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଆମେ ଅଧିକ ସୁରକ୍ଷିତ' ଥିବା ସିନ୍ଧୁ ଉଲ୍ଲେଖ କରିଛନ୍ତି। ସେହିଭଳି ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହ୍ବାନ ମଧ୍ୟ ଦୁବାଇରେ ଫସିଛନ୍ତି। ଭାରତ ଯିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ସହାୟତା ମାଗିଛନ୍ତି।

  • ଦୁବାଇରେ ଫସିଛନ୍ତି ସିନ୍ଧୁ, ସୋନାଲ
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି ସେଲିବ୍ରିଟି
  • ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇରେ ଫସିଛନ୍ତି
  • ନିଜ ସୋସିଆଲ ମିଡିଆରେ ସୂଚନା ଦେଲେ ପିଭି ସିନ୍ଧୁ
  • ବିମାନଯାତ୍ରା ଉପରେ ରୋକ ଲାଗିଥିବାରୁ ଏକ ପ୍ରକାର ଅଟକ
  • ସୁରକ୍ଷିତ ଅଛି ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ସିନ୍ଧୁ
  • ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହ୍ବାନ ମଧ୍ୟ ଦୁବାଇରେ ଫସିଛନ୍ତି
  • ଭାରତ ଯିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ସହାୟତା ମାଗିଲେ
Advertisment
Dubai PV Sindhu War
Advertisment
Advertisment