Advertisment

ଭାଣିଜୀ ସହ ଦ୍ୱିତୀୟ ବିବାହ କରିବେ ପ୍ରଭୁଦେବା!

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ୨୦୧୧ରେ ପତ୍ନୀ ହେମଲତାଙ୍କଠାରୁ ପ୍ରଭୁ ଛାଡପତ୍ର ନେଇଥିଲେ। ହେମଲତା ଏବଂ ପ୍ରଭୁଙ୍କର ୩ଟି ସନ୍ତାନ ଥିଲେ। ୨୦୦୮ରେ ବଡପୁଅ କ୍ୟାନସର୍‌ରେ ମୃତ୍ୟୁ ବରଣ କରିବା ପରେ […]

author-image
Biswobandita Swain
ଭାଣିଜୀ ସହ ଦ୍ୱିତୀୟ ବିବାହ କରିବେ ପ୍ରଭୁଦେବା!

pr

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

Advertisment

୨୦୧୧ରେ ପତ୍ନୀ ହେମଲତାଙ୍କଠାରୁ ପ୍ରଭୁ ଛାଡପତ୍ର ନେଇଥିଲେ। ହେମଲତା ଏବଂ ପ୍ରଭୁଙ୍କର ୩ଟି ସନ୍ତାନ ଥିଲେ। ୨୦୦୮ରେ ବଡପୁଅ କ୍ୟାନସର୍‌ରେ ମୃତ୍ୟୁ ବରଣ କରିବା ପରେ ଏବେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି।

୨୦୧୦ପ୍ରଭୁଙ୍କର ସାଉଥ୍‌ ଅଭିନେତ୍ରୀ ନୈନତାରାଙ୍କ ସହ ପ୍ରଭୁଙ୍କ ଅଫେୟାର୍ ଥିବା ଶୁଣିବାକୁ ମିଳୁଥିଲା। ୨୦୧୧ରେ ପ୍ରଭୁଙ୍କ ଛାଡପତ୍ର ପରେ ନୈନତାରା ମଧ୍ୟ ପ୍ରଭୁଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି କହିଥିଲେ।

Advertisment

ଏହା ପରେ ପ୍ରଭୁ ତାଙ୍କ ଭାଣିଜୀଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି।

ସୂଚନାଯୋଗ୍ୟ, ଆଗକୁ ସଲମାନ୍‌ଙ୍କ ଖାନ୍‌ଙ୍କ ଅଭିନୀତ ଫିଲ୍ମ 'ରାଧେ'ର ନିର୍ଦ୍ଦଶନା ଦେଉଛନ୍ତି ପ୍ରଭୁଦେବା।

Advertisment
Advertisment