Odisha Protest: ତାତିଲେ ହସ୍ପିଟାଲରେ ତାଲା ପକାଇଲେ କାଲିର ଉତ୍ତେଜନା ପରେ ଆଜି ସିକ୍ୟୁରିଟି ଗାର୍ଡଙ୍କ ଆନ୍ଦୋଳନ। କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଆଜି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଗତକାଲି କ୍ୟାପିଟଲ ହସ୍ପିଟାଲରେ ୧୩ ମାସର ଶିଶୁ ପୁତ୍ରର ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଥିଲା ହସ୍ପିଟାଲ। Tapan Swain 23 Sep 2025 18:30 IST Protest Security Guard Bhubaneswar Capital HospitalAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ