Advertisment

Tragic End of Home Guard Sujata: କାହିଁକି ଜୀବନ ହାରିଦେଲେ ମହିଳା ହୋମଗାର୍ଡ ସୁଜାତା? ପରିବାର ଲୋକ କହିଲେ…

ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇଦେଲେ ମହିଳା ହୋମଗାର୍ଡ। ତାଙ୍କ ନାଁ ସୁଜାତା କର। କାଲି ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୬ ମାସ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା।

author-image
Tapan Swain
LADY-HOMEGUARD

LADY-HOMEGUARD Photograph: (LADY-HOMEGUARD)

ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ୨୯ ବର୍ଷୀୟା ମହିଳା ହୋମଗାର୍ଡ। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇଦେଲେ ମହିଳା ହୋମଗାର୍ଡ। ତାଙ୍କ ନାଁ ସୁଜାତା କର। କାଲି ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୬ ମାସ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା।

Advertisment

ମାନସିକ ଦୁଶ୍ଚିନ୍ତାରୁ ସେ ଜୀବନ ହାରି ଦେଇଥିବା କହିଛନ୍ତି ପରିବାର ଲୋକେ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସର ଘଟଣାର ତଦନ୍ତ କରୁଛି। ମୃତ ସୁଜାତାଙ୍କର ଦୁଇଟି ଛୁଆ ଅଛନ୍ତି। ୩ ମାସ ତଳେ ସେ ଚାକିରୀରେ ଯୋଗ ଦେଇଥିଲେ। ତାଙ୍କ ମୃତ୍ୟୁ ପରେ ହୋମଗାର୍ଡଙ୍କ ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି ।

ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବାର ଲୋକେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।  ତେବେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଛାନଭିନ୍ କରୁଛି।...

Advertisment


ଜୀବନ ହାରିଲେ ମହିଳା ହୋମଗାର୍ଡ !
ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ
ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇଲେ
କାଲି ବିଷ ପିଇ ଜୀବନ ହାରିଥିବା ପରିବାରର ଅଭିଯୋଗ
୬ ମାସ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା
ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଥିବା କହିଲେ ପରିବାର ଲୋକ
ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସର ତଦନ୍ତ

Home Guard Death Lady Home Guard
Advertisment
Related Articles
Advertisment