Advertisment

Viral Clip Sparks Concern: ରାଜଧାନୀରେ ବାଇକରେ ତିନି ଯୁବକ ହତିଆର ଧରି ବୁଲୁଛନ୍ତି, ଭିଡିଓ ଭାଇରାଲ୍

ରାଜଧାନୀ ରାସ୍ତାରେ ଆତଙ୍କ। ହାତରେ ହତିଆର ଧରି ଖୋଲାଖୋଲି ବୁଲୁଛନ୍ତି ଯୁବକ। ଆକ୍ରମଣ କରିବାକୁ ଶିକାର ଖୋଜୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି । ତାହା ପୁଣି ଇନଫୋସିଟି ଥାନା ସମ୍ମୁଖରେ।

author-image
Tapan Swain
Viral Video

Viral Video Photograph: (OTV)

ରାଜଧାନୀ ରାସ୍ତାରେ ଆତଙ୍କ। ହାତରେ ହତିଆର ଧରି ଖୋଲାଖୋଲି ବୁଲୁଛନ୍ତି ଯୁବକ। ଆକ୍ରମଣ କରିବାକୁ ଶିକାର ଖୋଜୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି । ତାହା ପୁଣି ଇନଫୋସିଟି ଥାନା ସମ୍ମୁଖରେ।

Advertisment

ଯେଉଁଠି ୩ ଜଣ ଯୁବକ ଏକ ବାଇକରେ ଯାଉଥିବା ବେଳେ ଜଣଙ୍କ ହାତରେ ଖଣ୍ଡା ରହିଛି । ଖୋଲା ଖୋଲି ହତିଆର ଧରି ନିର୍ଭୟରେ ବୁଲୁଛନ୍ତି । ରାସ୍ତାରେ ଯାଉଥିବା ଅନ୍ୟ ଲୋକେ ବି ଏହାକୁ ଦେଖି ଭୟଭୀତ ।

ରାଜଧାନୀ ରାସ୍ତାରେ ଆତଙ୍କ, ମାରଣାସ୍ତ୍ର ଧରି ବୁଲୁଛନ୍ତି 

ବାଇକରେ ତିନି ଜଣ ଯୁବକ ହତିଆର ଧରି ବୁଲୁଛନ୍ତି 
ଇନଫୋସିଟି ଥାନା ସମ୍ମୁଖରେ ନିର୍ଭୟରେ ବୁଲୁଛନ୍ତି 
ଯୁବକ ମାନେ ହତିଆର ଧରି ବୁଲିବାର ଭିଡିଓ ଭାଇରାଲ୍ 

Advertisment

 ......

Viral Video Sword
Advertisment