/odishatv-khabar/media/media_files/2026/02/19/bikram-panda-2026-02-19-17-52-16.jpg)
Bikram Panda Photograph: (OTV)
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଝଟକା । ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନକୁ ଖାରଜ କଲେ ବ୍ରହ୍ମପୁର ଏଡିଜେ-୩ କୋର୍ଟ । ଜେଲ ମାନୁଆଲ ଅନୁଯାୟୀ ବିକ୍ରମଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିକ୍ରମଙ୍କ ଅପରେସନ୍ ହେବ। ଚିକିତ୍ସା ଓ ଅସ୍ତ୍ରୋପଚାର ସମୟରେ ଉପସ୍ଥିତ ରହିପାରିବେ ଘର ଲୋକ। ଗଲ୍ ବ୍ଲାଡର ଷ୍ଟୋନ ଅପରେସନ ପାଇଁ ବିକ୍ରମ ପଣ୍ଡା ସମ୍ମତି ଦେଇସାରିଛନ୍ତି।
ବିକ୍ରମ ପଣ୍ଡାଙ୍କ ଆବେଦନ ଖାରଜ
ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ
ଆବେଦନ ଖାରଜ କଲେ ବ୍ରହ୍ମପୁର ଏଡିଜେ-୩ କୋର୍ଟ
ଜେଲ ମାନୁଆଲ ଅନୁଯାୟୀ ବିକ୍ରମଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ
ଚିକିତ୍ସା ଓ ଅସ୍ତ୍ରୋପଚାର ସମୟରେ ଉପସ୍ଥିତ ରହିପାରିବେ ଘର ଲୋକ
ଗଲ୍ ବ୍ଲାଡର ଷ୍ଟୋନ ଅପରେସନ ପାଇଁ ବିକ୍ରମ ପଣ୍ଡାଙ୍କ ସମ୍ମତି ସୂଚନା
Advertisment
Advertisment


Related Articles
Supreme Court Raises Alarm Over Free Handouts:ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି, ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ
POSTED

Huge Gold Reserve in Mayurbhanj: ମୟୂରଭଞ୍ଜ କାଞ୍ଜିଆ ସୁନା ଖଣିରେ ଅଛି ପାଖାପାଖି ଦେଢ଼ ଟନ୍ ସୁନା, ବିଧାନସଭାରୁ ଆସିଲା ଖବର
POSTED

Tough Move Ahead: PUCC ଓ ଫିଟନେସ୍ ନଥିଲେ ବାତିଲ ହେବ RC ବୁକ୍, ଚେତେଇ ଦେଲେ ମନ୍ତ୍ରୀ ବିଭୂତି ଜେନା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)