/odishatv-khabar/media/media_files/2026/03/03/youtuber-murder-case-2026-03-03-13-05-05.jpg)
Youtuber Murder Case Photograph: (OTV)
ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ହତ୍ୟା ଘଟଣା। କଳା ରାତିର କାହାଣୀ ବଖାଣିଲେ ରାହୁଲଙ୍କ ୩ ସାଙ୍ଗ। ଶିବା, ବବୁଲୁ ଓ ସଚୀନ ଘଟଣା ହତ୍ୟାକାଣ୍ଡ ପଛର କାରଣ କହିଛନ୍ତି। କେମିତି ଯୁକ୍ତିତର୍କ ହେଲା, କେମିତ ଯୁକ୍ତିତର୍କ ଗଣ୍ଡଗୋଳର ରୂପ ନେଲା ଓ ତାପରେ ମେତିକି ଅଭିଯୁକ୍ତ ରାହୁଲଙ୍କୁ ଛୁରୀ ଭୁସି ହତ୍ୟା କଲେ ଗୋଟି ଗୋଟି କରି ବଖାଣିଛନ୍ତି।
ଫେବ୍ରୁଆରୀ ୨୮ ତାରିଖ ରାତିରେ ଜିଜିପି କଲୋନୀ ହାଇସ୍କୁଲ ପଡିଆ ଭିତରେ ରାହୁଲ ଏବଂ ତାଙ୍କ ୩ ସାଙ୍ଗ ବସି ଖଟି କରୁଥିଲେ। ଆଉ କିଛି ଦୂରରେ ଆଉ ୩ ଜଣ ବସି ନିଶା ସେବନ କରୁଥିଲେ। ଏହି ସମୟରେ ରାହୁଲଙ୍କ ସାଙ୍ଗ ଫୋନରେ କଥା ହୋଇ କାହାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ।
ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିରୁ ପାଟିତୁଣ୍ଡ ହୋଇଥିଲା। ଆଉ ହଠାତ୍ ଆର ଗୋଷ୍ଠୀର ଜଣେ ଯୁବକ ରାହୁଲଙ୍କୁ ଛୁରୀ ଭୁଶି ଦେଇଥିଲେ। ଗୁରୁତର ଅବସ୍ଥାରେ ରାହୁଲଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି।
Builder’s Mutilated Body Found: ଟ୍ରେନ୍ ଲାଇନରେ ଯୁବକଙ୍କ ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ

Dubai Security Crisis: ଶତ୍ରୁ ଟାର୍ଗେଟରେ ଦୁବାଇ ସହର, ଇରାନ କରିବ ହମଲା !

Student Death at Hostel: ସ୍କୁଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ସଙ୍ଗୀନ ଅଭିଯୋଗ

Armed Robbery: ସଶସ୍ତ୍ର ଡକାୟତି, ଦମ୍ପତ୍ତିଙ୍କୁ ହାଣି ଲୁଟି ନେଲେ ଲକ୍ଷାଧିକ ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)