/odishatv-khabar/media/media_files/2025/11/01/mkcg-2025-11-01-20-48-11.jpg)
MKCG Photograph: (OTV)
ପୁଣି ଥରେ MKCG ମେଡିକାଲ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏନେଇ ଛାତ୍ର ଜଣଙ୍କ ନିଜ ନାମ ଗୋପନ ରଖି ବେନାମୀ ଭାବେ ଆଣ୍ଟି ରାଗିଙ୍ଗ ସେଲରେ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତି କରି ଆଜି ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ ବସିଛି।
ଆଣ୍ଟି ରାଗିଂ ସେଲରେ 5 ଜଣ ବିଦ୍ୟାର୍ଥୀଙ୍କ ନାମରେ ରାଗିଂ ଅଭିଯୋଗ ଆସିଛି। ହଷ୍ଟେଲ ନମ୍ୱର୍ 2 ରୁ 3ଜଣ, ହଷ୍ଟେଲ ନମ୍ୱର୍ 3 ରୁ 2ଜଣ ଙ୍କ ନାମରେ ଅଭିଯୋଗ ହୋଇଛି। ବାରମ୍ବାର ଏପରି ଆସୁଥିବା ବେନାମୀ ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।
ବାରମ୍ବାର ଏଭଳି ଅଭିଯୋଗ ଦ୍ବାରା କଲେଜ୍ ଓ ଛାତ୍ର ଛାତ୍ରୀ ମାନେ ମାନସିକ ଆଘାତ ପାଉଛନ୍ତି। ତଦନ୍ତ ନାମରେ ଘଣ୍ଟା ଘଣ୍ଟା ଧରି ଠିଆ କରୁଥିବା ଅଭିଯୋଗ ହୋଇଛି
MKCG ମେଡିକାଲ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ
ଛାତ୍ର ଜଣଙ୍କ ନାଁ ଗୋପନ ରଖି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି
ମେଡ଼ିକାଲ କଲେଜ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ
ଆଣ୍ଟି ରାଗିଂ ସେଲରେ ୫ ଜଣ ବିଦ୍ୟାର୍ଥୀଙ୍କ ନାରେ ରାଗିଂ କରିଥିବା ଅଭିଯୋଗ
ନାଁ ଗୋପନ ରଖି ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଦାବି
Mother Turns Monster: ଇନସୁରାନ୍ସ୍ ପଇସା ପାଇଁ ରାକ୍ଷସୀ ସାଜିଲା ମାଆ, ପ୍ରେମିକ ସହ ମିଶି ପୁଅକୁ ପିଟି ପିଟି ମାରିଲା

Dharmendra Hospitalised: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ , ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

Gunfire Erupts at Komana: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି , ହୋଟେଲରେ ବଚସାରୁ ଫାଙ୍କା ଗୁଳି ଚାଳନା

Big Revelation: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା , ପୂର୍ବ ଶତ୍ରୁତାରୁ ମାରି ଦେଇଥିବା ସନ୍ଦେହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)