/odishatv-khabar/media/media_files/2026/02/07/opium-2026-02-07-14-51-52.jpg)
Opium Photograph: (OTV)
ବିପୁଳ ପରିମାଣର ଅଫିମ ଚାଷ ନଷ୍ଟ। ସୁନ୍ଦରଗଡ଼ କୋଇଡ଼ା ଅଂଚଳରେ ଅଫିମ ଚାଷ ନଷ୍ଟ କରାଯାଇଛି। କୋଇଡା ଥାନା ନିକଟସ୍ଥ ପୁଣ୍ଡୁପୋଖରୀ ଗାଁ ନିକଟ ଜଙ୍ଗଲ ଜମିରେ କରାଯାଇଥିଲା ଅଫିମ ଚାଷ । ଜଙ୍ଗଲ ଜମିରେ କରାଯାଇଥିଲା ଅଫିମ ଚାଷ। ଅବକାରୀ ବିଭାଗ ଓ ପୋଲିସ ଟିମ ରେଡ୍ କରି ଏହି ଅଫିମ ଚାଷ ନଷ୍ଟ କରିଛି।
Advertisment
ନଷ୍ଟ କରାଯାଇଥିବା ଅଫିମ ଚାଷର ମୂଲ୍ୟ ପ୍ରାଯ ୩୦ ଲକ୍ଷରୁ ଅଧିକ ହେବ। ୫ ଏକର ଜମିରେ କରାଯାଇଥିଲା ଅଫିମ ଚାଷ। ଧିରେ ଧିରେ ଅଫିମ ଚାଷର ହବ୍ ପାଲଟିଲାଣି କୋଇଡ଼ାର ଖଣି ଅଞ୍ଚଳ। ଜଙ୍ଗଲ ଜମିକୁ ଟାର୍ଗେଟ କରିଛନ୍ତି ଅଫିମ ମାଫିଆ। ଏହି ମାମଲାରେ ଦୁଇ ଅଟକ ଥିବା ସୂଚନା । ....
ସୁନ୍ଦରଗଡ଼ କୋଇଡ଼ା ଅଂଚଳରେ ଅଫିମ ଚାଷ ନଷ୍ଟ
ପୁଣ୍ଡୁପୋଖରୀ ଗାଁ ନିକଟ ଜଙ୍ଗଲରେ ହୋଇଥିଲା ଚାଷ
ଅବକାରୀ ଓ ପୋଲିସର ମିଳିତ ରେଡ୍
୩୦ ଲକ୍ଷରୁ ଅଧିକ ମୂଲ୍ୟର ଅଫିମ ଚାଷ ନଷ୍ଟ
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)