/odishatv-khabar/media/media_files/2026/01/02/atm-loot-2026-01-02-11-58-14.jpg)
ATM-LOOT Photograph: (OTV)
ଏଟିଏମ୍ ତାଡ଼ି ଅଟୋରେ ନେଇଗଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁନ୍ଦା ଛକରୁ ହ୍ରାଇପ୍ରୋଫାଇଲ୍ ଲୁଟ୍ । ଗତକାଲି ବିଳମ୍ବିତ ରାତିରେ HDFC ବ୍ୟାଙ୍କ୍ ATM ଲୁଟ୍ ହୋଇଛି। ଏକ ଡାଲା ଅଟୋରେ ଏଟିଏମ୍ ଲୁଟି ନେଇଯାଇଥିଲେ ଦୁର୍ବୃତ୍ତ। ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।
Advertisment
ଲୁଟ୍ ହୋଇଥିବା ସ୍ଥାନର ୪୦୦ ମିଟର ଦୂରରୁ ଏଟିଏମ୍ ଓ ଅଟୋ ଜବତ ହୋଇଛି । ଏଟିଏମରୁ ୫ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ୍ ସିସିଟିଭି ଆଧାରରେ ତଦନ୍ତ କରୁଛି ।
ବିଞ୍ଝାରପୁର ଥାନା ମଇଁନ୍ଦା ଛକରୁ ଲୁଟ୍
ବିଳମ୍ବିତ ରାତିରେ ଲୁଟିନେଲେ ଦୁର୍ବୃତ୍ତ
ଏଟିଏମ୍ ଓ ଡାଲା ଅଟୋ ଜବତ, ଅଭିଯୁକ୍ତ ଫେରାର୍
୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା
Advertisment
Advertisment



Related Articles
Women Lead Anti-Liquor Campaign: ନୂଆବର୍ଷରେ ନୂଆ ନିଷ୍ପତ୍ତି ନେଇ ମହିଳାଙ୍କ ଆନ୍ଦୋଳନ, ମଦ ବିରୋଧୀ ଅଭିଯାନରେ ହେଲେ ଏକଜୁଟ୍
POSTED

Sarathi Devotees’ Meet: ଭଦ୍ରକରେ ସାରଥି ଅନୁଗାମୀଙ୍କ ମେଳି, ନାମସଂକୀର୍ତ୍ତନ କରି ଭାବବିହ୍ବଳ ହୋଇପଡ଼ିଲେ
POSTED

From Odisha to Ayodhya: ଓଡ଼ିଶାରୁ ଅଯୋଧ୍ୟା ଯିବ ୨୩୫ କେଜିର କୋଦଣ୍ଡ ଧନୁଷ, ରାଜ୍ୟର ୩୦ ଜିଲ୍ଲା ବୁଲିବ
POSTED

Fresh Attack on Hindus in Bangladesh: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଆକ୍ରମଣ, ଛୁରି ଭୁସି ନିଆଁ ଲଗାଇଦେଲେ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)