/odishatv-khabar/media/media_files/2026/02/21/minor-rape-case-2026-02-21-10-09-12.jpg)
Minor Rape Case Photograph: (OTV)
ଦୁର୍ଷ୍କମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ। ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ସଞ୍ଜୟ ସାହୁକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ସୂଚନା ଅନୁସାରେ ଅଭିଯୁକ୍ତ ନାବାଳିକା ପଢୁଥିବା ସ୍କୁଲ ଅଞ୍ଚଳରେ ବୁଲା ବୁଲି କରିବା ସହ ହଇରାଣ କରୁଥିଲା।
Advertisment
କୌଣସି ଉପାୟରେ ନାବାଳିକାକୁ ନେଇ ଏକ ହୋଟେଲରେ ରଖି ଅଶ୍ଳୀଳ ଫଟୋ ଉତ୍ତୋଳନ କରିଥିଲା। ପରେ ଏହାକୁ ଭାଇରାଲ କରିଦେବକୁ ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ଏନେଇ ୨୦୨୫ ଜାନୁୟାରୀ ୨ ତାରିଖରେ ଯାଜପୁର ରୋଡ ଥାନାରେ ଅଭିଯୋଗ ହୋଇଥିଲା।
ଏହି ମାମଲାର ବିଚାର କରି ସ୍ବତନ୍ତ୍ର ପୋସ୍କୋ କୋର୍ଟ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।
Advertisment
Advertisment



Related Articles
Blanket Cleaning Tips: ମୋଟା କମ୍ବଳକୁ ନ ଧୋଇ ସହଜରେ ସଫା କରିବାର ନୂଆ ଆଇଡିଆ
POSTED

Daily Horoscope 21st February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 21st February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Relief for Pradeep Kumar Jena: ଓଇଆରସି ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ବିରୋଧରେ ଜନସ୍ବାର୍ଥ ମାମଲା ପ୍ରତ୍ୟାହୃତ, ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)