/odishatv-khabar/media/media_files/2026/01/14/liquor-raid-2026-01-14-12-21-39.jpg)
LIQUOR RAID Photograph: (OTV)
ବାଲେଶ୍ବରରେ ଅବକାରୀ ବିଭାଗର ବଡ଼ ରେଡ୍। ନଷ୍ଟ ହେଲା ହାଣ୍ଡି ହାଣ୍ଡି ପୋଚ। ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀକୁ ଢାଳିଲା ଅବକାରୀ ବିଭାଗ। ପୁରୁଣା ବାଲେଶ୍ବର ଅଞ୍ଚଳରେ ଦେଶୀ ମଦ କାରବାର ଅଭିଯୋଗରେ ରାତିରୁ ଚଢାଉ କରିଥିଲା ସ୍ବତନ୍ତ୍ର ଟିମ୍।
Advertisment
ବେଆଇନ ଭାବେ ରନ୍ଧା ଚାଲିଥିବା ବେଆଇନ ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ ଓ ପୋଲିସର ମିଳିତ ଟିମ୍ । ବିପୁଳ ପରିମାଣର ପୋଚ ଓ ମଦରନ୍ଧା ସାମଗ୍ରୀକୁ ଜବତ କରି ସେଗୁଡ଼ିକୁ ନଷ୍ଟ କରାଯାଇଛି। ୧୦ରୁ ଅଧିକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ।
ବାଲେଶ୍ବରରେ ଅବକାରୀ ବିଭାଗର ବଡ଼ ରେଡ୍
ନଷ୍ଟ ହେଲା ହାଣ୍ଡି ହାଣ୍ଡି ପୋଚ
ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ
ପୋଚ ଓ ମଦରନ୍ଧା ସାମଗ୍ରୀକୁ କଷ୍ଟ କରାଗଲା
Advertisment
Advertisment



Related Articles
Makar Sweets: ଭଳିକି ଭଳି ଗଢ଼ା ଚାଲିଛି ମିଠା, ଯିଏ ଦେଖିବ କିଣିନେବାକୁ ମନ କରିବ
POSTED

Blood Splatter Inside Shrimandir: ଶ୍ରୀମନ୍ଦିର ଭିତରରେ ପଡ଼ିଲା ରକ୍ତ ଛିଟା, ସାଧାରଣ ଦର୍ଶନ ବନ୍ଦ
POSTED

Killer Manja Thread: ସାବଧାନ! ଛନକା ବଢ଼ାଇଛି ତଣ୍ଟି କଟା ମାଞ୍ଜା ସୂତା
POSTED

BDO Accused of Imposing “New Rules”: ବିଡିଓଙ୍କର ଇଏ କି ନିୟମ? ଆବାସ ସମ୍ପୂର୍ଣ୍ଣ କରିନଥିଲେ କଟାଯାଉଛି ରାସନ ଓ ଭତ୍ତା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)