Advertisment

From Verbal Spat to Bullets: ସାମାନ୍ୟ ବଚସାରୁ ମଦ୍ୟପ ଯୁବକଙ୍କ ଗୁଳିଚାଳନା, ଅଭିଯୁକ୍ତକୁ ଗିରଫ କରି ୨ଟି ମାଉଜର ଜବତ କଲା ପୋଲିସ

ଟାଉନ ଥାନା  ଅଧୀନ ବିବିସିପଡା ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ । ସାମାନ୍ୟ ବଚସାରୁ ମଦ୍ୟପ ଯୁବକ ଗୁଳି ଫୁଟାଇଥିବା ସୂଚନା ମିଳିଛି। ୨ଟି ମାଉଜର ପିସ୍ତଲ ଜବତ ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ ।

author-image
Tapan Swain
FIRING

FIRING Photograph: (OTV)

ଭବାନୀପାଟଣା ସହର ଟାଉନ ଥାନା  ଅଧୀନ ବିବିସିପଡା ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ । ସାମାନ୍ୟ ବଚସାରୁ ମଦ୍ୟପ ଯୁବକ ଗୁଳି ଫୁଟାଇଥିବା ସୂଚନା ମିଳିଛି। ୨ଟି ମାଉଜର ପିସ୍ତଲ ଜବତ ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ ।

Advertisment

ପରେ ଭବାନୀପାଟଣା ବିବିସିପଡାର ଜଣେ ଯୁବକ ଯଶୋବନ୍ତ ନାଏକ କୁ ଗିରଫ କରିଛି କଳାହାଣ୍ଡି ପୋଲିସ ।  ସୂଚନା ଅନୁଯାୟୀ ବିଳମ୍ୱିତ ରାତିରେ ସହରର ଦୟାନିଧି ଛକ ନିକଟରେ  ନିର୍ମାଣାଧୀନ ଠିକା କାମକୁ ନେଇ ବଚସା ହୋଇଥିଲା । ଏହାପରେ  ଯଶୋବନ୍ତ ଗୁଳିଚାଳନା କରିଥିଲା। ... 

ଠିକା କାମକୁ ନେଇ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଥିଲା । ଉକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଯଶୋବନ୍ତ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ପାଖରେ ଥିବା ଯୁବକ ବନ୍ଧୁକ ଉପରକୁ କରିବା ପରେ (ବ୍ଳାଙ୍କ ଫାୟାରିଂ) ଫାଙ୍କା ଗୁଲିଚାଳନା ହୋଇଥିଲା। ପରେ ଉପରକୁ ଗୁଳି ଫୁଟିଥିଲା । ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲା । 

Advertisment

ଭବାନୀପାଟଣାରେ ଫୁଟିଲା ଗୁଳି

ଭବାନୀପାଟଣା ସହରରେ ଫୁଟିଲା ଗୁଳି
ଟାଉନ ଥାନା ବିବିଶିପଡ଼ା ହନୁମାନ ମନ୍ଦିର ନିକଟର ଗୁଳିମାଡ଼
ସାମାନ୍ୟ ବଚସାରୁ ମଦ୍ୟପ ଯୁବକ ଗୁଳି ଫୁଟାଇଥିବା ସୂଚନା
୨ଟି ମାଉଜର ପିସ୍ତଲ ଜବତ ସହ  ଜଣେ ଗିରଫ

Arrest Firing
Advertisment
Related Articles
Advertisment