/odishatv-khabar/media/media_files/2026/01/25/brutal-murder-2026-01-25-10-13-34.jpg)
Brutal Murder Photograph: (OTV)
ରାୟଗଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ। ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ଘଟିଛି ହତ୍ୟାକାଣ୍ଡ। ଯୁବକଙ୍କୁ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।
Advertisment
ଘଟଣାସ୍ଥଳରେ ଅଧା କଟା ପାପୁଲି ପଡ଼ିଥିବା ବେଳେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ରାସ୍ତା କଡ଼ରେ ପଡ଼ିଛି ରକ୍ତ ଯୁଡୁବୁଡୁ ମୃତ ଶରୀର । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ ।
ଯୁବକଙ୍କୁ ପଥରରେ ଛେଚି ହତ୍ୟା; ରାସ୍ତାକଡ଼ରେ ପଡ଼ିଛି ମୃତଦେହ
ଅମ୍ବାଦଳା ଥାନା ରେଲୱେ ଗେଷ୍ଟ ହାଉସ୍ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ
ଘଟଣାସ୍ଥଳରେ ଅଧା କଟା ପାପୁଲି ପଡ଼ିଥିବା ବେଳେ ମୁଣ୍ଡକୁ ଛେଚି ହତ୍ୟା
ମୃତକ ସ୍ଥାନୀୟ ଅଞ୍ଚଳର; ଘଟଣାସ୍ଥଳରେ ପୋଲିସର ତଦନ୍ତ
Advertisment
Advertisment



Related Articles
Srimandir: ବୁଦ୍ଧ ନା ଜଗନ୍ନାଥ... ସିଂହଦ୍ବାରରେ କାହା ମୂର୍ତ୍ତି ରହିବ?
POSTED

Abhijit Majumdar Passes Away: ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
POSTED

Khandagiri Kumbh Mela Begins: ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା, ସାରା ଦେଶରୁ ସାଧୁ ସନ୍ଥଙ୍କ ସମାଗମ
POSTED

Magha Saptami: ଚନ୍ଦ୍ରଭାଗାରେ ଆସ୍ଥାର ବୁଡ଼, ମାଘ ସପ୍ତମୀରେ ଭଙ୍କଙ୍କ ସୁଅ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)