/odishatv-khabar/media/media_files/2025/11/28/bumb-blast-2025-11-28-11-56-19.jpg)
BOMB BLAST Photograph: (OTV)
ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ ଘଟଣାରେ ଏନଆଇଏ ତଦନ୍ତ ଆରମ୍ଭ । ଘଟଣାସ୍ଥଳରେ ଯାଞ୍ଚ କରିଛି ଏନଆଇଏ ଟିମ୍ । ଗାଡ଼କଣ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ବୋମା ବିସ୍ଫୋରଣ ହୋଇଥିଲା। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଥିଲା ବୋମା। ବୋମା ବିସ୍ଫୋରଣରେ ଥରିଯାଇଥିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର। ସକାଳ ୮ ଟାରେ କେହି ଦୁର୍ହବୃତ୍ତ ବୋମା ଫୁଟାଇ ଫେରାର ମାରିଛିି। ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସ ବି ପହଞ୍ଚି ଛାନଭିନ ଚଳାଇଛି। ହେଲେ ବୋମାମାଡରେ କୌଣସି କ୍ଷତି ନେଇ ସୂଚନା ମିଳିନି। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ରହିଥିବାରୁ ସେସବୁକୁ ଅନୁଧ୍ୟାନ କରି ଯାଞ୍ଚ କରୁଛି ପୋଲିସ।
ଭୁବନେଶ୍ବରରେ ବୋମାମାଡ଼
ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼
ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର
ସକାଳ ୮ଟାରେ କିଛି ଦୁର୍ବୃତ୍ତଙ୍କ ଦ୍ବାରା ବୋମାମାଡ଼
କିଛି କ୍ଷତି ହୋଇନି, ସିସିଟିଭି ଆଧାରରେ ପୋଲିସର ତଦନ୍ତ
#ଗୃହରେ_ଉଠିଲା_ବୋମାମାଡ଼_ପ୍ରସଙ୍ଗ
— ଓଟିଭି (@otvkhabar) November 28, 2025
-ବିଧାନସଭାରେ ଉଠିଲା ଭୁବନେଶ୍ବର କେଭି-୩ ବୋମାମାଡ଼ ପ୍ରସଙ୍ଗ
-ଘଟଣାର ସତ୍ୟତା ଜଣାନ୍ତୁ କହିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ
-ଏନେଇ ଗଣଶିକ୍ଷା ମନ୍ତ୍ରୀ ତଥ୍ୟ ସଂଗ୍ରହ କରିବେ କହିଲେ ବାଚସ୍ପତି#OdishaAssembly#Bhubaneswar#Bombing_Issue#Odisha#OTVpic.twitter.com/JcO5aZbqS0
Scientists Discover : ମଣିପୁର ଇମ୍ଫାଲ ଘାଟିରୁ ଯାହା ମିଳିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

Odisha Pavilion Wins: ଓଡ଼ିଶା ମଣ୍ଡପ ଜିତିଲା ସ୍ବର୍ଣ୍ଣ ପଦକ, କ୍ରମାଗତ ଚତୁର୍ଥ ଥର ପାଇଁ ପୁରସ୍କୃତ

Cross-Border Love: ପ୍ରେମିକ ପାଇଁ ବିଦେଶରୁ ଦୌଡ଼ି ଆସିଲେ ପ୍ରେମିକା , ପାରଳାଖେମୁଣ୍ଡିରେ ନିଆରା ବାହାଘର

Young Ex Police Trainee: ଘରକୁ ଫେରୁଛି କହି ଆଉ ଫେରିଲାନି ପୁଅ, ମିଳିଲା ମୃତଦେହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)