/odishatv-khabar/media/media_files/2026/01/16/gun-2026-01-16-15-47-31.jpg)
Gun Photograph: (OTV)
ବିହାରରୁ ଅଣାଯାଇଥିଲା ବନ୍ଧୁକ। ଭୁବନେଶ୍ବରରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଭୁବନେଶ୍ବରରୁ ଜବତ ହୋଇଛି ୬ଟି ସେମି ଅଟୋମେଟିକ୍ ବନ୍ଧୁକ ଓ କିଛି ଗୁଳି। ଏହି ଘଟଣାରେ ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି।
Advertisment
ତା ନାଁ ମନୋଜ କୁମାର ମଲ୍ଲିକ ଓ ଘର ଯାଜପୁର ଜିଲ୍ଲାରେ। ବିହାରରୁ ଆଣି ଭୁବନେଶ୍ବରରେ ବିକ୍ରି ପାଇଁ ଯୋଜନା ଚାଲିଥିଲା। ଏତିକିବେଳେ ଧରିଥିଲା କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ ୟୁନିଟ୍। ...
ଭୁବନେଶ୍ବରରୁ ୬ ବନ୍ଧୁକ ଜବତ
ବିହାରରୁ ଆସିଥିଲା, ଭୁବନେଶ୍ବରରେ ବିକ୍ରି ଯୋଜନା
ଜଣେ ବନ୍ଧୁକ ବେପାରୀ ଗିରଫ, ଗୁଳି ବି ଜବତ
୬ଟି ସେମି ଅଟୋମେଟିକ୍ ବନ୍ଧୁକ ଜବତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)