/odishatv-khabar/media/post_attachments/uploadimage/library/16_9/16_9_0/fake_1627295111.jpg)
fake
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପୁଣି ଓଟିଭି ଖବର ନାଁରେ ଗୁଜବ ପ୍ରଚାର। ଯାଜପୁର, ବ୍ୟାସନଗର ଓ ଚଣ୍ଡିଖୋଲ ସଟ୍ଡାଉନ ହେଉଛି ବୋଲି ଏକ ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାର କରାଯାଉଛି। ପୁଣିଥରେ କହି ରଖୁଛୁ ଏହା ଏକ ଗୁଜବ ବା ମିଛ ଖବର। ଏଭଳି ତଥ୍ୟ ସମ୍ବଳିତ କୌଣସି ଖବର ଓଟିଭି କେବେ ପ୍ରସାରଣ କରିନାହିଁ।
Advertisment
ଓଟିଭିରେ ପ୍ରସାରିତ ଏକ ପୁରୁଣା ଖବର ଗ୍ରାଫିକ୍ସ ପ୍ଲେଟ୍କୁ ଏବେ ପ୍ରଚାର କରାଯାଉଛି। ଏହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ ଏବଂ ଆପଣଙ୍କ ମୋବାଇଲ୍କୁ ଏଭଳି ମିଛ ଖବର ଆସିଲେ, ତାହାକୁ ଫର୍ୱାର୍ଡ କରନ୍ତୁ ନାହିଁ। ଜାଣି ରଖନ୍ତୁ, ବର୍ତ୍ତମାନ ମହାମାରୀ ସମୟରେ ଗୁଜବ ପ୍ରଚାର କରିବା ଏକ ଦଣ୍ଡନୀୟ ଅପରାଧ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)