Advertisment

ଭୁବନେଶ୍ୱରରେ କମ୍‌ ଆକ୍ରାନ୍ତ ଅଧିକ ସୁସ୍ଥ ହେଲେ

ଭୁବନେଶ୍ୱର: ମହାନଗରରୁ ଆଉ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୧୬ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୫୫, ଲୋକାଲ୍ କେସ୍ ୧୬୧ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍‌ସି। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀରୁ ୧୧ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ପଟିଆ ଓ ୟୁନିଟ୍-୯ରୁ ୧୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡ଼ଗଡ଼, ଲକ୍ଷ୍ମୀସାଗର ଓ ଖଣ୍ଡଗିରିରୁ ୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ […]

author-image
Abinash Pati
ଭୁବନେଶ୍ୱରରେ କମ୍‌ ଆକ୍ରାନ୍ତ ଅଧିକ ସୁସ୍ଥ ହେଲେ

Untitled-1

ଭୁବନେଶ୍ୱର: ମହାନଗରରୁ ଆଉ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୧୬ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୫୫, ଲୋକାଲ୍ କେସ୍ ୧୬୧ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍‌ସି।

Advertisment

ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀରୁ ୧୧ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି।

ସେହିଭଳି ପଟିଆ ଓ ୟୁନିଟ୍-୯ରୁ ୧୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡ଼ଗଡ଼, ଲକ୍ଷ୍ମୀସାଗର ଓ ଖଣ୍ଡଗିରିରୁ ୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୋଖରୀପୁଟ ଓ ବମିଖାଲରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି। ଓଲ୍ଡ ଟାଉନ୍ ଓ ଝାରପଡ଼ାରୁ ମଧ୍ୟ ୫ ଜଣ ଲେଖାଏଁ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏପଟେ ଆକ୍ରାନ୍ତଙ୍କ ଠାରୁ ଅଧିକ ସୁସ୍ଥ ମଧ୍ୟ ହୋଇଛନ୍ତି।  ଆଜି ଭୁବନେଶ୍ୱରରୁ ଆଉ ୩୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି।

Advertisment
Advertisment