/odishatv-khabar/media/post_attachments/uploadimage/library/16_9/16_9_0/corona-cire_1625256947.jpg)
corona-cire
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୫୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୨୯୨, ପୁରୀରୁ ୨୫୪ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ- ୧୭୫, ଯାଜପୁର- ୧୬୬, ବରଗଡ଼- ୧୩୩, ମୟୂରଭଞ୍ଜ- ୧୨୬, ବାଲେଶ୍ୱର- ୧୨୦, ସମ୍ବଲପୁର- ୧୧୬, ବଲାଙ୍ଗିର-୧୦୪, କେନ୍ଦୁଝର- ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
99 from Kendrapara
84 from Jagatsinghpur
84 from Jharsuguda
72 from Nuapada
71 from Nabarangpur
70 from Nayagarh
61 from Dhenkanal
61 from Kandhamal
58 from Malkangiri
56 from Bhadrak
56 from Sonepur
54 from Sundargarh
41 from Kalahandi
41 from Rayagada
35 from Koraput— H & FW Dept Odisha (@HFWOdisha) October 7, 2020
ସେହିପରି କେନ୍ଦ୍ରାପଡ଼ା- ୯୯, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୮୪ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ା- ୭୨, ନବରଙ୍ଗପୁର- ୭୧, ନୟାଗଡ଼-୭୦ ଓ ଢେଙ୍କାନାଳ ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨,୧୩,୬୭୨କୁ ବୃଦ୍ଧି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)