Advertisment

Bhubaneswar Corona News: ୩୬୨ କରୋନା ପଜିଟିଭ ଚିହ୍ନଟ, ୨୮୬ ଲୋକାଲ୍‌ କେସ

ଭୁବନେଶ୍ୱର: ଦିନକରେ ଆକ୍ରାନ୍ତ ହେଲେ ୩୬୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମଧ୍ୟରୁ ୭୬ କ୍ୱାରେଣ୍ଟାଇନ୍‌ରୁ ହୋଇ ଥିବା ବେଳେ ୨୮୬ ଲୋକାଲ୍‌ କେସ ରହିଛି । ଏନେଇ ଟ୍ୱିଟ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସେହିପରି ଆଜି ୪୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Bhubaneswar Corona News ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ?  ବଡ଼ଗଡ଼ ବ୍ରିଟ୍‌ କଲୋନୀରୁ ୪, ବରମୁଣ୍ଡାରୁ ୮, ଆଇଆର୍‌ସି ଭିଲେଜରୁ ୪, ବିଜେବି ନଗରରୁ ୩, ବ୍ରହ୍ମେଶ୍ୱର ପାଟଣାରୁ ୩, […]

author-image
Chandan Shishu
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ଦିନକରେ ଆକ୍ରାନ୍ତ ହେଲେ ୩୬୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମଧ୍ୟରୁ ୭୬ କ୍ୱାରେଣ୍ଟାଇନ୍‌ରୁ ହୋଇ ଥିବା ବେଳେ ୨୮୬ ଲୋକାଲ୍‌ କେସ ରହିଛି । ଏନେଇ ଟ୍ୱିଟ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସେହିପରି ଆଜି ୪୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

Bhubaneswar Corona News

ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ? 

ବଡ଼ଗଡ଼ ବ୍ରିଟ୍‌ କଲୋନୀରୁ ୪, ବରମୁଣ୍ଡାରୁ ୮, ଆଇଆର୍‌ସି ଭିଲେଜରୁ ୪, ବିଜେବି ନଗରରୁ ୩, ବ୍ରହ୍ମେଶ୍ୱର ପାଟଣାରୁ ୩, ଚନ୍ଦ୍ରଶେଖରପୁରରୁ ୫, ଡୁମ୍‌ଡୁମାରୁ ୩, କୋଳଥିଆରୁ ୫, ଖାରବେଳ ନଗରରୁ ୪, କଳିଙ୍ଗନଗରରୁ ୪, ଝାରପଡ଼ାରୁ ୫, ଜୟଦେବ ବିହାରରୁ ୩, ସାଲିଆ ସାହିରୁ ୩, ଜାମୁଝରିରୁ ୫, ନୟାପଲ୍ଲୀରୁ ୧୩, ନୟାପଲ୍ଲୀ ବେହେରା ସାହିରୁ ୩, ନୀଳାଦ୍ରୀ ବିହାରରୁ ୬, ଓଲ୍‌ଡ ଟାଉନ୍‌ରୁ ୪, ପଟିଆରୁ ୮, ରାଜ ଭବନ କଲୋନୀରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1306192451556659200?s=20

ରସୁଲଗଡ଼ରୁ ୪, ମଞ୍ଚେଶ୍ୱରରୁ ୪, ସହିଦ ନଗରରୁ ୫, ଟଙ୍କପାଣି ରୋଡ୍‌ରୁ ୫, ୟୁନିଟ୍‌-୬ରୁ ୫, ସୁନ୍ଦରପଦାରୁ ୭, ୧୮ ଜଣ ବେସରକାରୀ ମେଡିକାଲ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଲୋକାଲ୍‌ କେସ।

Advertisment

ଆହୁରି ପଢ଼ନ୍ତୁ: ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୭୨୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୬୯୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୨୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

For More Coronavirus Odisha News Log on to our Website.

Corona Updates In Odisha Bhubaneswar News Today
Advertisment
Advertisment