Advertisment

Gold, Silver May Get Costlier Again: ଆହୁରି ବଢ଼ିବ ସୁନା ଓ ରୁପା ଦର ? ଆମେରିକା ନିୟନ୍ତ୍ରଣରେ ଭେନେଜୁଏଲାର...

ଆହୁରି ବଢ଼ିଯିବ ସୁନା ଓ ରୁପାର ଦର? ନା ଯେତିକି ବଢ଼ିଛି ତାଠୁ ଅଧିକ କମିଯିବ? ବିଶ୍ବ ରାଜନୀତିରେ ବଡ଼ ଅସ୍ଥିରତା ପରେ ଏବେ ଏହି ପ୍ରଶ୍ନ ଛିଡ଼ା ହୋଇଛି। ଆମେରିକା ଓ ଭେନେଜୁଏଲା ମଧ୍ୟରେ ସ୍ଥିତି ବିଗିଡ଼ିଛି।

author-image
Tapan Swain
GOLD RATE

GOLD RATE Photograph: (OTV)

ଆହୁରି ବଢ଼ିଯିବ କି ସୁନା ଓ ରୁପାର ଦର? ନା ଯେତିକି ବଢ଼ିଛି ତାଠୁ ଅଧିକ କମିଯିବ? ବିଶ୍ବ ରାଜନୀତିରେ ବଡ଼ ଅସ୍ଥିରତା ପରେ ଏବେ ଏମିତି କିଛି ପ୍ରଶ୍ନ ଛିଡ଼ା ହୋଇଛି। ଆମେରିକା ଓ ଭେନେଜୁଏଲା ମଧ୍ୟରେ ସ୍ଥିତି ବିଗିଡ଼ିଛି। ଭେନେଜୁଏଲାକୁ ଏକପ୍ରକାର ନିୟନ୍ତ୍ରଣକୁ ନେଇଛି ଆମେରିକା।

Advertisment

ସୁନା ଓ ରୁପାରେ ନିବେଶ ବଢ଼ିପାରେ

ବିଶ୍ବର ସବୁଠୁ ବଡ଼ ତୈଳ ଭଣ୍ଡାର ଆମେରିକା ନିୟନ୍ତ୍ରଣକୁ ଆସିଛି। ତେଣୁ ଏହାର ସିଧା ପ୍ରଭାବ ବିଶ୍ବ ଅର୍ଥନୀତି ଉପରେ ପଡ଼ିବ। ଗଲା ଦୁଇ ଦିନ ଧରି ଛୁଟି ଦିନରେ ବଜାର ବନ୍ଦ ଥିଲା। ଆଜି ମାର୍କେଟ ଖୋଲିଛି । ତେବେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ଯଦି, ଏମିତି ହୁଏ ତାହେଲେ ସୁନା ଓ ରୁପାରେ ନିବେଶ ବି ବଢ଼ିପାରେ।

କିନ୍ତୁ ଏହା ଦରକୁ ବଢ଼ାଇବ ନା ଥିବା ଦରକୁ କମାଇବ ତାହା ସଠିକ୍ ଆକଳନ କରିବା ଏତେଟା ସମ୍ଭବ ନୁହେଁ। ତଥାପି ଅନୁମାନ କରାଯାଇପାରେ କି, ଦର ଅହେତୁକ ଭାବେ ବଢ଼ିପାରେ।...

Advertisment

ଭେନିଜୁଏଲା ପ୍ରଭାବ ଭାରତ ଉପରେ ପଡ଼ିବ କି?
ଷ୍ଟକ ମାର୍କେଟ ଉପରେ ପଡିପାରେ ବଡ଼ ପ୍ରଭାବ 
ସୁନା, ରୁପା ଦର ଉପରେ ସାରା ବିଶ୍ବର ନଜର 
ବିଶେଷଜ୍ଞଙ୍କ ଆକଳନ, ସୁନା, ରୁପା ଦର ବଢ଼ିପାରେ 
ନିବେଶ ବଢ଼ିବ, ଦର ବି ବଢ଼ିବ!

Silver Price Gold Price
Advertisment
Related Articles
Advertisment