• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Traffic Rule Violation
ବେପରୁଆଙ୍କୁ IEMS ଛାଟ; ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବ AI

ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ, ହିଟ ଆଣ୍ଡ ରନ ଘଟାଉଥିବା ଗାଡି ଗୁଡିକୁ AI ଜରିଆରେ କ୍ୟାପଚର କରିବ କ୍ୟାମେରା।

Puri Ratna Bhandar
କାଲିର ଯାଞ୍ଚ କମିଟି ବୈଠକ ଉପରେ ନଜର

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ?

Ratha Jatra
ଦ୍ବିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଶରଧାବାଲିରେ ଠିଆ ତିନି ରଥ। ନବଦିନାତ୍ମକ ଘୋଷଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀରେ ପହଁଚିଛନ୍ତି ଶ୍ରୀଜିଉ।

Terrorist Attack
ବାହାରୁ ଦେଖିଲେ ଆଲମିରା କିନ୍ତୁ ଭିତରେ ଆତଙ୍କୀଙ୍କ ଷୁଡ଼ଙ୍ଗ

କାଶ୍ମୀରରେ ଆତଙ୍କବାଦୀଙ୍କ କଳା କାହାଣୀର ଆଉ ଏକ ଫର୍ଦ୍ଦ। ଘର ଆଲମାରୀ ଭିତରେ ସୁଡ଼ଙ୍ଗ ବନାଇ ଲୁଚି ରହୁଥିଲେ ଆତଙ୍କବାଦୀ। ମାସ ମାସ ଧରି ଏହି ବଙ୍କର ପାଲଟିଥିଲା ସେଫ୍ ହେଭେନ୍।

ratha Yatra 2024
ରଥଟଣା ବେଳେ କାଲି କାହିଁକି ସୃଷ୍ଟି ହେଲା ବିଶୃଙ୍ଖଳା ?

ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ?

VK Pandian
ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି!

ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ ଧର୍ମକୁ ଆଖିଠାର। ବିଜେଡି ନୂଆ କମିଟି ଆଉ ଦାୟିତ୍ୱ ଦେଖିଲେ ସେମିତି କିଛି ମନେ ହେଉଛି।

Terrorist Attack
ଘର ଆଲମାରୀରେ ଆତଙ୍କବାଦୀଙ୍କ ବଙ୍କର; ୨୪ ଘଣ୍ଟାର ଅପରେସନ, ୪ ଆତଙ୍କବାଦୀ ନିପାତ

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରର ବଙ୍କର..ଲୁଚି ଲୁଚି ରଚୁଥିଲେ ଦେଶ ବିରୋଧୀ ଷଡ଼ଯନ୍ତ୍ର। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଚକମା ମାରୁଥିଲେ।

VK Pandian
ପୁଣି BJD ରେ ପାଣ୍ତିଆ‌ନ୍‌ଙ୍କ ଦବଦବା ! ବ୍ୟୁରୋକ୍ରାଟ୍ ପରେ କର୍ପୋରେଟ୍ ଭରସାରେ ନବୀନ

ପୁଣି ପାଣ୍ଡିଆନଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଲା ବିଜେଡି! ବିନା ସମୀକ୍ଷାରେ ଦଳ କଲା ସଙ୍ଗଠନର ପୁନର୍ବିନ୍ୟାସ। ଆଉ ସେଥିରେ ପୁଣି କୋଟେରୀ ଗ୍ରୁପ ହାତରେ କ୍ଷମତା।

Ratha Jatra
ଦ୍ୱିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଆଜି ରଥ ଉପରେ ଦର୍ଶନ ଦେବା ସହ ଆସନ୍ତାକାଲି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

Pravat Biswal
ତେଜିଲା ଦେବାଶିଷ-ପ୍ରଭାତ କଳି; BJD ର ପରାଜୟ ପରେ ଦୁଇ ନେତାଙ୍କ ବୟାନବାଜି

ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ।

BJD
ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା; ସନ୍ତୃପ୍ତ ମିଶ୍ର ହେଲେ ନବୀନଙ୍କ ରାଜନୈତିକ ସଚିବ

ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।

Stag Beetle
ଆଶ୍ଚର୍ଯ୍ୟ !! ପୋକ ଆଗରେ BMW ଗାଡ଼ି ବି ଫିକା.. ଦାମ ଜାଣିଲେ ହୋସ୍‌ ଉଡ଼ିଯିବ..

ଏହି ଦାମୀ କୀଟର ନାମ ଷ୍ଟାଗ୍‌ ବିଟେଲ୍। ଏହା ଲୁକାନିଡେ ପରିବାରର ସଦସ୍ୟ, ଯାହାର ୧୨୦୦ପ୍ରଜାତି ରହିଛି। ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ।

Ratha Jatra
ଏଥର ଦୁଇ ଦିନିଆ ରଥ ଟଣା; ବାଟରେ ଅଟକିଲେ ତିନି ଠାକୁର

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।

Ratha Jatra
୫୩ ବର୍ଷ ପରେ ବିରଳ ରଥଯାତ୍ରା: ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ, ଛେରାପହଁରା କଲେ ଗଜପତି

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ।

Sambit Routray
ବିଜେଡିରେ ମୂଷା କିଏ? ନବୀନଙ୍କୁ ହରାଇବାକୁ କିଏ କରିଥିଲା ଷଡ଼ଯନ୍ତ୍ର..

ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ହରାଇଛି ବିଜେଡିକୁ ? ବିଜେଡି ହାରିବାର କାରଣ କହୁ କହୁ ଆଜି ଏମିତି କିଛି ଢଙ୍ଗରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଛନ୍ତି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ।

Devotees
ପୁରୀ ରଥଟଣା ବେଳେ ଅଘଟଣ; ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ

ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି।

Mahendra Singh Dhoni
ହାପି ବାର୍ଥ ଡେ ମାହି; ସ୍ୱାମୀଙ୍କ ପାଦ ଛୁଇଁଲେ, ଆଶୀର୍ବାଦ ନେଲେ ସାକ୍ଷୀ..ଭିଡିଓ ଭାଇରାଲ..

ଧୋନିଙ୍କ ଜନ୍ମଦିନ ସେଲିବ୍ରେସନ୍‌ କରିଛନ୍ତି ପତ୍ନୀ ସାକ୍ଷୀ ଧୋନି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

Special Story
ପିଲା ଆଉ ନାହିଁ କହି ହାତ ଟେକିଦେଲେ ଡାକ୍ତର; ଜୀବନ ଦେଲେ ଜଗା

ବଡ଼ଦାଣ୍ଡରେ ଏମିତି ଏକ ଛବି ଯାହାର କାହାଣୀ ଶୁଣିଲେ ମନେ ହେବ ସତରେ କାଳିଆ ଖାଲିଟାରେ ଏତେ ବଡ଼ ଠାକୁର ନୁହଁ। ଦେଖିଲେ ବି ବିଶ୍ୱାସ ହେବନି। ଦଣ୍ଡପ୍ରଣାମ ଜଣାଇ ଯାଉଥୁବା କୁନି ଭକ୍ତଟି ନିଜ କାହାଣୀ କହୁକହୁ ଆଖି ଛଳଛଳ ହୋଇଯାଉଛି।

Unique Bike
ବାଃ ବାଃ ଲଇବାରା ! ତିଆରି କଲେ ଏମିତି ଗାଡ଼ି, କେବେ ଦେଖିନଥିବେ..

ବାଇକ୍ ପଛରେ ଲାଗିଛି ଡାଲା । ଆଉ ଡାଲା ଭିତରେ ରହିଛି କାନ୍ଦି କାନ୍ଦି ସତେଜ କଦଳୀ । ଖୁବ୍ ସହଜରେ କଦଳି କାନ୍ଦି ଗୁଡ଼ିକୁ ନେଇ ବଜାରକୁ ଯାଉଛନ୍ତି ବ୍ୟକ୍ତି ଜଣକ । ଏପରି ଗାଡ଼ି ନା ବଜାରରେ ବିକ୍ରି ହେଉଛି, ନା ଆପଣ ବଜାରରେ କେବେ...

Fine
ମାଗଣାରେ ଦେଲେନି କ୍ୟାରି ବ୍ୟାଗ୍‌; ଏବେ ୧୬ ଟଙ୍କା ପାଇଁ ଗଣିବେ ୩୩ ହଜାର ଫାଇନ୍‌

ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ ନଦେବାରୁ, ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।