• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

IAS Reshuffle
ସଚିବ ସ୍ତରରେ ଅଦଳବଦଳ; ହଟିଲେ ଇଡକୋର ଚେୟାରମ୍ୟାନ୍ ହେମନ୍ତ ଶର୍ମା

ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି।

Minimum Wages
ରାଜ୍ୟ କ୍ୟାବିନେଟରେ ୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି। ବଢିଲା ସର୍ବନିମ୍ନ ମଜୁରୀ। ଫୋକସ୍ ରେ ଚାଷୀ। ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି 5 ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି।

 Adapa Mandap Bije Mishap
ମୁଣ୍ଡ ନୂଆଁଇ ଦେଲା ଆଡ଼ପ ପହଣ୍ଡି ବିଭ୍ରାଟ

ଆଡ଼ପ ପହଣ୍ଡି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ। ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା।

Padmakesarpur Village Abandoned
କେବେ ଶାନ୍ତ ପଡ଼ିବ ରାଜଧାନୀର ପଦ୍ମକେଶରପୁର ଗାଁ?

ଦୀର୍ଘ ୫ ଦିନ ଧରି ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ଶନିବାର ରାତିର ଗଣ୍ଡଗୋଳ ପରେ ଗାଁର ଅନେକ ଲୋକଙ୍କ ଘରେ ଚୁଲି ଜଳିନି କି ଗିରଫ ଭୟରେ ଘରକୁ ଫେରୁ ନାହାନ୍ତି ପୁରୁଷ ଲୋକ। ଭୟ ଓ ଆତଙ୍କ ସାଙ୍ଗକୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର...

Sevayat
ଏତେ ଖାମଖିଆଲ, ଏତେ ବେପରୁଆପଣ..କାହା ଭୁଲ୍‌ରୁ ତାଳଧ୍ୱଜ ରଥରେ ଘଟିଲା ଅଘଟଣ ?

ବାରମ୍ବାର ଅଘଟଣରୁ ବି କଣ କିଛି ଶିଖୁନାହାନ୍ତି ସେବାୟତ? ଗଲା ବର୍ଷ ପ୍ରଭୁ ଜଗନ୍ନାଥ ଆଉ ଏବର୍ଷ ବଡ଼ ଠାକୁର ବଳଭଦ୍ର। ଆଡ଼ପ ପହଣ୍ଡିବେଳେ ଏମିତି ରଥର ଚାରମାଳ ଉପରେ ଦୁଲ୍ ଦାଲ୍ ଖସି ହାମୁଡି ପଡୁଛନ୍ତି ଜଣକ ପରେ ଜଣେ ଦିଅଁ ?

Minimum Wages
କ୍ୟାବିନେଟର ବଡ଼ ନିଷ୍ପତ୍ତି; ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି।

Accident
ଅଧା ରହିଗଲା ପୁଅ ବାହାଘର; ବରପିତାକୁ ଦଳିଦେଲା ବରଯାତ୍ରୀ ବସ୍‌

ବାହାଘର ଯାଉଥିଲା ବେଳେ ବସ୍ ଦୁର୍ଘଟଣାରେ ବରର ବାପାଙ୍କର ଜୀବନ ଯାଇଛି। ଏଭଳି ଦୁଃଖଦ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ।

Rahul Dravid
ଦ୍ରାବିଡ୍‌ଙ୍କ ମହାନତା; ପୁରସ୍କାର ରାଶିର ଅଧା ଟଙ୍କା ଫେରାଇଦେଲେ..କହିଲେ..

ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ପୂର୍ବତନ ହେଡ୍‌ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସେ ସେଥିରୁ କେବଳ ଅଢ଼େଇ କୋଟି ଗ୍ରହଣ କରିଛନ୍ତି। ବାକି ଅଢ଼େଇ କୋଟି ଗ୍ରହଣ କରିବାକୁ ସେ ବିନମ୍ରତାର ସହିତ ମନା...

Balabhadra
ପହଣ୍ତି ବେଳେ ଅଘଟଣ

ପହଣ୍ତି ବେଳେ ଆଘଟଣ। ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

MSME Minister
କାହା ସ୍ବାର୍ଥରେ ଓଡ଼ିଆ ଉଦ୍ୟୋଗୀଙ୍କୁ କରାଯାଇଛି ଅଣଦେଖା ?

ଓଟିଭିର ଆଉ ଏକ ବଡ଼ ପ୍ରଭାବ। ବାଜିଲା ଓ-ହବରେ ଓଡ଼ିଆ ଯୁବ ଉଦ୍ୟୋଗୀଙ୍କୁ ଅଣଦେଖାର ଖବର। ଆକ୍ସନ ମୋଡକୁ ଆସିଲେ ମୋହନ ସରକାର। ଗ୍ରାଉଣ୍ଡ ଜିରୋକୁ ଯାଇ ରିୟଲିଟି ଚେକ୍ କରିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

vegetable price rise
ସବୁଠି ତାଉ ଖାଉଛି ପରିବା ଦର

ହାଟ ବଜାରକୁ ଗଲେ ଏକ ପ୍ରକାର କାନ୍ଦୁଛନ୍ତି ଗ୍ରାହକ। ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଦର ଆହୁରି ମାସେରୁ ଅଧିକ ସମୟ ଏଭଳି ରହିବ ବୋଲି...

BJD
ବିଜେଡିରେ ତେଜିଲା ଦେବାଶିଷ ସମ୍ବିତ୍ କଳି

ବିଜେଡି ହରିବାର କାରଣ କଣ, ତାକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। କଳି ଏମିତି ବଢିଛି ଯେ, ମିଡିଆ ଆଗରେ ଚାଲିଛି ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ। ଗତକାଲି ପାଣ୍ଡିଆନ ଏବଂ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ବିଶ୍ୱାଳ ଏବଂ ସମ୍ବିତ ରାଉତରାୟଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଜି ତାର କଡ଼ା...

BJD
ବିଜେଡିରେ 'ପାଣ୍ଡିଆନ' କଳି; ତେଜୁଛି ସମ୍ବିତ-ଦେବାଶିଷ କଥା କଟାକଟି

ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ।

Ratna Bhandar
'ପୁରୁଣା ଚାବି କାମ ନକଲେ ବି ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ'

ରତ୍ନଭଣ୍ଡାର ଉତ୍କଣ୍ଠାର ଘଟିବ ଅବସାନ। ଏଇ ୧୪ ତାରିଖ, ବାହୁଡ଼ା ଯାତ୍ରାର ଠିକ୍ ପୂର୍ବଦିନ। ଖୋଲିପାରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଘର।

Balabhadra
ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର

ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ନେଇ ସୂଚନା ମିଳିଛି।

ICC Player Of Month Awards
ଇତିହାସ ରଚିଲେ ବୁମ୍ରା-ସ୍ମୃତି; ପ୍ରଥମ ଭାରତୀୟ ଯୋଡ଼ି ଭାବେ ଜିତିଲେ ICC ର ଏହି ମାନ୍ୟତା..

ଟିମ୍‌ ଇଣ୍ତିଆର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍ରା ଏବଂ ମହିଳା ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମନ୍ଦାନା ଇତିହାସ ରଚିଛନ୍ତି।

Loot
ବ୍ୟାଙ୍କ ଆଗରେ ଗୁଳି ଫୁଟାଇ ଲୁଟିନେଲେ ୧୨ ଲକ୍ଷ ଟଙ୍କା

ପାଟ୍ରୋଲ୍‌ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ। ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ନେଇଗଲେ ୧୨ ଲକ୍ଷ ଟଙ୍କା।

Patanjali Ayurved
ବନ୍ଦ ହେଲା ପତଞ୍ଜଳିର ଏହି ୧୪ଟି ସାମଗ୍ରୀ..ଜାଣନ୍ତୁ

ଲାଇସେନ୍ସ ସସପେଣ୍ତ ହେବା ପରେ ପତଞ୍ଜଳି ନିଜର ୧୪ଟି ସାମଗ୍ରୀକୁ ବନ୍ଦ କରିଛି।

Sambit Routray & Debasish Samantray
‘୨୦୧୯ ରେ ଗୋଡ଼ିମାଟି ଜିତିଲେ କିନ୍ତୁ ବାରବାଟୀରେ ଦେବାଶିଷ ହାରିଲେ’

ତେଜିଲା ବିଜେଡି କଳି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ।

Kapilash Temple
ଉପାସରେ ବାବା ଚନ୍ଦ୍ରଶେଖର; ଦୁଇଦିନ ହେବ ନୀତିକାନ୍ତିରେ ବିଳମ୍ବ

ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ଗତକାଲି ବିଳମ୍ବରେ ହୋଇଥିଲା। ଆଜିର ମଧ୍ୟ ସମାନ ଅବ୍ୟବସ୍ଥା।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।