ଆପଣମାନେ ଜାଣିଥିବେ IPS ଚାକିରି ପାଇବା ପାଇଁ ଦେଶର ସର୍ବୋଚ୍ଚ ପରୀକ୍ଷା UPSC ଦେବାକୁ ପଡ଼େ। କିନ୍ତୁ ଅନିଲ୍ ବିନା UPSC ପରୀକ୍ଷା ଦେଇ IPS ଅଫିସର୍ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ପରିଶ୍ରମ ଓ ବାପାଙ୍କ ପ୍ରେରଣା ଆଜି ତାଙ୍କୁ ଏତେ ବଡ଼ ଅଫିସର୍ ଭାବେ ପରିଚିତ...
ପୁଣି କେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରଶ୍ନ ଉଠୁଥିଲା। ଏନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକରେ ବିଚାରବିମର୍ଶ ପରେ ଗୁରୁବାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଗଲା।
ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ରାଜ୍ୟର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ଓ ସାଂସ୍କୃତିକ ମେଳାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ କଟକ।
ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା।
ପୂଜା ଖେଡକରଙ୍କ ମାଆଙ୍କ ଦବଙ୍ଗଗିରିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ପୋଲିସ ଏକ ମିଥ୍ୟା ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି। ଟଙ୍କା ପାଇଁ ନିଜେ ନିଜକୁ ଅପହରଣ କରି ଥିଲେ ଜଣେ ଯୁବକ।
ଖୋର୍ଦ୍ଧା ବାଲୁଗାଁରେ ସମ୍ପତ୍ତି ବିବାଦକୁ ନେଇ ବୋମା ମାଡ଼ ହୋଇଥିବା ଜଣାପଡିଛି। ବାପା ଓ ସାନପୁଅ ବଡ଼ ପୁଅକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘର ଉପରକୁ ବୋମା ମାଡ଼ କରିଥିଲେ। କିନ୍ତୁ ବୋମାଟି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା।
ରାଜସ୍ଥାନ ଜୟପୁର ବିମାନବନ୍ଦରରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯେଉଁଠି ଜଣେ ସ୍ପାଇସଜେଟ୍ ଏୟାରଲାଇନ୍ସର ମହିଳା କର୍ମଚାରୀ ବିମାନବନ୍ଦରରେ ନିୟୋଜିତ ଥିବା ଜଣେ CISF ଯବାନଙ୍କୁ ସମସ୍ତଙ୍କ ଆଗରେ ଶକ୍ତ ଚାପୁଡ଼ା ମାରିଛନ୍ତି।
ସାଙ୍ଗ ଘରେ ଝୁଲି ପଡ଼ିଲା ସାଙ୍ଗ। ସୁବର୍ଣ୍ଣପୁର ମହାବିଦ୍ୟାଳୟର +୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି କରାଯାଇଛି।
ବାଲେଶ୍ୱର ସଦର ବ୍ଲକ ହିଂଜଳା ଗାଁ। ଆଜିକୁ ତିନି ବର୍ଷରୁ ଅଧିକ ଦିନ ଧରି ଚାଲିଛି ଆଦର୍ଶ ବିଦ୍ୟାଳୟ କାମ। ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଅବଧି ଗତ ଡିସେମ୍ବର ୨୦୨୩ରୁ ଶେଷ ହୋଇଥିଲେ ମଧ୍ୟ କାମ ଏ ଯାଏଁ ଅଧା ହୋଇନାହିଁ।
ଚଳିତ ବର୍ଷ ମୋସୁମୀ ବର୍ଷା ଅଭାବରୁ କେନାଲରେ ପାଣି ଆସିନଥିବାରୁ ଯାହା ଫଳରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ଆଶଙ୍କାରେ ରହିଛି ।
ଆସନ୍ତା ୨୦୨୫ ଫେବ୍ରୁଆରୀରୁ ଆରମ୍ଭ ହେଉଛି ICC ଚାମ୍ପିଅନ୍ସ ଟ୍ରଫି। ପାକିସ୍ତାନ ଏହାର ଆୟୋଜକ ଥିବା ବେଳେ ଭାରତର ସମସ୍ତ ମ୍ୟାଚ୍ ସିଡ୍ୟୁଲ୍ ଅନୁଯାୟୀ ଲାହୋରରେ ରହିଛି। ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ବାହାରେ ମ୍ୟାଚ୍ ଖେଳିବାକୁ ଚାହୁଁଛି।
ତେଲେଙ୍ଗାନାର ଏକ ମାମଲାର ବିଚାର ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ। ଛାଡ଼ପତ୍ର ପରେ ସ୍ତ୍ରୀକୁ ଭରଣ ପୋଷଣ ଦେବାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାରରେ ଗୃହିଣୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଦିଅଁ ପଡ଼ିବା, ବଡ଼ ଅଘଟଣର ସଙ୍କେତ। ଏ କଥା ଆମେ କହୁନାହୁଁ। ଶ୍ରୀକ୍ଷେତ୍ରର ମଠ ମହନ୍ତ ଆଉ ଖୋଦ୍ ନିଳାଦ୍ରୀ ମହୋଦୟର ପଂକ୍ତି ହିଁ ଏହା ବଖାଣୁଛି।
ଗତକାଲି ଭିଏନାରୁ ବିଶ୍ୱ ସମୁଦାୟଙ୍କୁ ଆହ୍ୱାନ ଦେଇ ମୋଦି କହିଛନ୍ତି, ଭାରତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ବିଶ୍ୱାସ ରଖେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି।
ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ ଅଜୟ ସିଂ। ମହାରାଷ୍ଟ୍ରର ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।
ପାଠପଢା ବେଳେ ପଢାପଢ଼ିରେ ବ୍ୟସ୍ତ l କିନ୍ତୁ ସମୟ ଟିକେ ମିଳିଗଲେ ଲାଗି ପଡନ୍ତି ବିଭିନ୍ନ ଯନ୍ତ୍ରାଂଶକୁ ନୂଆ ରୂପ ଦେବାରେ l କୌଣସି ଗାଣିତିକ ସୁତ୍ରର ସମାଧାନ ପାଇଁ ହେଉ କି କୌଣସି ମହାକାଶର ଡାଇଗ୍ରାମ କରିବାରେ l