• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

1
'ଚଳିତ ମାସ ଶେଷ ସପ୍ତାହରେ ଆସିପାରେ କରୋନା ଟିକା'

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କରୋନା ଟିକାକୁ ନେଇ ତାଙ୍କର ବୟାନ ରଖିଛନ୍ତି। ସେ କହିଛନ୍ତି, ଭାରତରେ ଏକାଧିକ କରୋନା ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ସରକାର ମଧ୍ୟ ଟିକା ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।...

2
ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ଶେରଗଡ଼- ନୀଳଗିରି- ଝାରଙ୍ଗଘାଟି ରାସ୍ତାକୁ ଚାରି ଥାକିଆ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରୀ ମଂଜୁରୀ ଦେଇଛନ୍ତି। ଏଥିପାଇଁ ୧୨୫କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ନୀତିନ ଗଡ଼କରୀ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ପ୍ରତାପ...

3
ନୌସେନା ଦିବସରେ ଚୀନ୍‌ର ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ୧୯୭୧ ଯୁଦ୍ଧ- ଅପରେସନ ଟ୍ରାଇଡେଣ୍ଟରେ ସାମିଲ ହୋଇ ନୌସେନା ଆଜିର ଦିନରେ ପାକିସ୍ତାନର ୪ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରିବା ସହ ଶତାଧିକ ପାକିସ୍ତାନୀ...

4
ସେଲ୍‌ଫି ବାହାନାରେ ହାତୀଙ୍କୁ ଚିଡ଼ାଉଛନ୍ତି ଲୋକେ, ଭିଡିଓ ଭାଇରାଲ୍‌

ବାରିପଦା: ହାତୀ ସହ ବିପଦପୂର୍ଣ୍ଣ ସେଲଫି। ହାତୀ ଦେଖିବା ବାହାନାରେ ହାତୀକୁ ଚିଡ଼ାଉଛନ୍ତି ଲୋକେ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଗାଁ ପାଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓଟି ଗତ ମାସ ୨୪ ତାରିଖର ବୋଲି...

5
ଗୀତାଞ୍ଜଳି ହେଲେ ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର

ନୂଆଦିଲ୍ଲୀ: ଟାଇମସ୍‌ ମାଗାଜିନ୍‌ର ପ୍ରଥମ କିଡ୍ ଅଫ୍ ଦ ଇଅର ଜଣେ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି। ଆମେରିକା ବାସିନ୍ଦା-ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ ତାଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଏହି ଟାଇଟଲ୍‌ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଦୂଷିତ ପାନୀୟ ଜଳଠାରୁ ଆରମ୍ଭ କରି ଓପିଓଏଡ୍ ନିଶା ଏବଂ...

7
ଶ୍ରୀମନ୍ଦିରକୁ ଫେରିଲା ସୂର୍ଯ୍ୟ-ଚନ୍ଦ୍ର

ପୁରୀ: ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶ୍ରୀମନ୍ଦିରକୁ ଏବେ ଫେରିଛି। ଏ ନେଇ ଶିଳ୍ପୀ ବସନ୍ତ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହାରକୁ ଯାଇଥିବା ସୂର୍ଯ୍ୟ, ଚନ୍ଦ୍ର କେବଳ ପ୍ରତିକୃତି ଥିଲା। ହେଲେ ଶ୍ରୀଜିଉଙ୍କଠାରେ ନାଗାର୍ଜୁନ ବେଶ ବେଳେ ସୁନା ଅଳଙ୍କାର ଲାଗିଥିଲା ବୋଲି...

10
ଲାଞ୍ଚ ନେଇ ବନ୍ଧା ହେଲେ ବିଜେପି କାଉନ୍‌ସିଲର୍‌

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ଅଭିଯୋଗରେ ଆଜି ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ନୂଆଦିଲ୍ଲୀ ବସନ୍ତକୁଞ୍ଜର କାଉନ୍‌ସିଲର୍‌ ମନୋଜ ମେହଲାୱାତଙ୍କୁ ସିବିଆଇ ଗିରଫ କରିଛି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍‌ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ...

8
ଜହ୍ନ ରାଇଜରୁ ଧୂଳି କିଣିବ ନାସା

ନୂଆଦିଲ୍ଲୀ: ଜହ୍ନ ରାଇଜରୁ ମାଟି ଆଣିବ ନାସା। ଚନ୍ଦ୍ର ପୃଷ୍ଠରୁ ଡଷ୍ଟ ଏବଂ ସାମ୍ପଲ୍‌ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନ୍ୟାସ୍‌ନାଲ୍‌ ଏରୋନେଟିକ୍‌ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବା ନାସା। ଏ ନେଇ ଗୁରୁବାର  ନାସା ପକ୍ଷରୁ ୪ଟି କମ୍ପାନୀ ସହିତ ଚୁକ୍ତି କରାଯାଇଛି। ଚୁକ୍ତି ଅନୁସାରେ...

1
ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ବାବୁଲି ନାୟକକୁ ମାରାଥନ ଜେରା

ନୟାଗଡ଼: ପରୀ ହତ୍ୟା ମାମଲାରେ SIT ତନାଘନା ଆରମ୍ଭ କରିଛି। ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ ସହିତ ତାକୁ ମାରାଥନ ଜେରା କରାଯାଇଥିବା ସୂଚନା ମିଳିଛି। ଗତକାଲି ବାବୁଲିକୁ ଜେରା କରିବା ପରେ SIT ତାକୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ପୁଣି ଜେରା ପାଇଁ ବାବୁଲି...

2
ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ପାରାଦୀପ: ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ହେଇଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି।...

1
ଜନ୍ମ ହେଲା ଛୁଆର ବୟସ ୨୭ ବର୍ଷ, ମାଆଠାରୁ ଦେଢ଼ ବର୍ଷ ସାନ

ବି‍ଜ୍ଞାନ ମଣିଷକୁ ଅନେକ ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚାଇଛି। ଯେମିତିକି ଅନ୍ୟଗ୍ରହରେ ମଣିଷକୁ ବିଜ୍ଞାନ ହିଁ ପହଞ୍ଚାଇପାରିଛି। ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ଗୋଟିଏ ୨୭ ବର୍ଷର ଶିଶୁ ଜନ୍ମ ହୋଇଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ କଥାଟା ଠିକ୍‌। କିନ୍ତୁ ପିଲାଟିର...

3
ବର୍ଗର ଖାଇବା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବୁକ୍‌ କଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଉଡ଼ିଲେ ୩୬୦ କି.ମି.

ପାଖରେ ଟଙ୍କା ଥିଲେ ଜଣେ କିଛି ବି କରିପାରିବ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁ ଘଟଣାରେ ଜଣେ କୋଟିପତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ଭଡ଼ା କରି ପ୍ରାୟ ୩୬୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଋଷରେ ଏଭଳି ଅଜବ ଘଟଣା ଘଟିଛି। ଘଟଣା...