• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

1
ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ   

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। କିନ୍ତୁ ଏହା ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର...

4
ବର୍ଷକରେ ୨୩ ପିଲାର ବାପା ହୋଇ ଫସିଲେ; ଯୁବକଙ୍କ ବିରୋଧରେ ମାମଲା ରୁଜୁ

ଗୋଟିଏ ବର୍ଷରେ ୨୩ଟି ପିଲାର ବାପା ହେଲେ ଯୁବକ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯୁବକ ଜଣକ ଜୈବିକ ପଦ୍ଧତିରେ ହିଁ ୨୩ ପିଲାର ବାପା ହୋଇଛନ୍ତି। ଏହି ଯୁବକ ଜଣକ ହେଲେ ଅଷ୍ଟ୍ରେଲିଆର ଏଲନ ଫାନ। ଏଲନ ପ୍ରଥମେ ପ୍ରଥମେ ଖୁସିରେ ସ୍ପର୍ମ...

9
ବର୍ଷକରେ ମଲେ ୨୬ ବାଘ

ଭୋପାଳ: ୨୦୨୦ ବର୍ଷରେ ମଧ୍ୟପ୍ରଦେଶରେ ୨୬ଟି ବାଘଙ୍କର ମୃତ୍ୟୁ ହୋଇଛି। ଗତ ୬ ବର୍ଷ ହେଲା ହାରାହାରି ଜନ୍ମ ହୋଇଥିବା ବାଘଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶର ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟ ଶାହା। National Tiger Conservation Authority’s (NTCA)...

12
କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

କୋରିଆ: ଆପଣ ଜାଣିଥିବେ ଉତ୍ତର କୋରିଆର ଶାସକ କିଭଳି କଠୋର ନିଷ୍ପତ୍ତି ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ସେହିଭଳି କରୋନାକୁ ଆୟତ୍ତ କରିବା ପାଇଁ ସେ କଠୋର ନିୟମ ପ୍ରଣୟନ କରିଛନ୍ତି। ଯାହାକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି। ଦକ୍ଷିଣ କୋରିଆର ଏକ ଗୁପ୍ତଚର ଏଜେନ୍ସିର...

13
କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ଚାହିଦାରେ ଏବେ କଡ଼କନାଥ, ଗୋଟିକର ଦାମ୍‌ ୮୫୦ #madhya pradesh

111
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା

ଚେନ୍ନାଇ: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ନିଭାର ଘନୀଭୂତହୋଇ ଗତ ୨୬ ତାରିଖରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏବେ ପୁଣି ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଆସନ୍ତା ଡିସେମ୍ୱର ମାସ ୨ ତାରିଖରେ ଏହି ଲଘୁଚାପ ତାମିଲ୍‌ନାଡ଼ୁ...

ମୁଣ୍ଡ ନଥିଲା, ହେଲେ ୧୮ ମାସ ହେବ ଜୀବିତ ଥିଲା କୁକୁଡ଼ା

କୌଣସି ମନୁଷ୍ୟ ବା ପଶୁପକ୍ଷୀଙ୍କର ମୁଣ୍ଡ କାଟି ଦେଲେ କଣ ହେବ? ଏହାର ଉତ୍ତର- ସେ ସଙ୍ଗେସଙ୍ଗେ ମରିଯିବ। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଗୋଟିଏ କୁକୁଡ଼ାର ମୁଣ୍ଡ କଟିଯିବା ପରେ ବି ସେ ୧୮ ମାସଧରି ଜୀବିତ ରହିଥିଲା। ଆମେରିକାରେ ୭୫ ବର୍ଷ ପୂର୍ବେ ଜଣେ...

2
OCA ଆରମ୍ଭ କରିବ OCL ଟି-ଟ୍ୱେଣ୍ଟି

ଭୁବନେଶ୍ୱର: ଡିସେମ୍ବର ୧୪ରୁ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (OCL) ଟି-ଟ୍ୱେଣ୍ଟି ଆରମ୍ଭ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (OCA) ଯୋଜନା କରୁଛି। TCM ସହଯୋଗରେ OCA ଏହି କ୍ରିକେଟ୍‌ ଲିଗ୍‌ (OCL) ଆୟୋଜନ କରିବ। ୬ଟି ଟିମ୍‌ରେ ୮୪ ଜଣ ଖେଳାଳିଙ୍କୁ ନେଇ OCL ଟି-ଟ୍ୱେଣ୍ଟି ଖେଳାଯିବ।...

3
ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାରାଣସୀରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଦେବ ଦୀପାବଳି ମୋହତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀର ରାଜଘାଟ ଯାଇ ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଙ୍ଗା ନଦୀରେ ଏକ ସ୍ୱତନ୍ତ୍ର ଅଳତୀର ଆୟୋଜନ କରାଯାଇଥିଲା। ଦେବ ଦିପାବଳୀ ଉତ୍ସବ ଅବସରରେ ଗଙ୍ଗା...

2
କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। କରୋନା ପରଠାରୁ ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ କଲେଜ ଖୋଲାଯିବ। ମାସ୍କ, ସାନିଟାଇଜର୍,...

1
ମଙ୍ଗଳବାରରେ ମାନ୍ଦା ପଡ଼ିଗଲା ଛାଡ଼ଖାଇ !

ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ହେଲେ ଆଜି ମଙ୍ଗଳବାର ପଡ଼ୁଥିବାରୁ ଆମିଷ ମାର୍କେଟ୍‌ରେ  ବେଶୀ ଭିଡ଼ ଦେଖିବାକୁ ମିଳିନାହିଁ। ଛାଡ଼ଖାଇ ଆମିଷବାରରେ...