• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

4
ବିବାହ ଭୋଜି ପ୍ରସ୍ତୁତ ବେଳେ, ହଠାତ୍‌ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ମୁମ୍ୱାଇ: ବିବାହ କାର୍ଯ୍ୟକ୍ରମ ପାଇଁ ଖାଦ୍ୟ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ ୨୦ ଜଣ ଲୋକ ଆହତ ହୋଇଛନ୍ତି। ମୁମ୍ୱାଇର ଲାଲ୍‌ବାଗ୍‌ ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା...

ପୋଲିସ ନାଁରେ ସଂଗୀନ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

ବଲାଙ୍ଗିର: ବାଇକ୍ ସହ କ୍ରେନ୍ ଧକ୍କାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ବିନିକା: ବ୍ୟାପକ ଫସଲ ନଷ୍ଟ କଲେ ୪୦ଟିକିଆ ହାତୀପଲ

3
ଡାଇବେଟିସ୍‌ ଏବଂ ହାର୍ଟ ରୋଗୀଙ୍କ ପାଇଁ ଲାଭ ଦାୟକ ଏହି ପତ୍ର

ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଶୀତୁଆ ସକାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗର ଭଜା ହେଉ ବା ବିଭିନ୍ନ ପନିପରିବାର ସନ୍ତୁଳା ହେଉ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଗୃହିଣୀମାନେ ଏହି ଋତୁରେ ରୋଷେଇ ଘରେ ମେଥି ଶାଗର ବ୍ୟବହାର…

7
ଶରୀରରେ ଭିଟାମିନ୍‌ Dର ପୂରଣ କରିଥାଏ ଛତୁ, ଜାଣନ୍ତୁ ଏହାର ଫାଇଦା

ଛତୁ ଅଧିକାଂଶ ଶାକାହାରୀ ଲୋକଙ୍କ ପ୍ରଥମ ପସନ୍ଦ ହେଉଥିବା ଖାଦ୍ୟ ମଧ୍ୟରୁ ଗୋଟିଏ। ଛତୁ ପକାଇ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଛତୁରେ କ୍ୟାଲୋରୀ କମ୍‌ ପରିମାଣରେ ରହିଥିବାବେଳେ ଏଥିରେ ବିଭିନ୍ନ…

1
ଏହି ରାଜ୍ୟରେ ଡିସେମ୍ୱର ୧ରୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଆଇନ୍‌କୁ କଡ଼ାକଡ଼ି କରାଯାଇଛି।...

2
ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

୨୬ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେ ସାମିଲ୍‌

7
ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଆସାମ: ଆସାମର ସୋନତିପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବାଘ ତିନି ଜଣ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଯାହାର ଭିଡିଓ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣା ସୋନିତପୁର ଜିଲ୍ଲାର ତେଜପୁର ସହରର ବୋର୍ଗୁରୀ ନାପାମ ଅଞ୍ଚଳରେ ଘଟିଛି।...

11
ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

ନ୍ୟୁଜ୍‌ଲାଣ୍ଡ: ନ୍ୟୁଜ୍‌ଲାଣ୍ଡର ଏକ ସମୁଦ୍ର କୂଳରେ ଆଜି ୧୦୦ରୁ ଅଧିକ ଡଲ୍‌ଫିନ୍‌ ଓ ତିମି ମାଛ ମିରି ପଡ଼ିଥିବାର ଦେଖିବାକୁ ମିଳିଛି।ଏହି ସାମୁଦ୍ରିକ ଜୀବଗୁଡ଼ିକର ମୃତ ଦେହ ନ୍ୟୁଜ୍‌ଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ୱିପରେ ପଡ଼ିଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ମାଛ ଗୁଡ଼ିକ କୂଳକୁ...