Daily Horoscope 19th March 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଯାତ୍ରାର ଯୋଗ ରହିଛି
/odishatv-khabar/media/media_files/uploadimage/library/16_9/16_9_0/IMAGE_1710814812-940248.jpg)
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଦିବା ୦୧.୩୭ ଗତେ କର୍କଟ ,ତିଥ- ୧୦ମୀ ରାତ୍ରି ୧୨.୨୨ ଗତେ ୧୧ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୧.୩୭ ପର୍ଯ୍ୟନ୍ତ,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୧୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।