/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)
Panchang Photograph: (OTV)
ସୈାର ତୁଳା ମାସ ମାର୍ଗଶୀର କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ରବିବାର। ଚନ୍ଦ୍ର – ମିଥୁନ ଅହୋରାତ୍ର। ତିଥି - ୫ମୀ ରାତ୍ରି ୦୧.୫୫ ଗତେ ୬ଷ୍ଠୀ। ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର। ଘାତବାର – ମେଷ ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୦୫ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୪୦ ରୁ ୦୮.୫୪
ଦିବା – ୧୨.୫୪ ରୁ ୦୨.୫୧
ଦିବା – ୦୩.୩୫ ରୁ ୦୩.୪୧
ରାତ୍ରି – ୦୭.୩୯ ରୁ ୦୯.୨୨
ରାତ୍ରି – ୧୧.୫୬ ରୁ ୦୧.୦୭
ରାତ୍ରି – ୦୨.୪୩ ରୁ ୦୫.୫୬
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୪୧ ରୁ ୦୫.୦୫
କାଳବେଳା - ଦିବା ୧୧.୩୦ ରୁ ୧୨.୫୪
ବାରବେଳା- ଦିବା ୧୦.୦୬ ରୁ ୧୧.୩୦
କାଳରାତ୍ରି – ରାତ୍ରି ୦୧.୦୭ ରୁ ୦୨.୪୩
Advertisment
Advertisment



Related Articles
High Pitched Final Campaign: ଶେଷ ପର୍ଯ୍ୟାୟ କ୍ୟାମ୍ପେନରେ କମ୍ପୁଛି ନୂଆପଡ଼ା , ବିଶାଳ ରୋଡ୍ ଶୋ କରି ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ
POSTED

Shraddhabali Stampede: କାହା ଭୁଲରୁ ଘଟିଥିଲା ଶରଧାବାଲି ଦଳାଚକଟା , ୭ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଚରମ ଅବହେଳା
POSTED

No US Entry for Diabetics: ଟ୍ରମ୍ପ୍ ପ୍ରଶାସନର ଅଜବ ନୀତି , ଡାଏବେଟିସ୍ କି ହାର୍ଟ ଡିଜିଜ୍ ଥିଲେ ମିଳିବନି ଆମେରିକାକୁ ଏଣ୍ଟ୍ରି
POSTED

Stale Food Sold: କେଉଁଠି ସଢ଼ା ଆଳୁରେ ଚାଟ୍, କେଉଁଠି ବାସି ପନିରରେ ଆଇଟମ୍ ...ନସୁଧୁରିଲେ ବ୍ଲାକ୍ ଲିଷ୍ଟ ପାଇଁ ଦୋକାନୀଙ୍କୁ ଚେତାବନୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)