Advertisment

Today Panchang 30th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୮ମୀ ଦିବା ୧୦.୦୬ ଗତେ ୯ମୀ। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର।

author-image
Deepak Acharya
undefined

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୮ମୀ ଦିବା ୧୦.୦୬ ଗତେ ୯ମୀ। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୫.୫୦ ରୁ ୦୭.୧୧
ସନ୍ଧ୍ୟା – ୦୬.୦୦ ରୁ ୦୯.୨୩
ରାତ୍ରି – ୦୧.୦୫ ରୁ ୦୩.୧୮
ରାତ୍ରି – ୦୪.୦୯ ରୁ ୦୫.୫୧
ଅଶୁଭ ସମୟ-
ରାହୁକାଳ- ଦିବା ୧୨.୫୫ ରୁ ୦୨.୨୦
କାଳବେଳା- ଦିବା ୦୨.୨୦ ରୁ ୦୩.୪୪
ବାରବେଳା- ଦିବା ୦୩.୪୪ ରୁ ୦୫.୦୯
କାଳରାତ୍ରି – ରାତ୍ରି ୧୧.୩୦ ରୁ ୦୧.୦୫

Advertisment
Panchang
Advertisment