/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୦୨ ସୋମବାର । ଚନ୍ଦ୍ର – କର୍କଟ ପ୍ରାତଃ ୦୭.୫୧ ଗତେ ସିଂହ । ତିଥି - ୧୪ଶୀ ସନ୍ଧ୍ୟା ୦୫.୫୫ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର – ପ୍ରାତଃ ୦୭.୫୧ ଗତେ କର୍କଟ ଓ ମକର ରାଶିର । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୬.୦୯ ରୁ ୦୭.୩୬
ଦିବା – ୧୦.୪୯ ରୁ ୦୧.୦୮
ଦିବା – ୦୪.୨୧ ରୁ ୦୫.୦୧
ସନ୍ଧ୍ୟା – ୦୬.୩୭ ରୁ ୦୯.୦୫
ରାତ୍ରି – ୧୧.୫୮ ରୁ ୦୨.୫୧
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୩୬ ରୁ ୦୯.୪୦
କାଳବେଳା - ପ୍ରାତଃ ୦୭.୩୬ ରୁ ୦୯.୪୦
ବାରବେଳା- ଦିବା ୦୨.୫୩ ରୁ ୦୪.୨୧
କାଳରାତ୍ରି – ରାତ୍ରି ୧୦.୨୬ ରୁ ୧୧.୫୮
Advertisment
Advertisment



Related Articles
Minor Argument Turns Fatal: ସାମାନ୍ୟ କଥା କଟାକଟିରୁ ଗଡ଼ିଲା ମୁଣ୍ଡ; ୟୁଟ୍ୟୁବର ରାହୁଲଙ୍କୁ ଛୁରି ଭୂଷି ବିଭତ୍ସ ହତ୍ୟା
POSTED

Odisha Rajya Sabha Battle: ରାଜ୍ୟସଭା ନିର୍ବାଚନରେ ହେବ କି ଘୋଡ଼ା ବେପାର ? ପଦ୍ମ ମ୍ୟାଜିକ୍ ନମ୍ବର ଛୁଇଁବା ଚର୍ଚ୍ଚା
POSTED

Indian Stranded Amid Middle East Conflict: ଖିନଭିନ୍ ମଧ୍ୟପ୍ରାଚ୍ୟ, ଭୋଗୁଛନ୍ତି ଭାରତୀୟ; ଏୟାରପୋର୍ଟରେ ବେଡସିଟ୍ ଶୋଇବାକୁ ବାଧ୍ୟ
POSTED

Dubai and UAE Targeted: ରକ୍ତମୁଖା ଇରାନ୍, ଅପରେସନ ରିଭେଞ୍ଜ୍; ତେହେରାନରୁ ତେଲ୍ ଆଭିଭ ଚାଲିଛି ରକ୍ତାକ୍ତ ସଂଘର୍ଷ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)