Advertisment

Today Panchang 2nd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ବୃଷ ଦିବା ୦୯.୨୫ ଗତେ ମିଥୁନ । ତିଥି - ୧୪ଶୀ ସନ୍ଧ୍ୟା ୦୬.୫୩ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର - ବିଛା ରାଶିର , ଦିବା ୦୯.୨୫ ଗତେ କନ୍ୟା ରାଶିର । ଘାତବାର –  ବିଛା,ଧନୁ ଓ ମୀନ ରାଶିର ।

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ    

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର ।

ଚନ୍ଦ୍ର – ବୃଷ ଦିବା ୦୯.୨୫ ଗତେ ମିଥୁନ
ତିଥି - ୧୪ଶୀ ସନ୍ଧ୍ୟା ୦୬.୫୩ ଗତେ ପୂର୍ଣ୍ଣିମା
ଘାତଚନ୍ଦ୍ର - ବିଛା ରାଶିର , ଦିବା ୦୯.୨୫ ଗତେ କନ୍ୟା ରାଶିର
ଘାତବାର –  ବିଛା,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ - ନାସ୍ତି

Advertisment

ଶୁଭ ସମୟ-

ପ୍ରାତଃ – ୦୬.୨୫ ରୁ ୦୭.୦୮
ପ୍ରାତଃ – ୦୭.୫୨ ରୁ ୦୯.୦୮
ଦିବା – ୧୨.୧୨ ରୁ ୦୩.୦୫
ଦିବା – ୦୩.୪୯ ରୁ ୦୫.୧୫
ସନ୍ଧ୍ୟା – ୦୬.୦୮ ରୁ ୦୮.୩୩
ରାତ୍ରି – ୧୨.୧୭ ରୁ ୦୨.୦୨
ରାତ୍ରି – ୦୨.୫୫ ରୁ ୦୪.୪୦

ଅଶୁଭ ସମୟ - 

ରାହୁକାଳ - ଦିବା ୧୦.୨୯ ରୁ ୧୧.୫୦
କାଳବେଳା - ଦିବା ୧୦.୨୯ ରୁ ୧୧.୫୦
ବାରବେଳା - ଦିବା ୦୯.୦୮ ରୁ ୧୦.୨୯
କାଳରାତ୍ରି – ରାତ୍ରି ୦୮.୩୩ ରୁ ୧୦.୧୨

Advertisment
Astrology Panchang
Advertisment
Related Articles
Advertisment