Advertisment

Today Panchang 2nd December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ। ଇଂରାଜୀରେ  ତାରିଖ ୦୨ ମଙ୍ଗଳବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି – ୧୨ଶୀ ଦିବା ୦୩.୫୭ ଗତେ ୧୩ଶୀ। ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର।

author-image
Deepak Acharya
undefined

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ। ଇଂରାଜୀରେ  ତାରିଖ ୦୨ ମଙ୍ଗଳବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି – ୧୨ଶୀ ଦିବା ୦୩.୫୭ ଗତେ ୧୩ଶୀ। ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୫୭ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୯ ରୁ ୦୬.୫୨
ଦିବା – ୦୮.୫୨ ରୁ ୧୧.୧୪
ସନ୍ଧ୍ୟା – ୦୫.୦୨ ରୁ ୦୬.୪୧
ରାତ୍ରି – ୦୮.୧୯ ରୁ ୦୮.୩୨
ରାତ୍ରି – ୦୯.୨୫ ରୁ ୧୨.୦୨
ରାତ୍ରି – ୦୧.୪୭ ରୁ ୦୩.୩୨
ରାତ୍ରି – ୦୪.୨୫ ରୁ ୦୬.୧୦
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୧୯ ରୁ ୦୩.୪୦
କାଳବେଳା - ଦିବା ୧୨.୫୭ ରୁ ୦୨.୧୯
ବାରବେଳା- ପ୍ରାତଃ ୦୭.୩୧ ରୁ ୦୮.୫୨
କାଳରାତ୍ରି – ସନ୍ଧ୍ୟା ୦୬.୪୧ ରୁ ୦୮.୧୯

Advertisment
Panchang
Advertisment
Related Articles
Advertisment