/odishatv-khabar/media/post_attachments/uploadimage/library/16_9/16_9_0/Panchang_1725764861.jpg)
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର। ଚନ୍ଦ୍ର- ଧନୁ ରାତ୍ରି ୧୦.୧୩ ଗତେ ମକର। ତିଥି- ୬ଷ୍ଠୀ ଦିବା ୦୮.୦୦ ଗତେ ୭ମୀ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୦.୧୩ ଗତେ ସିଂହ ରାଶିର। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୮.୦୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୪୪ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୫.୪୯ ରୁ ୦୬.୩୫
ଦିବା – ୦୮.୪୦ ରୁ ୧୧.୦୭
ସନ୍ଧ୍ୟା – ୦୫.୧୦ ରୁ ୦୬.୪୫
ରାତ୍ରି – ୦୮.୨୦ ରୁ ୦୮.୩୩
ରାତ୍ରି – ୦୯.୨୪ ରୁ ୧୧.୫୫
ରାତ୍ରି – ୦୧.୩୭ ରୁ ୦୩.୧୮
ରାତ୍ରି – ୦୪.୦୮ ରୁ ୦୫.୫୦
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୦ ରୁ ୦୩.୪୫
କାଳବେଳା- ଦିବା ୧୨.୫୫ ରୁ ୦୨.୨୦
ବାରବେଳା- ପ୍ରାତଃ ୦୭.୧୪ ରୁ ୦୮.୪୦
କାଳରାତ୍ରି – ସନ୍ଧ୍ୟା ୦୬.୪୫ ରୁ ୦୮.୨୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)