Advertisment

Today Panchang 27th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ଚନ୍ଦ୍ର – ମିଥୁନ ରାତ୍ରି ୦୩.୫୨ ଗତେ କର୍କଟ । ତିଥି - ୧୧ଶୀ ରାତ୍ରି ୧୦.୩୩ ଗତେ ୧୨ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ରାତ୍ରି ୦୩.୫୨ ପର୍ଯ୍ୟନ୍ତ । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ - ଦିବା ୧୦.୪୯ ଗତେ ୧ପାଦ ।

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ                                                              

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୭ ଶୁକ୍ରବାର ।
ଚନ୍ଦ୍ର – ମିଥୁନ ରାତ୍ରି ୦୩.୫୨ ଗତେ କର୍କଟ
ତିଥି - ୧୧ଶୀ ରାତ୍ରି ୧୦.୩୩ ଗତେ ୧୨ଶୀ
ଘାତଚନ୍ଦ୍ର – କନ୍ୟା ରାଶିର ରାତ୍ରି ୦୩.୫୨ ପର୍ଯ୍ୟନ୍ତ
ଘାତବାର – ବିଛା,ଧନୁ ଓ ମୀନ ରାଶିର
ପୁଷ୍କରଦୋଷ - ଦିବା ୧୦.୪୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୩୩ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ

Advertisment

ଶୁଭ ସମୟ -

ପ୍ରାତଃ – ୦୬.୧୧ ରୁ ୦୬.୫୮
ପ୍ରାତଃ – ୦୭.୪୪ ରୁ ୦୯.୦୫
ଦିବା – ୧୨.୨୨ ରୁ ୦୨.୪୧
ଦିବା – ୦୪.୧୪ ରୁ ୦୫.୪୭
ସନ୍ଧ୍ୟା – ୦୭.୨୬ ରୁ ୦୮.୫୩
ରାତ୍ରି – ୦୨.୦୩ ରୁ ୦୪.୩୧

ଅଶୁଭ ସମୟ -

ରାହୁକାଳ - ଦିବା ୧୦.୩୨ ରୁ ୧୧.୫୯
କାଳବେଳା - ଦିବା ୧୦.୩୨ ରୁ ୧୧.୫୯
ବାରବେଳା- ଦିବା ୦୯.୦୫ ରୁ ୧୦.୩୨
କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୬

Advertisment
Panchang Horoscope
Advertisment
Related Articles
Advertisment