/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୨୫ ତାରିଖ ଶନିବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି - ୪ର୍ଥୀ ରାତ୍ରି ୦୩.୪୮ ଗତେ ୫ମୀ
ଘାତଚନ୍ଦ୍ର – ନାସ୍ତି। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୧୯ ରୁ ୦୮.୩୯
ଦିବା – ୧୧.୫୩ ରୁ ୧୨.୫୬
ଦିବା – ୦୨.୨୧ ରୁ ୦୨.୫୫
ଦିବା – ୦୩.୪୧ ରୁ ୦୩.୪୭
ରାତ୍ରି – ୦୨.୨୭ ରୁ ୦୩.୧୭
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୩୯ ରୁ ୧୦.୦୫
କାଳବେଳା - ପ୍ରାତଃ ୦୫.୪୮ ରୁ ୦୭.୧୪ ଓ ଦିବା ୦୩.୪୭ ରୁ ୦୫.୧୨
ବାରବେଳା- ଦିବା ୧୨.୫୬ ରୁ ୦୨.୨୧
କାଳରାତ୍ରି – ସନ୍ଧ୍ୟା ୦୫.୧୨ ରୁ ୦୬.୪୭ ଓ ରାତ୍ରି ୦୪.୧୪ ରୁ ୦୫.୪୮
Advertisment
Advertisment


Related Articles
Bus Fire Tragedy Shocks Nation: ଦେଶ ଦୋହଲାଇ ଦେଲା ଚଳନ୍ତା ବସ୍ ରେ ନିଆଁ, ଡୋର୍ ଜାମ୍ ଯୋଗୁଁ ବାହାରି ନପାରି ଜଳିଗଲେ ଯାତ୍ରୀ
POSTED

Nuapada Turns Into Political Battleground: ପ୍ରଚାରରେ କମ୍ପିଲାଣି ନୂଆପଡା ମୈଦାନ, ଦାଦନ ଖଟି ଯାଇଥିବା ମତଦାତାଙ୍କ ଉପରେ ସବୁ ଦଳର ଆଖି
POSTED

Advocate Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଓକିଲାତି, ବିକ୍ରମଙ୍କ ପାଇଁ ନ୍ୟାୟିକ ଲଢ଼େଇକୁ ଓହ୍ଲାଇବେ ୪୪ ଓକିଲ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)