/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୫ ତାରିଖ ଗୁରୁବାର। ଚନ୍ଦ୍ର - କୁମ୍ଭ ଅହୋରାତ୍ର। ତିଥି - ୫ମୀ ଦିବା ୦୧.୪୩ ଗତେ ୬ଷ୍ଠୀ। ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୬.୨୨ ରୁ ୦୭.୪୮
ସନ୍ଧ୍ୟା – ୦୬.୦୩ ରୁ ୦୯.୩୪
ରାତ୍ରି – ୦୧.୨୫ ରୁ ୦୩.୪୪
ନିଶାନ୍ତ - ୦୪.୩୭ ରୁ ୦୬.୨୨
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୦୭ ରୁ ୦୨.୨୮
କାଳବେଳା - ଦିବା ୦୨.୨୮ ରୁ ୦୩.୪୯
ବାରବେଳା - ଦିବା ୦୩.୪୯ ରୁ ୦୫.୧୧
କାଳରାତ୍ରି – ରାତ୍ରି ୧୧.୪୬ ରୁ ୦୧.୨୫
Advertisment
Advertisment



Related Articles
OMC Annual Sports Meet 2025: ଓଏମସି ବାର୍ଷିକ କ୍ରୀଡା ସମ୍ମିଳନୀ ୨୦୨୫: ଖେଳ ମାଧ୍ୟମରେ ଏକତା ଓ ସୁସ୍ଥତାର ସନ୍ଦେଶ
POSTED

End to Long Wait: ଖୁବଶୀଘ୍ର ରତ୍ନଭଣ୍ଡାର ଅଳଙ୍କାର ଗଣତି-ମଣତି , ପ୍ରକ୍ରିୟା ସରିବାକୁ ଲାଗିପାରେ ୫ରୁ ୬ ମାସ
POSTED

Death Case: ଆଇନକୁ ବି ଛାଡ଼ୁନି କିଟ୍-କିସ୍ ! ଗୁମର ଖୋଲିଲେ ପ୍ରିୟଙ୍କ କାନୁନଗୋ
POSTED

BJD Buzz Intensifies: ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ନେଇ ସଫା ହେଉଛି ରାସ୍ତା ? ପ୍ରମିଳା କହିଲେ ମିଶିଲେ କର୍ମୀ ହୋଇ କାମ କରିବେ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)