/odishatv-khabar/media/media_files/2026/02/24/panchang-2026-02-24-09-27-05.jpg)
Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୪ ମଙ୍ଗଳବାର ।
ଚନ୍ଦ୍ର – ବୃଷ ଅହୋରାତ୍ର
ତିଥି - ୭ମୀ ପ୍ରାତଃ ୦୭.୦୨ ଗତେ ୮ମୀ ନିଶାନ୍ତ ୦୪.୫୧ ଗତେ ୯ମୀ
ଘାତଚନ୍ଦ୍ର - ବିଛା ରାଶିର ଅହୋରାତ୍ର
ଘାତବାର – ମକର ରାଶିର
ପୁଷ୍କର ଦୋଷ – ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୦୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୩.୦୭ ଗତେ ୧ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ -
ଦିବା – ୦୯.୦୬ ରୁ ୧୦.୫୦
ଦିବା – ୦୧.୦୯ ରୁ ୦୧.୨୬
ଦିବା – ୦୪.୧୯ ରୁ ୦୫.୦୦
ସନ୍ଧ୍ୟା – ୦୫.୪୬ ରୁ ୦୬.୩୬
ରାତ୍ରି – ୦୯.୦୫ ରୁ ୧୧.୩୪
ରାତ୍ରି – ୦୨.୦୪ ରୁ ୦୩.୪୩
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୫୩ ରୁ ୦୪.୧୯
କାଳବେଳା - ଦିବା ୦୧.୨୬ ରୁ ୦୨.୫୩
ବାରବେଳା- ପ୍ରାତଃ ୦୭.୪୦ ରୁ ୦୯.୦୬
କାଳରାତ୍ରି – ସନ୍ଧ୍ୟା ୦୭.୧୯ ରୁ ୦୮.୫୨
Advertisment
Advertisment


Related Articles
Daily Horoscope 24th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

4 Years of Bloodshed: ଆଜି ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୪ ବର୍ଷ, ଯୁଦ୍ଧ ସମାପ୍ତି ନେଇ କେବେ ଫିଟିବ ବାଟ ?
POSTED

Inferno at City Supermart: ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହେଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)