/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୨୩ ତାରିଖ ଗୁରୁବାର। ଚନ୍ଦ୍ର – ତୁଳା ରାତ୍ରି ୧୦.୦୫ ଗତେ ବିଛା। ତିଥି - ୨ୟା ରାତ୍ରି ୧୦.୪୭ ଗତେ ୩ୟା। ଘାତଚନ୍ଦ୍ର – ନାସ୍ତି। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୪୭ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୫୧ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୫.୪୭ ରୁ ୦୭.୧୯
ସନ୍ଧ୍ୟା – ୦୬.୦୪ ରୁ ୦୯.୨୫
ରାତ୍ରି – ୦୧.୦୫ ରୁ ୦୩.୧୭
ରାତ୍ରି – ୦୪.୦୭ ରୁ ୦୫.୪୮
ଅଶୁଭ ସମୟ -
ରାହୁକାଳ - ଦିବା ୧୨.୫୬ ରୁ ୦୨.୨୨
କାଳବେଳା - ଦିବା ୦୨.୨୨ ରୁ ୦୩.୪୮
ବାରବେଳା- ଦିବା ୦୩.୪୮ ରୁ ୦୫.୧୪
କାଳରାତ୍ରି – ରାତ୍ରି ୧୧.୩୧ ରୁ ୦୧.୦୫
Advertisment
Advertisment


Related Articles
Bhubaneswar’s Unit One Market: ଭୁବନେଶ୍ବର ୟୁନିଟ୍ -୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ , ପରେ ରାସ୍ତା ଉପରେ ହାତାହାତି
POSTED

Repeat Jailbreak Horror: ରାଜ୍ୟରେ ଜେଲ୍ ସୁରକ୍ଷାରେ ବଡ଼ ଘଳିଆ , ଚୌଦ୍ବାରରେ ବିହାରୀଙ୍କ ଭଳି ସୋରରେ ଝାଡ଼ଖଣ୍ଡି କଏଦୀ ଚମ୍ପଟ
POSTED

Clash Over Rath Yatra: ଇସ୍କନର ଗାଲୁଆମିକୁ ନେଇ ଗଜପତିଙ୍କ ପୁଣି କଡ଼ା ଚିଠି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କଡ଼ା ଚେତାବନୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)