/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଦିବା ୦୯.୩୬ ଗତେ ତୁଳା। ତିଥି- ଆମାବାସ୍ୟା ସନ୍ଧ୍ୟା ୦୫.୫୪ ଗତେ ପ୍ରତିପଦ। ଘାତଚନ୍ଦ୍ର – ବୃଷ ରାଶିର ଦିବା ୦୯.୩୬ ପର୍ଯ୍ୟନ୍ତ। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୫.୪୬ ରୁ ୦୬.୩୨
ଦିବା – ୦୮.୩୯ ରୁ ୧୧.୦୮
ସନ୍ଧ୍ୟା – ୦୫.୧୫ ରୁ ୦୬.୪୯
ରାତ୍ରି – ୦୮.୨୩ ରୁ ୦୮.୩୫
ରାତ୍ରି – ୦୯.୨୬ ରୁ ୧୧.୫୬
ରାତ୍ରି – ୦୧.୩୬ ରୁ ୦୩.୧୬
ରାତ୍ରି – ୦୪.୦୭ ରୁ ୦୫.୪୭
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୩ ରୁ ୦୩.୪୯
କାଳବେଳା- ଦିବା ୧୨.୫୭ ରୁ ୦୨.୨୩
ବାରବେଳା- ପ୍ରାତଃ ୦୭.୧୩ ରୁ ୦୮.୩୯
କାଳରାତ୍ରି – ସନ୍ଧ୍ୟା ୦୬.୪୯ ରୁ ୦୮.୨୩
Advertisment
Advertisment


Related Articles
Gajapati Suggests Review of Founding Principles: ଅରାଜି ହେଉଛି ଇସ୍କନ, ସିଦ୍ଧାନ୍ତର ପୁନର୍ବିଚାର ପାଇଁ ଦିଗଦର୍ଶନ ଦେଲେ ଗଜପତି
POSTED

‘Dharti Mata Bachao’ Campaign to Tackle Fertilizer Crisis: ରାଜ୍ୟରୁ ହଟିବ ସାର ସଙ୍କଟ, ଆରମ୍ଭ ହେବ କେନ୍ଦ୍ରର ‘ଧରତୀ ମାତା ବଞ୍ଚାଓ’ ଅଭିଯାନ
POSTED

Medical Services Disrupted in Cuttack SCB: ବିଗିଡିଗଲାଣି କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟସେବା, ୩ ମାସ ହେଲା ଅଚଳ ଡିଜିଟାଲ ଏକ୍ସରେ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)